Latest Odisha News

[ଭିଡିଓ] ମଡ୍ ବାଥ୍‌କୁ ନେଇ କ’ଣ କହିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର: ଚର୍ଚ୍ଚାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଖାସ ମାଟି ସ୍ନାନ ବା ମଡ୍ ବାଥ୍‌କୁ ନେଇ ସାଧାରଣ ଜନତାଙ୍କ ପାଖରେ ବାଣ୍ଟିଛନ୍ତି ନିଜ ଅନୁଭୂତି । ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିବା ସହ ସେ ମାଟି ସ୍ନାନର ଉପକାରିତା ବଖାଣିଛନ୍ତି । ବାଚସ୍ପତିଙ୍କ ଅନୁଯାୟୀ ବରଗଛ…

ଗଞ୍ଜାମରେ କାୟା ବିସ୍ତାର କଲାଣି ଡେଙ୍ଗୁ,୨୪୭ ପିଜିଟିଭ୍ ଚିହ୍ନଟ

ଗଞ୍ଜାମ : ଗଞ୍ଜାମରେ କାୟା ବିସ୍ତାର କଲାଣି ଡେଙ୍ଗୁ । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କରାଯାଇଥିଲେ ମଧ୍ୟ ଡେଙ୍ଗୁ ଥମିବାରେ ନାଁ ନେଉନି । ଗଞ୍ଜାମରେ ଏବେ ସୁଦ୍ଧା ୨୪୭ ଜଣ ଡେଙ୍ଗୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ସେଥିମଧ୍ୟରୁ ୧୯୪ ଜଣ ସ୍ଥାନୀୟ ହୋଇଥିବା ବେଳେ ୫୩…

ଫଡନଭିସଙ୍କ ଅଣ୍ଡରୱାର୍ଲ୍ଡ କନେକ୍ସନ ଟାର୍ଗେଟ ପରେ ମଲିକ କହିଲେ କାଲି ପଡିବ ହାଇଡ୍ରୋଜେନ ବୋମା

ମୁମ୍ବାଇ: ମହାରାଷ୍ଟ୍ରରେ ଏବେ ନେତମାନେ ନିଜ ନିଜ ଦୁର୍ବଳତା ପଦାରେ ପକାଇବା ଆରମ୍ଭ କରିଛନ୍ତି । ଡ୍ରଗ୍ସ କେସରେ ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନ ଗିରଫ ହେବା ପରେ ନୱାବ ମଲିକ ଏନସିବି ଅଧିକାରୀ ସମୀର ୱାଙ୍ଖେଡଙ୍କୁ ଟାର୍ଗେଟ କରିଥିଲେ । ଏହ ପରେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ…

କାଳିଆ ଯୋଜନା: ମିଳିଲା ପ୍ରଥମ କିସ୍ତି, ଦ୍ୱିତୀୟ କିସ୍ତିର ନାଁ ଗନ୍ଧ ନାହିଁ

ଯାଜପୁର: କାଳିଆ ଯୋଜନାରୁ ବଞ୍ଚିତ ହେଲେ ହିତାଧିକାରୀ। ସରକାରୀ ଯୋଜନାର ବାସ୍ତବ ବ୍ୟବସ୍ଥା କିପରି କାର୍ଯ୍ୟକାରୀ ହେଉଛି ତାହାର ଏହା ହେଉଛି ଜ୍ୱଳନ୍ତ ଉଦାହରଣ। ଚାଷୀଙ୍କୁ ମୃତ ଦର୍ଶାଇ କାଳିଆ ଯୋଜନା ତାଲିକାରୁ ନାଁ କାଟିଦିଆଯାଇଛି। ଏହିପରି ଦୃଶ୍ୟ ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ବରୀ…

ବନ ବିଭାଗ ପଞ୍ଝାରେ ବ୍ୟବସାୟୀ,୨ଟି ହାତୀ ଦାନ୍ତ ଜବତ

କେନ୍ଦୁଝର : କେନ୍ଦୁଝର ବନ ବିଭାଗକୁ ସଫଳତା। ହାତୀ ଦାନ୍ତ ବିକ୍ରି କରୁଥିବା ବେଳେ ବନ ବିଭାଗ ହାତରେ ଧରା ପଡ଼ିଲେ ୨ ଅଭିଯୁକ୍ତ। ସେମାନଙ୍କ ଠାରୁ ୨ ଟି ହାତୀ ଦାନ୍ତ ଜବତ କରିଛି ବନ ବିଭାଗ। ଗିରଫ ହୋଇଥିବା ଦୁଇ ଜଣ ଅଭିଯୁକ୍ତ ହେଉଛନ୍ତି କେନ୍ଦୁଝର ସଦର ଥାନା ଆମ୍ବଡ଼ହରା ଗ୍ରାମର ଡାକ୍ତର…

କୋଭିଡ଼କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବି ବନ୍ଦ ରହିବ ଐତିହାସିକ ବାଲିଯାତ୍ରା

କଟକ: ପୁଣି ଖାଲି ପଡ଼ିବ ବାଲିଯାତ୍ରା ପଡ଼ିଆ। ସନ୍ଧ୍ୟା ହେଲେ ଜମିବନି ଲୋକଙ୍କ ଭିଡ଼। ଚଳିତ ବର୍ଷ କଟକର ଐତିହାସିକ ବାଲିଯାତ୍ରା ହେବନାହିଁ। କୋଭିଡ଼କୁ ଦୃଷ୍ଟିରେ ରଖି ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି ଜିଲ୍ଲା ପ୍ରଶାସନ। ବାଲିଯାତ୍ରା ବନ୍ଦ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର…

ରିଲିଜ୍ ଅପେକ୍ଷାରେ ଓଲିଉଡ ଫିଲ୍ମ “କଟକ ୱେଡ୍ସ ସମ୍ବଲପୁର”

ଭୁବନେଶ୍ୱର: ଓଲିଉଡ ବକ୍ସ ଅଫିସ୍ ଫାଇଟରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ରୋମାଣ୍ଟିକ ମୁଭି କଟକ ୱେଡ୍ସ ସମ୍ବଲପୁର । ଏଥିରେ ଲିଡ୍ ପେୟାର ଭାବେ ନଜର ଆସିବେ ସମ୍ବିତ ଆଚାର୍ଯ୍ୟ ଓ ନବାଗତା ସୁସ୍ମିତା ପ୍ରଧାନ । ବାପି ଡେଭିଡଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବହୁ ଜଣାଶୁଣା କଳାକାରଙ୍କୁ…

ଝାରସୁଗୁଡାରେ କେନ୍ଦ୍ର ରେଳମନ୍ତ୍ରୀ : ଦୋକାନୀଙ୍କ ସହ କଥା ହେଲେ , ରେଳ ପ୍ରକଳ୍ପର ସମୀକ୍ଷା କଲେ

ଝାରସୁଗୁଡା : ଦୁଇ ଦିିନିଆ ଝାରସୁଗୁଡା ଗସ୍ତରେ ଆସିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ। ଆଜି ସକାଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଝାରସୁଗୁଡା ରେଳ ଷ୍ଟେସନ ବୁଲି ଦେଖିଛନ୍ତି । ଷ୍ଟେସନ ପରିସରରେ ଉଠା ଦୋକାନୀଙ୍କ ଠାରୁ ରେଳମନ୍ତ୍ରୀ ଚା ଓ ବିସ୍କୁଟ ଖାଇବା ସହ ଦୋକାନୀ ମାନଙ୍କ ସହ…

୧୧ ଓଡ଼ିଆଙ୍କୁ ପଦ୍ମ ସମ୍ମାନ

ଦିଲ୍ଲୀ: ଦେଶର କୃତି ସନ୍ତାନଙ୍କୁ ମିଳିଲା ପଦ୍ମ ସମ୍ମାନ। ୧୧ଜଣ ଓଡ଼ିଆଙ୍କୁ ମିଳିଛି ପଦ୍ମ ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୧୧ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରମନାଥ କୋବିନ୍ଦ । ୭ଜଣଙ୍କୁ ପଦ୍ମବିଭୂଷଣ, ୧୬ଜଣଙ୍କୁ ପଦ୍ମ ଭୂଷଣ ଓ…

୧୦ରେ ମୁକ୍ତିଲାଭ କରିବ ରବୀନାଙ୍କ ପ୍ରଥମ ୱେବ୍ ସିରିଜ୍

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ୍ ପ୍ରତମ ୱେବ୍ ସିରିଜ୍ 'ଅରଣ୍ୟକ'ରେ ଡିସେମ୍ବର ୧୦ରେ ମୁକ୍ତିଲାଭ କରିବ। ଏଥିରେ ରବୀନା ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି। ଏହି ୱେବ୍‌ ସିରିଜ ଜରିଆରେ ରବୀନା ପ୍ରଥମ ଥର ପାଇଁ ଓଟିଟିରେ ପାଦ ଦେଇଛନ୍ତି। ଏହା ନେଟଫ୍ଲିକ୍ସରେ…