ଶ୍ମଶାନରେ ପରିବାର ଲୋକ ମୁଖାଗ୍ନି ଦେବା ବେଳେ ହଠାତ୍ ଉଠିପଡିଲେ ମୃତବ୍ୟକ୍ତି
ଦିଲ୍ଲୀ : ଶ୍ମଶାନରେ ଚାଲିଥିଲା ଅନ୍ତିମ ସଂସ୍କାର । ହଠାତ୍ ଉଠିପଡିଲା ଶବ । ରାଜଧାନୀ ଦିଲ୍ଲୀରେ ଏପରି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀର ନରେଲା ଅଞ୍ଚଳରେ ୬୨ ବର୍ଷୀୟ ବୃଦ୍ଧା ସତୀଶ ଭରଦ୍ୱାଜଙ୍କ ରବିବାର ସକାଳୁ ମୃତ୍ୟୁ ହୋଇଯାଇଥିଲା ।
ପରିବାର ଲୋକ ଅନ୍ତିମ ସଂସ୍କାର ପାଇଁ…