Latest Odisha News

BREAKING NEWS

କରୋନା ହେବାରୁ ବୃଦ୍ଧଙ୍କୁ ପଚାରିଲାନି ପରିବାର, ଅସହାୟ ହୋଇ ହାରିଦେଲେ ଜୀବନ

ଅନୁଗୁଳ: ମହାମାରୀ କରୋନା କେତେ ଦୁଃଖଦ କାହାଣୀ ଲେଖୁଛି । କେଉଁଠି ବୁଢ଼ା ବାପା ଆଗରେ କରୋନା ରୋଜଗାରିଆ ପୁଅକୁ ଛଡ଼ାଇ ନେଉଛି ତ ଆଉ କେଉଁଠି ମୃତ୍ୟୁ ପରେ ଶବକୁ ମିଳୁନି ସମ୍ମାନ । ଭୂତାଣୁ ଭୟରେ ଏମିତି ଘଟଣା ନିଇତି ଦେଖିବାକୁ ମିଳୁଛି । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ…

କୋଭିଡ୍‌ ନିୟମ ଉଲ୍ଲଂଘନ‌; ରାଜଧାନୀର ଆଉ ଏକ ଘରୋଇ ବିଦ୍ୟାଳୟ ସିଲ୍‌

ଭୁବନେଶ୍ୱର: କୋଭିଡ୍‌ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ବିଏମସିର କାର୍ଯ୍ୟନିର୍ବାହୀ ଦଳ ମଙ୍ଗଳବାର ସହରର ବଡଗଡ ଅଞ୍ଚଳର ଓମ୍‌ ଗୁରୁକୁଲ ପବ୍ଲିକ ସ୍କୁଲକୁ ସିଲ କରିଛନ୍ତି। ସୂଚନା ପରେ, କାର୍ଯ୍ୟନିର୍ବାହୀ ଦଳ ବିଦ୍ୟାଳୟ ଉପରେ ଚଢାଉ କରି ୩୦ ଜଣ ଛାତ୍ରଙ୍କୁ ଗୋଟିଏ କୋଠରୀ ଭିତରେ ପଢୁଥିବା…

ଆଇପିଏଲ ବାତିଲ ହେଲେ ବିସିସିଆଇର କ୍ଷତି ହେବ ୨୦୦୦ କୋଟି

ମୁମ୍ବାଇ: ଆଇପିଏଲରେ ଖେଳାଳି ଏବଂ ଷ୍ଟାଫ କରୋନା ସଂକ୍ରମିତ ହେବା ଯୋଗୁ ଏହାକୁ ବନ୍ଦ କରିବା ନେଇ ବିଭନ୍ନ ମହଲରୁ ଦାବୀ ଆରମ୍ଭ ହୋଇଛି । ଯଦି ଏହା ବାତିଲ ହେଇଯାଏ ତାହାହେଲେ ବିସିସିଆଇର ଆନୁମାନିକ ୨୦୦୦ କୋଟି ଟଙ୍କା କ୍ଷତି ହେବ । ଏହା ବ୍ୟତୀତ ଟି୨୦ ବିଶ୍ୱକପ ଆୟୋଜନ ନେଇ ମଧ୍ୟ ସନ୍ଦେହ…

ସସ୍‌ପେଣ୍ଡ ହେଲା କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ

ମୁମ୍ବାଇ: ମାଇକ୍ରୋ ବ୍ଲଗିଂ ସାଇଟର ନିୟମ ବିରୁଦ୍ଧରେ କିଛି ଟେକ୍ସଟ ପୋଷ୍ଟ କରିବା ପରେ କଙ୍ଗନା ରାନାୱତଙ୍କ ଟ୍ୱିଟର ଆକାଉଣ୍ଟକୁ ସ୍ଥାୟୀ ଭାବେ ସସ୍‌ପେଣ୍ଡ୍‌ କରାଯାଇଛି। ନିକଟରେ କଙ୍ଗନା ଟୁଇଟ୍ କରି ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଘଟିଥିବା ହିଂସା ଉପରେ ମନ୍ତବ୍ୟ…

ମାଲକାନଗାରି ବିଷାକ୍ତ ଲସି ମାମଲାରେ ନୂଆ ମୋଡ !

ମାଲକାନଗିରି: ପଡିଆ ବ୍ଲକ ଅନ୍ତର୍ଗତ କୁର୍ତ୍ତି ସାପ୍ତାହିକ ହାଟର ବିଷାକ୍ତ ଲସି ମାମଲା । ଶୋଷ ମେଣ୍ଟାଇବାକୁ ଯାଇ ଲସି ପିଇଥିଲେ ଶତାଧିକ ଗ୍ରାମବାସୀ । ଏହି ମାମଲାରେ ଗତକାଲି ଜଣେ ନାବାଳିକାର ମୃତ୍ୟୁ ହୋଇଛି । ସିମିଳିବାଂଚାରେ ରହୁଥିବା ନାବାଳିକା ଜଣକ ଚିକିତ୍ସାଧୀନ ଅବସ୍ଥାରେ ଗୋଷ୍ଠୀ…

କୋଭିଡ୍‌ ଯୋଦ୍ଧାଙ୍କ ପାଇଁ ସହାୟତାର ହାତ ବଢାଇଲେ ସେଫ୍‌ ସଞ୍ଜୀବ କପୁର

ମୁମ୍ବାଇ: ଲୋକପ୍ରିୟ ସେଫ୍‌ ସଞ୍ଜୀବ କପୁର ମଧ୍ୟ କୋଭିଡ୍‌ ଯୋଦ୍ଧାମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଏ ନେଇ ସେ ସୋସିଆଲ୍‌ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି। “ଆମେ ଖୁବ ଶୀଘ୍ର ଅହମ୍ମଦାବାଦକୁ ବିସ୍ତାର କରିବୁ ବୋଲି ସେ କହିଛନ୍ତି। ଆମକୁ ସୁରକ୍ଷିତ ରଖିବା ପାଇଁ…

ମେ’ ୧୫ ଯାଏ ବିହାରରେ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କଲେ ନୀତିଶ

ପାଟଣା: ବିହାରରେ କରୋନାର ବୃଦ୍ଧି ପାଉଥିବା ମାମଲାକୁ ଦେଖି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଲକଡାଉନ୍ ଘୋଷଣା କରିଛନ୍ତି । ମେ’ ୧୫ ଯାଏ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରାଯାଇଛି । ନୀତିଶ ଟ୍ୱିଟ୍ କରି ଲେଖିଛନ୍ତି, ‘ସହଯୋଗୀ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ବିହାରରେ ୧୫ ମେ…

ସ୍କୁଲ ମିଶ୍ରଣ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ, ବନ୍ଦ ହେବନି ୨୦ରୁ କମ୍ ପିଲା ଥିବା ବିଦ୍ୟାଳୟ

କଟକ: ରାଜ୍ୟରେ ବନ୍ଦ ହେବନି ୨୦ରୁ କମ୍ ପିଲା ପଢ଼ୁଥିବା ବିଦ୍ୟାଳୟ । ବିଦ୍ୟାଳୟ ବନ୍ଦ ନେଇ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତି ହାଇକୋର୍ଟ ରଦ୍ଦ କରି ଦେଇଛନ୍ତି । ୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ନିକଟସ୍ଥ ବିଦ୍ୟାଳୟରେ ମିଶାଇ ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି…

ତାମିଲନାଡୁରେ ସାମ୍ବାଦିକଙ୍କୁ ମିଳିଲା କରୋନା ସମ୍ମୁଖ ଯୋଦ୍ଧାର ମାନ୍ୟତା

ଚେନ୍ନାଇ: ତାମିଲନାଡୁର ମନୋନୀତ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଙ୍ଗଳବାର ଦିନ ସାମ୍ବାଦିକଙ୍କୁ କରୋନା ସମ୍ମୁଖ ଯୋଦ୍ଧା ଭାବରେ ଘୋଷଣା କରିଛନ୍ତି। ସାମ୍ବାଦିକମାନେ ବର୍ତ୍ତମାନ କରୋନାଭାଇରସ୍ ପ୍ରତି ପ୍ରାଥମିକ ଟିକାକରଣ ସମେତ ସମସ୍ତ ସୁବିଧା ପାଇବାକୁ ଯୋଗ୍ୟ ହେବେ ବୋଲି ସେ କହିଛନ୍ତି।…

ସଂକ୍ରମଣ ରୋକିବାକୁ ଟେଷ୍ଟିଂ ଉପରେ ସରକାରଙ୍କ ଗୁରୁତ୍ୱ, ଶୁଣୁନାହାଁନ୍ତି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ

ଖୋର୍ଦ୍ଧା: ରାଜ୍ୟରେ ସବୁଠୁ ଅଧିକ ଦୈନିକ ସଂକ୍ରମଣ ମାମଲା ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହେଉଛି । କେଉଁଦିନ ୧୨ଶହ ତ ଆଉ କେଉଁଦିନ ୧୧ ଶହ । ହଜାରେ ତଳକୁ ଦୈନିକ ସଂକ୍ରମଣ ମାମଲା ଖସୁନି । ଲକ୍ଷଣ ଥିଲେ ତୁରନ୍ତ କୋଭିଡ୍ ଟେଷ୍ଟ କରାଇନେବାକୁ ସରକାର କହୁଛନ୍ତି । କିନ୍ତୁ, ଟେଷ୍ଟିଂ ଦାୟିତ୍ୱରେ…