Latest Odisha News

BREAKING NEWS

ପୂର୍ବତନ ତହସିଲଦାର ଆଲୋକ ଅନୁଗୁଳିଆ ନିଲମ୍ବିତ !

ମାଲକାନଗିରି: ନିଲମ୍ବିତ ହେଲେ ପୂର୍ବତନ ତହସିଲଦାର ବାବୁ । ଆଉ ତା ପୁଣି ଜମି ଦୁର୍ନୀତି ମାମଲାରେ । କିଛି ଏପରି ଖବରକୁ ନେଇ ଚର୍ଚ୍ଚାକୁ ଆସିଛି ମାଲକାନଗିରି ଜିଲ୍ଲା । କାଲିମେଳାର ପୂର୍ବତନ ତହସିଲଦାର ଆଲୋକ କୁମାର ଅନୁଗୁଳିଆ କିଛି ମାସ ପୂର୍ବରୁ ତହସିଲ କାର୍ଯ୍ୟାଳୟରେ ବ୍ୟାପକ ଜମି…

ଗବ ଗରଗଡ଼ ତେଟେଙ୍ଗେ, ମନ ପଡ଼ିଗଲେ ଉଠେଙ୍ଗେ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ସେତେବେଳେ ଅଷ୍ଟମ ଶ୍ରେଣୀରେ ପଢୁଥାଏ ମୁଁ । ବୋଧହୁଏ ଆଦ୍ୟ କୈଶୋରରେ ପାଦ ଦେଉ ଦେଉ ଯେଉଁ ସବୁ ଶାରୀରିକ ଓ ମାନସିକ ପରିବର୍ତ୍ତନ ଘଟେ, ସେ ସବୁ ମୋ କ୍ଷେତ୍ରରେ ଟିକିଏ ବେଶୀ ଅନୁଭବ ହେଉଥିଲା । ହୁଏତ ଏହା ସମସ୍ତଙ୍କ କ୍ଷେତ୍ରରେ ହେଉଥିବ,…

ବରଗଡ଼ରେ ICU ଓ ଭେଣ୍ଟିଲେଟର ସୁବିଧା ଥିବା କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟିତ

ବରଗଡ଼: କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବରଗଡ଼ରେ କୋଭିଡ୍ କେୟାର ସେଣ୍ଟର ଉଦଘାଟିତ । ICU ଓ ଭେଣ୍ଟିଲେଟର ସୁବିଧା ଥିବା କୋଭିଡ୍ କେୟାର ସେଣ୍ଟରର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭିଡିଓ କନଫରେନ୍ସିଂରେ ଉଦଘାଟିତ ହୋଇଛି । କୋଭିଡ୍ ରୋଗୀଙ୍କ ପାଇଁ ବିକାଶ…

ପୁଣି କଙ୍ଗନାଙ୍କ ନାଁରେ ମାମଲା, FIR ଦେଲେ ଟିଏମସି ମୁଖପାତ୍ର

ନୂଆଦିଲ୍ଲୀ: ବିବାଦ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ପିଛା ଛାଡୁନି । ବାରମ୍ବାର ବିବାଦୀୟ ମତ ଓ ମନ୍ତବ୍ୟ ପାଇଁ ତାଙ୍କୁ ଟୁଇଟର ସସପେଣ୍ଡ କରିଥିଲା । ଏବେ କଙ୍ଗନାଙ୍କ ନାଁରେ ମାମଲା ରୁଜୁ କରିଛନ୍ତି ଟିଏମସି ମୁଖପାତ୍ର ରିଜୁ ଦତ୍ତା । ପୂର୍ବରୁ କୋଲକାତାର ଜଣେ ଓକିଲ ସାମ୍ପ୍ରଦାୟିକ…

ବାଙ୍ଗିରିପୋଷିରୁ ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ବାରିପଦା: ବଜ୍ରକାପ୍ତା ଚାଲାଣ ବେଳେ ଚଢ଼ାଉ । ବିଶେଷ ସୂତ୍ରରୁ ଖବର ପାଇ ରେଡ୍ କଲା ବାରିପଦା ଟାଉନ୍ ଥାନା ପୋଲିସ । ଗୋଟିଏ ବଜ୍ରକାପ୍ତାକୁ ଉଦ୍ଧାର କରିବା ସହ ଜଣଙ୍କୁ ଗିରଫ କରିଛି । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗହିରାପାଳ ଅଞ୍ଚଳରୁ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଗିରଫ ଅଭିଯୁକ୍ତଙ୍କ…

କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ଦେହାନ୍ତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଜଣେ ସାମ୍ବାଦିକ ପ୍ରଦୀପ କିଶୋର ସାହୁଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ବୟସ ହୋଇଥିଲା। ସେ ଦୈନିକ ଖବରକାଗଜ 'ସମ୍ବାଦ'ର ବ୍ରହ୍ମପୁର ପ୍ରତିନିଧି ଭାବେ କାର୍ଯ୍ୟ କରୁଥିଲେ। ତେବେ ସେ ଦୀର୍ଘଦିନ ଧରି…

କାକଟପୁରରେ ଚାଲିଥିଲା ନକଲି କୋଭିଡ୍ ଟେଷ୍ଟ ସେଣ୍ଟର, ଜଣେ ଗିରଫ

ପୁରୀ: କରୋନା କାଳରେ ଲୋକଙ୍କ ଜୀବନ ସହ ଖେଳ । ଘରୋଇ ପାଥୋଲାବରେ ହେଉଥିଲା ନକଲି କରୋନା ଟେଷ୍ଟ ଓ ଚିକିତ୍ସା । ଖବର ପାଇ ଚଢ଼ାଉ କଲା ପୋଲିସ୍ ଓ ପ୍ରଶାସନିକ ଅଧିକାରୀ। ପୁରୀ ଜିଲ୍ଲା କାକଟପୁରରେ ଘରୋଇ ପାଥୋଲାବରେ ଚଢ଼ାଉ ପରେ ନକଲି କାରନାମା ପଦାକୁ ଆସିଛି । ନକଲି କୋରୋନା ଟେଷ୍ଟ ଓ ଚିକିତ୍ସା…

ପୁଣି ଆସୁଛି ପବଜି; ଏଥର ନୂଆ ନାଁରେ

ନୂଆଦିଲ୍ଲୀ: ଲୋକପ୍ରିୟ ଗେମ୍ ନିର୍ମାତା କ୍ରାଫ୍ଟନ୍ ଖୁବ୍ ଶୀଘ୍ର ବ୍ୟାଟଲଗ୍ରାଉଣ୍ଡସ୍ ମୋବାଇଲ୍ ଇଣ୍ଡିଆ ଲଞ୍ଚ କରିବାକୁ ଯାଉଛି। ଯାହାର ଟିଜର ଲଞ୍ଚ ହୋଇଛି। ପବଜୀ ମୋବାଇଲ୍ ତିଆରି କରୁଥିବା ଦକ୍ଷିଣ କୋରିଆ କମ୍ପାନୀ ଭାରତୀୟ ୟୁଜର୍ସଙ୍କ ପାଇଁ ଏହି ଖେଳର ପରିକଳ୍ପନା କରିଛି।…

ପରଲୋକରେ ବର୍ଷୀୟାନ ପାଲା ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡା

ଭୁବନେଶ୍ୱର: ପରଲୋକରେ ପାଲା ଜଗତର ଉଜ୍ଜ୍ୱଳ ନକ୍ଷତ୍ର ତଥା ଭାଗବତ ଭୂଷଣ ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡା । ଗତକାଲି ରାତିରେ ଭୁବନେଶ୍ୱର ଉପକଣ୍ଠ ଗଣ୍ଡରପୁର ସ୍ଥିତ ଝିଅ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ଗତ କିଛିଦିନ ଧରି ସେ ଅସୁସ୍ଥ ଥିଲେ ।…

ଖୁବଶୀଘ୍ର ଫେରିବେ ଭାରତରେ ଫସି ରହିଥିବା ଅଷ୍ଟ୍ରେଲୀୟ ନାଗରିକ

ମେଲବୋର୍ଣ୍ଣ: କରୋନା ସଂକ୍ରମିତ ଭାରତରେ ଫସି ରହିଥିବା ନିଜ ନାଗରିକ ମାନଙ୍କୁ ମେ ୧୫ ପରେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ ପାଇଁ ଅନୁମତି ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ ଶୁକ୍ରବାର ଦିନ କହିଛନ୍ତି। ପୂର୍ବରୁ ନାଗରିକ ମାନଙ୍କର ଅଷ୍ଟ୍ରେଲିଆ ଫେରିବା ଉପରେ ପ୍ରତିବନ୍ଧକ…