୬ଷ୍ଠ ପର୍ଯ୍ୟାୟରେ ପୁରୀରେ ପହଞ୍ଚିଲା ରଥ କାଠ
ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ଷଷ୍ଠ ପର୍ଯ୍ୟାୟରେ ରଥକାଠ ପହଁଚିଛି।
ସୂଚନା ଅନୁଯାୟୀ ବୌଦ୍ଧ ବନଖଣ୍ଡ ମାଧପୁର ବନାଞ୍ଚଳ ଆଡେଣୀଗଡ଼ ସେକ୍ସନରୁ ଆସିଛି ୧୦୦ଖଣ୍ଡ କାଠ। ଏଥିସହିତ ୪୦ ଫୁଟିଆ ୬୧ଖଣ୍ଡ ଧଉରା ଓ ୩୯ଖଣ୍ଡ ଅସନ କାଠ ଆସିଛି।
ସେହିପରି ବୌଦ୍ଧ ଏବଂ ନୟାଗଡ…