Latest Odisha News

BREAKING NEWS

ଚିତ୍ରକଳା ଜରିଆରେ ଶିଳ୍ପୀଙ୍କ ସଚେତନତା

ଭୁବନେଶ୍ୱର : ଆଜିର ଶିଶୁ ହେଉଛନ୍ତି କାଲିର ଭବିଷ୍ୟତ। ଆଉ ଭବିଷ୍ୟତ ଗଢିବା ପାଇଁ ଦରକାର ଶିକ୍ଷା। ତେବେ ଯୁଗ ଆଗକୁ ବଢିବା ସହିତ ଶିକ୍ଷାର ପ୍ରସାର ପ୍ରଚାର ବି ହେଉଛି। ହେଲେ ବହୁ ଶିଶୁଙ୍କ ଭବିଷ୍ୟତ କିନ୍ତୁ ରହିଯାଉଛି ଅନ୍ଧାରରେ । ଦିନକୁ ଦିନ ଶିଶୁ ଶ୍ରମିକ ପ୍ରଥା ବି ବଢି ଚାଲିଛି । ତେବେ…

ପୁରୀର ନାମ ପରିବର୍ତ୍ତନକୁ ସମର୍ଥନ ଜଣାଇ ଶିଳ୍ପୀ ସୁଦର୍ଶନ ନିର୍ମାଣ କଲେ ବାଲୁକା କଳା

ପୁରୀ: ପୁରୀର ନାମକରଣ ପରିବର୍ତ୍ତନକୁ ସମର୍ଥନ ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀର ନାମକୁ ଶ୍ରୀଜଗନ୍ନାଥ ପୁରୀଭାବେ ନାମିତ କରିବା ଦାବିକୁ ସମର୍ଥନ ଜଣାଇ ପୁରୀ ସ୍ୱର୍ଣ୍ଣାଭ ବେଳାଭୂମିରେ ସେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ବାଲୁକା କଳା…

ପଞ୍ଚୁକ ଓ ବଡଓଷା ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି

କଟକ : ଆସୁଛି କାର୍ତ୍ତିକ ମାସର ପଞ୍ଚୁକ । କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠରେ ପଞ୍ଚୁକ ପାଇଁ କଟକଣା ଲାଗୁ ହୋଇଛି। ଭିଡକୁ ଦୃଷ୍ଟିରେ ରଖି ଅଁଳା ନବମୀ ଓ ବଡଓଷାରେ ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି।ନଭେମ୍ବର ୧୨ ରୁ ୧୯ ତାରିଖ ଯାଏଁ ଧବଳେଶ୍ୱରରେ ୧୪୪ ଧାରା ଲାଗୁ…

୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ କୋହଲା ରହିବ ପାଗ

ଭୁବନେଶ୍ବର : ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ଅବପାତ । ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର ତାମିଲନାଡୁ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାର ପ୍ରଭାବରେ ଆଜିଠାରୁ ଦକ୍ଷିଣ ଆଭ୍ୟନ୍ତରୀଣ ତଥା ଉପକୂଳ ଓଡ଼ିଶାର କିଛି…

ୟୁଜର୍ସ ଫି ବା ଶୁଳ୍କ ଆଦାୟକୁ ବିରୋଧ କରି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ପୁରୀ: ୟୁଜର୍ସ ଫି ବା ଶୁଳ୍କ ଆଦାୟକୁ ବିରୋଧ କରି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତ ୧୦ତାରିଖରୁ ପୁରୀ ପୌରପାଳିକା ଅଳିଆ ଗାଡ଼ିକୁ ଅଳିଆ ଦେଉଥିବା ବ୍ୟକ୍ତି ଓ ଅନୁଷ୍ଠାନଠାରୁ ୟୁଜର୍ସ ଫି ବା ଶୁଳ୍କ ଆଦାୟ ଆରମ୍ଭ କରିଛନ୍ତି।…

ବିଜେପି ସହ କଂଗ୍ରେସ ହାତ ମିଶାଇ ଶସ୍ତା ରାଜନୀତି କରୁଛି : ବିଜେଡି

ଭୁବନେଶ୍ୱର : ବିଜେଡି ପୁଣି କଂଗ୍ରେସ ଓ ବିଜେପି ଉପରେ ବର୍ଷିଛି । ମମିତା ମେହେର ହତ୍ୟା ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଆସନ୍ତାକାଲି କଂଗ୍ରେସ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି । ସକାଳ ୬ ଟାରୁ ଦିନ ୧୨ ଟା ଯାଏଁ ବନ୍ଦ ପାଳନ କରିବ କଂଗ୍ରେସ । ଏହାକୁ ନେଇ…

ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ବିଶ୍ରାମ ମାଗିଲେ ରୋହିତ, ଅଧିନାୟକ ହେବେ ରାହାନେ !

ନୂଆଦିଲ୍ଲୀ: ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ସିନିୟର ଖେଳାଳି ରୋହିତ ଶର୍ମା ବିଶ୍ରାମ ନେବା ପାଇଁ ବିସିସିଆଇକୁ ଅନୁରୋଧ କରିଛନ୍ତି । ୧୭ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଟି୨୦ ସିରିଜରେ ରୋହିତ ଅଧିନାୟକ ଦାୟିତ୍ୱ ତୁଲାଇବେ । ବିରାଟ କୋହଲି ପ୍ରଥମ ଟେଷ୍ଟରୁ ଓହରିଯିବା…

ନୱାବଙ୍କ ବିରୋଧରେ ମାନହାନି ମୋକଦ୍ଦମା କଲେ ଫଡନାଭିସଙ୍କ ପତ୍ନୀ

ମୁମ୍ବାଇ: ଏନସିପି ନେତା ନୱାବ ମଲିକଙ୍କ ଅସୁବିଧା ବଢ଼ିବାରେ ଲାଗିଛି । ଇଡି ଚଢ଼ାଉ ପରେ ଏବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଆଇନର ଆଶ୍ରୟ ନେଇଛନ୍ତି । ସେ ନୱାବଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରିଛନ୍ତି । ତାଙ୍କ ବୟାନ ଆମ ପରିବାରର…

[ଭିଡ଼ିଓ]ଓଡ଼ିଶା ବନ୍ଦ ଡ଼ାକରାକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଭୁବନେଶ୍ୱର: ମମିତା ମାମଲାରେ କାଲି କଂଗ୍ରେସ ପକ୍ଷରୁ ବନ୍ଦ ଡାକରାରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଲେ ଓଡ଼ିଶା ହାଇକୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ଦ କରିପାରିବନି ବୋଲି କୋର୍ଟ କହିଛନ୍ତି । ବନ୍ଦ କରିପାରିବେନି, ଚାହିଁଲେ ହରତାଳ କରିପାରିବେ ବୋଲି ହାଇକୋର୍ଟ…

ତାମିଲନାଡ଼ୁ ବନ୍ୟା ବିତ୍ପାତ: ୧୪ଜଣଙ୍କ ମୃତ୍ୟୁ, ସନ୍ଧ୍ୟା ୬ଟା ଯାଏଁ ବିମାନ ଅବତରଣ ବନ୍ଦ

ଚେନ୍ନାଇ: ଚେନ୍ନାଇରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବିମାନ ବନ୍ଦର କର୍ତ୍ତୃପକ୍ଷ ଅପରାହ୍ନ ୧ଟା ୧୫ରୁ ୬ଟା ପର୍ଯ୍ୟନ୍ତ ଚେନ୍ନାଇ ବିମାନବନ୍ଦରରେ ବିମାନ ଅବତରଣକୁ ସ୍ଥଗିତ ରଖିଛି। ବିମାନବନ୍ଦର ଅଧିକାରୀମାନେ କହିଛନ୍ତି ଯେ, ବିମାନ ଅବତରଣ ବନ୍ଦ ଥିଲେ ମଧ୍ୟ ଉଡ଼ାଣ ପୂର୍ବପରି ଜାରି ରହିବ। ପ୍ରବଳ…