Latest Odisha News

ଟ୍ରେନରେ ପଶ୍ଚିମବଙ୍ଗ ଗଲେ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ଭୁବନେଶ୍ବର: କରୋନାର ବ୍ୟାପକ ସଂକ୍ରମଣ ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟରୁ ଯାଉଥିବା ଯାତ୍ରୀମାନଙ୍କ RTPCR ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି। ଏହାକୁ ନେଇ ଏବେ ଭୁବନେଶ୍ବର ରେଳ ଷ୍ଟେସନରେ ପ୍ରବଳ କଟକଣା…

କରୋନାରେ CRPF ଡିଆଇଜି ସୁନୀଲ କୁମାର ପାର୍ଥଙ୍କ ଦେହାନ୍ତ

ଭୁବନେଶ୍ୱର: ସିଆରପିଏଫ୍ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ ଦେହାନ୍ତ ହୋଇଛି । କରୋନାରେ ଚିକିତ୍ସାଧୀନ ଅବସ୍ଥାରେ ଏକ ହସ୍ପିଟାଲରେ ତାଙ୍କର ଆଜି ମୃତ୍ୟୁ ହୋଇଛି । ଭୁବନେଶ୍ୱର ସିଆରପିଏଫରେ ଏହା ପ୍ରଥମ କରୋନା ମୃତ୍ୟୁ ବୋଲି ଜଣାପଡ଼ିଛି । ୫୪ ବର୍ଷିଅ ସୁନୀଲ ପାର୍ଥ କରୋନାର ପ୍ରଥମ ପ୍ରବାହ…

କରୋନା ରେଡ୍‌ ଜୋନ୍‌ରେ ରାଜ୍ୟର ଏହି ୨୪ ଜିଲ୍ଲା

ଭୁବନେଶ୍ୱର: କରୋନା ମାମଲା ଓଡିଶାରେ ତୀବ୍ର ବୃଦ୍ଧି ଘଟିଥିବା ବେଳେ ୧୦୦୦ ରୁ ଅଧିକ ସକ୍ରିୟ ମାମଲା ଥିବା ୩୦ ଟି ଜିଲ୍ଲା ମଧ୍ୟରୁ ୨୪ଟିକୁ ରେଡ୍ ଜୋନର ଟ୍ୟାଗ୍‌ ଦିଆଯାଇଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଅନୁଯାୟୀ, ଗୁରୁବାର ଦିନ ଓଡିଶାରେ ସକ୍ରିୟ ମାମଲା ୮୧,୫୮୫ କୁ ବୃଦ୍ଧି…

ଅତ୍ୟାବଶ୍ୟକୀୟ ସାମଗ୍ରୀ ତାଲିକାରେ ମଦ, ଲକଡାଉନରେ ବି ଏହି ରାଜ୍ୟରେ ଖୋଲା ରହିବ ମଦ ଦୋକାନ

ଚଣ୍ଡିଗଡ଼: କରୋନା ସଂକ୍ରମଣ ମାମଲା ବଢ଼ି ଚାଲିଥିବା ବେଳେ ଆଉ ଏକ ବିବାଦୀୟ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ସରକାର । ନିଷ୍ପତ୍ତି ଯଦିଓ ବିବାଦୀୟ ତଥାପି ଏଭଳି ପଦକ୍ଷେପ ଅନେକଙ୍କୁ ଆଶ୍ୱସ୍ତି ଦେଇଛି । ସରକାର ଏଥିରୁ ରାଜସ୍ୱ ମାଧ୍ୟମରେ ଆଶ୍ୱସ୍ତି ପାଇଥିବା ବେଳେ ଲୋକ ମଦରେ ସଉକ ଥିବା ଲୋକଙ୍କ…

କରୋନାରେ ଚାଲିଗଲା ଆଉ ଜଣେ କଳାକାରଙ୍କ ଜୀବନ

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣ ଯୋଗୁ ଅନେକ ସେଲିବ୍ରିଟିଙ୍କ ମୃତ୍ୟୁ ହୋଇସାରିଲାଣି। ଏହାମଧ୍ୟରେ କରୋନାରେ ବଲିଉଡ୍‌ ତଥା ମରାଠୀ ଅଭିନେତ୍ରୀ ଅଭିଳାଶା ପାଟିଲଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଅଭିଳାଶାଙ୍କୁ ମୃତ୍ୟୁ ବେଳକୁ ୪୦ ବର୍ଷ ହୋଇଥିଲା। ଅଭିଳାଶା ବିଭିନ୍ନ ମରାଠୀ ଏବଂ…

ଆଗାମୀ ୬ରୁ ୭ ମାସ ମଧ୍ୟରେ ଆସିପାରେ କରୋନାର ତୃତୀୟ ପ୍ରବାହ

ନୂଆଦିଲ୍ଲୀ: ଦେଶ କରୋନାର ଦ୍ୱିତୀୟ ପ୍ରବାହ ସହ ଲଢ଼ୁଛି । ଅନ୍ୟପଟେ କରୋନାର ତୃତୀୟ ପ୍ରବାହ ଆସିବା ନେଇ ବିଶେଷଜ୍ଞ ଚେତାବନୀ ଦେଲେଣି । କରୋନର ତୃତୀୟ ପ୍ରବାହ ଆସିବ, ଏହାକୁ ସମସ୍ତ ବିଶେଷଜ୍ଞ ମାନୁଛନ୍ତି । ତେବେ କରୋନାର ତୃତୀୟ ପ୍ରବାହ କେବେ ଆସିବ ସେନେଇ କିଛି କୁହାଯାଉ ନାହିଁ ।…

କୋଭିଡ୍‌ ନିୟମ ଉଲ୍ଲଂଘନ; ମାଲିକ ସହ କୁକୁର ବି ଗିରଫ

ଇନ୍ଦୋର: ଭାରତରେ କୋଭିଡ୍ ମାମଲା ବଢୁଥିବାବେଳେ ବିଭିନ୍ନ ସ୍ଥାନରେ କର୍ତ୍ତୃପକ୍ଷ କଠୋର ନିୟମ ପାଇଁ ଚାପ ପକାଉଛନ୍ତି। କୋଭିଡ୍‌ ନିୟମ ଉଲ୍ଲଂଘନ ନହେବା ପାଇଁ ପୋଲିସ ସବୁଆଡେ କଡା ସଜାଗ ରହିଛି। କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ଇନ୍ଦୋର ପୋଲିସ ଜଣେ ମାଲିକଙ୍କ ସହ ଗୋଟିଏ କୁକୁରକୁ ଗିରଫ…

ଆଶାରାମ ବାପୁଙ୍କୁ କରୋନା, ଯୋଧପୁର ହସ୍ପିଟାଲ ଆଇସିୟୁରେ ଭର୍ତ୍ତି

ଯୋଧପୁର: ଜେଲରେ ଥିବା ଆତ୍ମଘୋଷିତ ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁଙ୍କୁ କରୋନା । ସେ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ବିଗିଡ଼ିଥିଲା ତାଙ୍କର ସ୍ୱାସ୍ଥ୍ୟାବସ୍ଥା । ତାଙ୍କୁ ଯୋଧପୁର ଏମଡିଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି । ତାଙ୍କ ସହ ଜେଲର…

ଲଗାତାର ତୃତୀୟ ଦିନ ବୃଦ୍ଧି ପାଇଲା ତୈଳଦର, ରାଜ୍ୟର ୮ ଜିଲ୍ଲାରେ ୯୪ ଉପରେ ପେଟ୍ରୋଲ

ଭୁବନେଶ୍ୱର: ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶରେ ବିଧାନସଭା ନିର୍ବାଚନ ସରିବା କ୍ଷଣି ଲୋକଙ୍କ ଉପରେ ମହଙ୍ଗା ମାଡ଼ ଆରମ୍ଭ ହୋଇ ଯାଇଛି । ପେଟ୍ରୋଲ ଓ ଡିଜେଲର ଦାମ ଲଗାତାର ତୃତୀୟ ଦିନ ବୃଦ୍ଧି ପାଇଛି । ଆଜି ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୨୫ ପଇସା ଏବଂ ଡିଜେଲ ଦର ୩୦…

ଆଜି ୯ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଟିକା ଅଭାବ ଜାରି ରହିଛି । ପ୍ରତିଦିନ କିଛି କିଛି ଜିଲ୍ଲାରେ ଟିକାକରଣ ବନ୍ଦ ରହୁଛି । ଆଜି ଓଡ଼ିଶାରେ ୯ଟି ଜିଲ୍ଲାରେ ବନ୍ଦ ରହିଛି ଟିକାକରଣ । ଏହି ଜିଲ୍ଲାଗୁଡ଼ିକ ହେଲା ବଲାଙ୍ଗୀର, ବୌଦ୍ଧ, ବରଗଡ, ଗଜପତି, ଝାରସୁଗୁଡା, କେନ୍ଦୁଝର, କୋରାପୁଟ, ନବରଙ୍ଗପୁର, ସୁବର୍ଣ୍ଣପୁର ।…