Latest Odisha News

ବାଂଲାଦେଶର ପ୍ରଥମ ହିନ୍ଦୁ ପ୍ରଧାନ ବିଚାରପତିଙ୍କୁ ୧୧ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ବାଂଲାଦେଶ କୋର୍ଟ ପୂର୍ବତନ ତଥା ପ୍ରଥମ ହିନ୍ଦୁ ପ୍ରଧାନ ବିଚାରପତି ସୁରେନ୍ଦ୍ର କୁମାର ସିହ୍ନାଙ୍କୁ ୧୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ସିହ୍ନା ଭାରତର ପ୍ରଥମ ପ୍ରଧାନ ବିଚାରପତି ହୋଇଥିଲେ। ଅର୍ଥ ହେରଫେର ମାମଲାରେ…

ଆଜି ରାଜ୍ୟରୁ ୩୮୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଗତ କାଲିଠାରୁ ଆଜି ରାଜ୍ୟରେ ସାମାନ୍ୟ ବଢିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୩୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୭୫ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୨୩ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା…

ଅଭିନେତା ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କ ବିବାହ ପ୍ରସ୍ତୁତି ଆଜିଠୁ ଆରମ୍ଭ!

ମୁମ୍ବାଇ: ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ପତ୍ରଲେଖାଙ୍କ ବିବାହ ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କେତେକ ରିପୋର୍ଟ ଅନୁଯାୟୀ, ଆଜି ଅର୍ଥାତ୍ ନଭେମ୍ବର ୧୦ ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ରାଜକୁମାର ଏବଂ ପତ୍ରଲେଖା ସେମାନଙ୍କ ବିବାହ କାର୍ଯ୍ୟରେ…

ଭାଇସ ଆଡ଼ମିରାଲ ଆର ହରି କୁମାର ହେବେ ନୌସେନା ମୁଖ୍ୟ

ଦିଲ୍ଲୀ: ଭାଇସ ଆଡ଼ମିରାଲ ଆର ହରି କୁମାରଙ୍କୁ ଦେଶର ପରବର୍ତ୍ତୀ ନୌସେନା ମୁଖ୍ୟଭାବେ ନିଯୁକ୍ତି କରାଯାଇଛି। ସେ ବର୍ତ୍ତମାନ ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ଫ୍ଲାଗ ଅଫିସର କମାଣ୍ଡିଂ ଇନ ଚିଫ୍ ଭାବେ କାର୍ଯ୍ୟ କରୁଛନ୍ତି। ଆସନ୍ତା ୩୦ରେ ନୂଆ କାର୍ଯ୍ୟର ଦାୟିତ୍ୱ ଗ୍ରହଣ କରିବେ। ପ୍ରତିରକ୍ଷା…

୯୬ ଦେଶରେ କୋଭାକ୍ସିନ ଏବଂ କୋଭିଶିଲ୍ଡ ମିଳିଛି ସ୍ୱୀକୃତି

ନୂଆଦିଲ୍ଲୀ: ଭାରତୀୟ କରୋନା ଟିକା ସମଗ୍ର ବିଶ୍ୱରେ  ମଙ୍ଗଳଏହାର ପ୍ରଭାବ ବିସ୍ତାର କରିଚାଲିଛି। ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ କହିଛନ୍ତି ଯେ ବିଶ୍ୱର ୯୬ ଟି ଦେଶ ଭାରତୀୟ ଟିକା କୋଭାକ୍ସିନ ଏବଂ କୋଭିଶିଲ୍ଡକୁ ସ୍ୱୀକୃତି ଦେଇଛନ୍ତି। ଏହା ବ୍ୟତୀତ ସେ ଏହା ମଧ୍ୟ କହିଛନ୍ତି ଯେ ଏହି…

ବିବାହ ବନ୍ଧନରେ ଆବଦ୍ଧ ହେଲେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ

ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ବର୍ମିଂହାମରେ ଏକ ଛୋଟ ସମାରୋହରେ ବିବାହ ବନ୍ଦନରେ ଆବଦ୍ଧ ହୋଇଛନ୍ତି। ସୋସିଆଲ ମିଡିଆରେ ବିବାହର ଫଟୋ ପୋଷ୍ଟ କରି ମଲାଲା ଏହି ସୂଚନା ଦେଇଛନ୍ତି। ଚିତ୍ର ପୋଷ୍ଟ କରି ମଲାଲା ଲେଖିଛନ୍ତି ଯେ ସେ ଘରେ ବିବାହ କରିଛନ୍ତି ଏବଂ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୯୩)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୯୩ ନୂଆ ବୋହୂର ଖୋଳପାରେ ପଶିଗଲି। କିଛି ଆଶା ଓ ଆଶଙ୍କା ସହିତ ନିଜକୁ ଏକାକାର କରୁଥିଲି। କହିବା ଅନୁସାରେ ସଜାଡିନେଲି ନିଜକୁ। ନୂଆ ଜୀବନ ...ଅନଭିଜ୍ଞ ଜୀବନ । ଡକ୍ଟର ଆଣ୍ଟି ଓ ମୁଁ ବାହାରିଲୁ। ଏଇଆ କଣ ଚାହିଁଥିଲା ଜବା ?…

କବିତା : ପ୍ରେମୀ ପକ୍ଷୀ

ତେଜସ୍ୱିନୀ ପଣ୍ଡା  ଚାଲ୍ ଉଡ଼ିଯିବା ଏକ ସୁଦୂର ପ୍ରସାରୀ ପ୍ରେମୀ ସହରକୁ, ଯେଉଁଠି ନଥିବ ଯାତନା, ପ୍ରତାରଣା ଓ ନିଷ୍ଠୁର ଘାତକତା । ଆକାଶଉଚ୍ଚା ଗଛ ଦେଖି ବସା ବାନ୍ଧି ଆରମ୍ଭ କରିବା ଆମ ଜୀବନ, ସେଇଠି କେବଳ ତୁ ଥିବୁ ଆଉ ମୁଁ କରୁଥିବି ତୋ ପ୍ରତି ଅଭିମାନ । ମୁଁ ନିଶ୍ଚୟ…

ବ୍ୟଙ୍ଗ : ସଭା ବିସମ୍ବାଦ

ଏଇ ସଦ୍ୟ ଏକ ସାହିତ୍ୟ ସଭାରୁ ଫେରିଲି । କରୋନା ଯୋଗୁଁ ଦୁଇବର୍ଷ ହେଲା ସଭା ସମିତିରୁ ଦୂରରେ ରହି ମୁଁ କି ପ୍ରକାରର ମାନସିକ ଯନ୍ତ୍ରଣା ଭୋଗିଛି ତାହା କେବଳ ମୋତେ ଜଣା । ସଭା ଶେଷରେ ଉଦ୍ୟୋକ୍ତା ମହୋଦୟ କହିଲେ ଆପଣ ବହୁ ମୂଲ୍ୟ ସମୟ ଦେଇ ଏଠାକୁ ଆସିଲେ ସେଥିପାଇଁ ଧନ୍ୟବାଦ । ମୁଁ କହିଲି…

ଆଦିବାସୀଙ୍କ ସେବାରେ ସମର୍ପିତା ପଦ୍ମଶ୍ରୀ ଶାନ୍ତି ଦେବୀ

ଗୁଣପୁର: ଆଦିବାସୀଙ୍କ ସେବାରେ ସମର୍ପିତା ଶାନ୍ତି ଦେବୀଙ୍କୁ ପଦ୍ମଶ୍ରୀ ସମ୍ମାନ । ବିଶିଷ୍ଟ ସମାଜସେବୀ, ଗାନ୍ଧୀବାଦୀ ନେତ୍ରୀ, ସେବା ସମାଜର ପ୍ରତିଷ୍ଠାତା ଶାନ୍ତି ଦେବୀ । ଦୀର୍ଘ ୭ ଦଶନ୍ଧି ଧରି ଅବିଭକ୍ତ କୋରାପୁଟରେ ସମାଜସେବା, ଭୂଦାନ ଓ ସତ୍ୟାଗ୍ରହ ଆନ୍ଦୋଳନ କ୍ଷେତ୍ରରେ ଶାନ୍ତି…