Latest Odisha News

BREAKING NEWS

ଭାରତର ୪ର୍ଥ ମହିଳା ରେସଲର ଭାବେ ଅଲିମ୍ପିକ ଯୋଗ୍ୟତା ହାସଲ କଲେ ସୀମା

ନୂଆଦିଲ୍ଲୀ: ଭାରତର ୪ର୍ଥ ମହିଳା ରେସଲର ଭାବେ ସୀମା ବିସଲା ଅଲିମ୍ପିକ ଯୋଗ୍ୟତା ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଭିନେଶ(୫୩ କିଗ୍ରା), ଅଂଶୁ ମଲିକ (୫୭କିଗ୍ରା) ଓ ସୋନମ ମଲିକ (୬୨କିଗ୍ରା) ଅଲିମ୍ପିକ ଟିକେଟ କାଟି ସାରିଥିଲେ । ବିଶ୍ୱ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ସେ ୫୦…

କୋଭିଡ୍‌ ରିଲିଫ୍‌ ପାଇଁ ୩.୫ କୋଟିରୁ ଅଧିକ ସଂଗ୍ରହ କଲେଣି ବିରୁଷ୍କା

ନୂଆଦିଲ୍ଲୀ: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଘୋଷଣା କରିଛନ୍ତି ଯେ ସେମାନେ କୋଭିଡ-୧୯ ରିଲିଫ ପାଇଁ ଏକ ପାଣ୍ଠି ସଂଗ୍ରହ ଆରମ୍ଭ କରିଛନ୍ତି। ନିଜେ ୨ କୋଟି ଟଙ୍କା ଦାନ କରିବା ପରେ ସେମାନେ ନିଜ ପ୍ରଶଂସକମାନଙ୍କୁ ମଧ୍ୟ ମହାମାରୀ ସହ ଲଢିବାରେ…

କରୋନା ମୁକାବିଲା; କୋଭିଡ୍‌ କେୟାର ସେଣ୍ଟରକୁ ୨୫୦ଟି ବେଡ୍‌ ଦେଲେ ନିର୍ମାତା ରୋହିତ ଶେଟ୍ଟୀ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ଦିଲ୍ଲୀର ଗୁରୁ ତେଗ ବାହାଦୂର କୋଭିଡ୍‌ କେୟାର ସେଣ୍ଟରକୁ ୨୫୦ଟି ଶଯ୍ୟା ଦାନ କରିଛନ୍ତି। କୋଭିଡ-୧୯ ରିଲିଫ କାର୍ଯ୍ୟରେ ସେ ଆଉ ଜଣେ ବଲିଉଡ୍‌ ସେଲିବ୍ରିଟି ଭାବେ ସାମିଲ୍‌ ହୋଇଛନ୍ତି। ଏହାସହିତ ସେ ଅନ୍ୟାନ୍ୟ ଚିକିତ୍ସା ସୁବିଧା…

ପେସ ବୋଲର ପ୍ରସିଦ୍ଧ କରୋନା ସଂକ୍ରମିତ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପେସ ବୋଲର ପ୍ରିସିଦ୍ଧ କ୍ରିଷ୍ଣା କରୋନା ସଂକ୍ରମିତ ହୋଇଛନ୍ତି । ଆଇପିଏଲରେ ସେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିଲେ । ସେ କୋଲକାତାର ୪ର୍ଥ ଖେଳାଳି ଭାବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ବାଙ୍ଗାଲୋରରେ ନିଜ ଘରେ ସେ ଆଇସୋଲେଶନରେ ରହିଛନ୍ତି ।…

ଆଇଓସିର ଦୃଢ଼ୋକ୍ତି, ଟୋକିଓ ଅଲିମ୍ପିକ୍ସ ନିଶ୍ଚିତ ହେବ !

ଟୋକିଓ: କରୋନା ମହାମାରୀର ଦ୍ୱିତୀୟ ଲହରୀ ପରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ନେଇ ସନ୍ଦେହ ଉପୁଜୁଛି । ଏପରିକି ଜାପାନ ଜନସାଧାରଣ ଧିରେ ଧିରେ ଏଥିପ୍ରତି ବିମୁଖ ହେଲେଣି । ଏହି ଅବସରରେ କିନ୍ତୁ ଶନିବାର ଆନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଦୃଢ଼ ଭାବରେ କହିଛି ସେ ଯାହା ବି ହେଉ ଟୋକିଓ…

ରାଉରକେଲାର ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ରାଉରକେଲା: କରୋନାର ଦ୍ୱିତୀୟ ତରଙ୍ଗ ଭୟଙ୍କର ହେଉଥିବା ବେଳେ ଶନିବାର ଦିନ ରାଉରକେଲାର ତିନୋଟି ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ କରାଯିବ ବୋଲି ରାଉରକେଲା ମ୍ୟୁନିସିପାଲିଟି କର୍ପୋରେସନ୍ (ଆରଏମସି)…

ଓଡ଼ିଶା ପହଞ୍ଚିଲା ୧ ଲକ୍ଷ ଡୋଜ କୋଭିଶିଲ୍ଡ ଟିକା

ଭୁବନେଶ୍ୱର: ଓଡ଼ିଶା ପହଞ୍ଚିଲା ୧ ଲକ୍ଷ ଡୋଜ କୋଭିଶିଲ୍ଡ ଟିକା। ଓଡିଶା ସରକାରଙ୍କ ଦ୍ବାରା କିଣାଯାଇଥିବା କୋଭିଶିଲ୍ଡ ଟିକାର ୧ ଲକ୍ଷ ଡୋଜ ଶନିବାର ଭୁବନେଶ୍ୱରରେ ପହଞ୍ଚିଛି। ଏହି କୋଭିଶିଲ୍ଡ ଟିକା ଏକ ସ୍ୱତନ୍ତ୍ର କାର୍ଗୋ ବିମାନରେ ଅପରାହ୍ନ ୨ ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

ଓଡ଼ିଆ ଚଳଚ୍ଚିତ୍ର ପତ୍ରିକାର ଚର୍ଚ୍ଚା ପ୍ରବାହ

ଆମ ଓଡିଆ ଚଳଚ୍ଚିତ୍ରର ତର୍ଜମା ଧାରା ଓ ଶୈଳୀ ଯେ ବେଶି ପ୍ରଭବୀ ନୁହେଁ ଏକଥା ସ୍ୱୀକାର କରିବାକୁ ଆମେ ବାଧ୍ୟ । ଆଉ ଏକଥା ବି ସ୍ୱୀକାର କରିବାକୁ ବାଧ୍ୟ ଯେ ଓଡ଼ିଆ ଚଳଚ୍ଚିତ୍ର ଅଧିକାଂଶ ଓଡ଼ିଆଙ୍କ ମନରେ ଯେମିତି ବସା ବାନ୍ଧିଛି, ଅନ୍ୟ କେଉଁ ମନୋରଞ୍ଜନର ଭାଗ୍ୟ ସେମିତି ହୋଇନାହିଁ । ତାହା…

କୋଭିଡ୍‌ ହସ୍ପିଟାଲରେ ଆଡମିଶନ ପାଇଁ ପଜିଟିଭ ରିପୋର୍ଟ ଜରୁରୀ ନୁହେଁ

ନୂଆଦିଲ୍ଲୀ: କରୋନା ରୋଗୀମାନଙ୍କ ପାଇଁ ଏକ ଆଶ୍ବସ୍ତିକର ଖବର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ବିଭିନ୍ନ ବର୍ଗର କୋଭିଡ୍‌ ଡାକ୍ତରଖାନା କରୋନା ରୋଗୀଙ୍କ ଆଡ୍‌ମିଶନ ଏବଂ ଚିକିତ୍ସା ବ୍ୟବସ୍ଥାରେ ସୁବିଧା ଆଣିବା ଜାତୀୟ ନୀତିରେ ସଂଶୋଧନ କରିଛି। ସଂଶୋଧିତ ନୀତି ଅନୁଯାୟୀ,…

[ଭିଡ଼ିଓ] ଓଲଟିଲା ମାଛ ଟ୍ରକ, ବୋହିନେଲେ ଲୋକେ !

ମହାରାଷ୍ଟ୍ର: କରୋନା ସଂକ୍ରମଣ ରୋକିବା ଲାଗି ମହାରାଷ୍ଟ୍ର ସରକାର ଲକଡାଉନ୍ ଘୋଷଣା କରିଛନ୍ତି । ତଥାପି ଆଜି ସକାଳୁ ସୋଲାପୁରରେ ବହୁମାତ୍ରାରେ ଲୋକ ଭିଡ ଜମାଇଥିଲେ । ଏକ ମାଛ ବୋଝେଇ ଟ୍ରକ ନିୟନ୍ତ୍ରଣ ହରାଇ ସମ୍ଭାଜୀ ମହାରାଜ କେନାଲ ନିକଟରେ ଓଲଟିପଡିଥିଲା । ଯାହା ପରେ ଲୋକେ ମାଛ ହରିଲୁଟ୍…