Latest Odisha News

ମେଡ଼ିକାଲରେ ଡ଼ାକ୍ତରଙ୍କ ଆତଙ୍କରାଜ୍, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ

ପୁରୀ: ଗାଡ଼ି ପାର୍କିଂକୁ ନେଇ ସିକ୍ୟୁରିଟି ଗାର୍ଡ଼ ଓ ପୋଲିସ କର୍ମଚାରୀଙ୍କୁ ଲୁହା ରଡ଼ରେ ପିଟିଲେ ଡ଼ାକ୍ତର। ଏହିପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ। ମଦ୍ୟପାନ କରି ଡ଼ାକ୍ତର ଜଣକ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଏନେଇ ଡ଼ାକ୍ତରଖାନା ପରିସରରେ କିଛି ସମୟ…

ଆସୁଛି ଓଲିଉଡ ଫିଲ୍ମ “ଧରମା ରେ” ବିଶୁ ମହାରଣା ଅବତାରରେ ସମ୍ବିତ ଆଚାର୍ଯ୍ୟ

ଭୁବନେଶ୍ୱର: ଆଧୁନିକତାର ଛାପ ଓ ନକଲ ଛାଡି ଓଡିଶାର ଐତିହ୍ୟ ଓ ପରମ୍ପରା ଉପରେ ମନୋନିବେଶ କରିଛି ଓଲିଉଡ ଜଗତ । ଆଗାମୀ ଦିନରେ ଖୁବଶୀଘ୍ର ଓଡିଶାର ପୁରାତନ କୋଣାର୍କ ମନ୍ଦିର ଉପରେ ଆଧାରିତ ଏକ ଐତିହାସିକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଫିଲ୍ମର ଟାଇଟଲ ରହିଛି “ଧରମା ରେ” । ଏଥିରେ ଧରମା…

ଜେଲ୍‌ରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ଶିଳ୍ପାଙ୍କ ସହ ନଜର ଆସିଲେ ରାଜ୍‌

ମୁମ୍ବାଇ: ଅଶ୍ଳୀଳ ଭିଡିଓ ମାମଲାରେ ବ୍ୟବସାୟୀ ତଥା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଜେଲରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ନଜର ଆସିଛନ୍ତି। ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆଠୁ ନିଜକୁ ଦୂରେଇ ରଖିଥିଲେ। ରାଜ ଜେଲରୁ ମୁକୁଳିବା…

ଚୀନରେ ଛୋଟ ପିଲାଙ୍କୁ ଦିଆଯାଉଛି କୁକୁଡା ରକ୍ତ !

ବେଜିଂ: ଚୀନରେ ଏବେ ଏଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯେ, ସାରା ବିଶ୍ୱ ଚକିତ ହୋଇପଡିଛି । ଏଠାରେ ଛୋଟ ପିଲାମାନଙ୍କୁ କୁକୁଡା ରକ୍ତ ଇଂଜେକସନ ମାଧ୍ୟମରେ ଦିଆଯାଉଛି । ଏହା ଦ୍ୱାରା ସ୍ୱାସ୍ଥ୍ୟଜନିତ ସମସ୍ୟା ଦୂର ହେବ ଏବଂ ପିଲାମାନେ ସ୍ମାର୍ଟ ଏବଂ ଫିଟ ରହିବେ ବୋଲି ଚୀନ ଡାକ୍ତର ଯୁକ୍ତି…

କରୋନା ଟିକା ନେଇ ରାତାରାତି କୋଟିପତି ପାଲଟିଲେ ମହିଳା

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀକୁ ଏଡାଇବା ପାଇଁ ସମଗ୍ର ବିଶ୍ୱରେ କୋଭିଡ ଟିକାକରଣ ଦ୍ରୁତ ଗତିରେ ଚାଲିଛି। ଯାହା କରୋନାକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଏହାର କାରଣ ହେଉଛି ପ୍ରାୟ ସମସ୍ତ ଦେଶ ନିଜ ନାଗରିକଙ୍କୁ ସଚେତନ କରାଇବା ଏବଂ କରୋନା ଟିକା ପାଇବାକୁ ଉତ୍ସାହିତ…

ଚର୍ଚ୍ଚାରେ ‘ଜଲ୍‌ସା’ରେ ଲାଗିଥିବା ୪ କୋଟିର ପେଣ୍ଟିଙ୍ଗ୍‌

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ପରିବାର ସଦସ୍ୟଙ୍କ ଦିୱାଲୀ ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଖାସ୍‌ ପେଣ୍ଟିଙ୍ଗ୍‌ ଦେଖିବାକୁ ମିଳିଛି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିରେ ଅମିତାଭ ବଚ୍ଚନ ତାଙ୍କ ପରିବାର ସଦସ୍ୟଙ୍କ ସହିତ ବସିଛନ୍ତି ଏବଂ ପଛରେ ଏକ…

ମହା ସରସ୍ଵତୀ ବେଶରେ ମା’ ଭଦ୍ରକାଳୀ

ଭଦ୍ରକ: ମହା ସରସ୍ଵତୀ ବେଶରେ ମା’ ଭଦ୍ରକାଳୀ । ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ଷଷ୍ଠ ଦିନ ପୂଜାରେ ମହା ସରସ୍ଵତୀ ବେଶରେ ଦର୍ଶନ ଦେଉଛନ୍ତି ମା’ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ମା’ ଭଦ୍ରକାଳୀଙ୍କ ପୀଠ । ସକାଳ ସମୟରେ ପହଡ଼ ଖୋଲିବା ପରେ ମା’ଙ୍କର ସକାଳ ରୀତିନୀତି ଅନୁଯାୟୀ…

ଥମୁନି ଅଶାନ୍ତି, ପୁଣି ୫ ଗିରଫ

ସାତପଡ଼ା : ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳର ନାଥପୁରରେ ବୋମାମାଡ଼ ମାମଲା । ଥମୁନି ଅଶାନ୍ତି ।  ସେପଟେ ୩୫ ମୌଜାର ଆଉ ୫ଜଣଙ୍କୁ ଗିରଫ କରିଛି ପୋଲିସ । ଏହାକୁ ମିଶାଇ ଗିରଫ ସଂଖ୍ୟା ୮କୁ ବୃଦ୍ଧି ପାଇଛି । ଏବେ ବି ଘଟଣାସ୍ଥଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୪ ପୋଲିସ ଅଫିସରଙ୍କ ସମେତ ୨…

ପୁସ୍ତକ ପରିଚୟ : ଗଛ ଓ ଅନ୍ୟାନ୍ୟ ଗଳ୍ପ

ଗଛ ଓ ଅନ୍ୟାନ୍ୟ ଗଳ୍ପ ଗାଳ୍ପିକ : ରବି ପଣ୍ଡା ପ୍ରକାଶକ : ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ ବିନୋଦ ବିହାରୀ , କଟକ ମୂଲ୍ୟ : ୧୯୫ ଗଳ୍ପ ସଙ୍କଳନ କହିଲେ ଅନେକଗୁଡ଼ିଏ ଗଳ୍ପର ସମାହାରରେ ମୁଦ୍ରିତ ହୋଇଥିବା ପୁସ୍ତକ ବୋଲି ଆମ ମନ ଓ ମସ୍ତିଷ୍କରେ ଚିତ୍ରଟେ ଅଙ୍କିତ ହୁଏ  । କିନ୍ତୁ ଗାଳ୍ପିକ…

ମାଟି ତଳେ ସୁନାର ବାଇବେଲ୍

ଲଣ୍ଡନ: ମାଟି ତଳୁ ମିଳିଲା ସୁନାର ବାଇବେଲ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଜଣେ ନର୍ସ ମାଟି ତଳୁ ଏହି ସୁନେଲି ବାଇବେଲ ପାଇଛନ୍ତି । ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବାରେ କାମ କରୁଥିବା ନର୍ସ ଜଣଙ୍କୁ ଏପରି ବାଇବେଲ୍ ମିଳିଛି । ବଫଲେ ବେଲି ନାମକ ଜଣେ ନର୍ସ ୟୁକେ ଜାତୀୟ…