Latest Odisha News

BREAKING NEWS

ଟିକା ଅଭାବ; ରାଜ୍ୟର ଏହି ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ମେ ୪ ରୁ ୬ ତାରିଖ ପର୍ଯ୍ୟନ୍ତ ରାଜଧାନୀର ୟୁନିଟ୍-୬ ବାଳିକା ଉଚ୍ଚ ବିଦ୍ୟାଳୟରେ ସାମ୍ବାଦିକମାନଙ୍କ ପାଇଁ ଟିକାକରଣ ଅଭିଯାନ ଅନୁଷ୍ଠିତ ହେବ। ଏହି ଟିକାକରଣ ଅଭିଯାନ ସକାଳ ୯.୩୦ ରେ ଆରମ୍ଭ ହେବ। ଅନ୍ୟପକ୍ଷରେ, ଅନ୍ୟ ସମସ୍ତ ଯୋଗ୍ୟ ବର୍ଗଙ୍କ ପାଇଁ ଟିକାକରଣ ବିଷୟରେ ସୂଚନା…

ମେ ୯ରେ ରିଲିଜ କରିବ ଜରିନ୍ ଖାନଙ୍କ ଅଭିନୀତ ‘ଫିଲ୍ମ ହମ୍ ଭୀ ଅକେଲେ, ତୁମ୍‌ ଭୀ ଅକେଲେ’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜରିନ୍ ଖାନ୍ ଏବଂ ଅଶୁଂମାନ ଝାଙ୍କ ଅଭିନୀତ ହମ୍ ଭୀ ଅକେଲେ, ତମ୍‌ ଭୀ ଅକେଲେ ଆସନ୍ତା ୯ ରେ ଡିସ୍ନି + ହଟଷ୍ଟାର୍ ଭିଆଇପିରେ ରିଲିଜ ହେବାକୁ ଯାଉଛି। OTT ପ୍ଲାଟଫର୍ମ ଗତକାଲି ଏହାର ଫିଲ୍ମର ଟ୍ରେଲର ରିଲିଜ୍ କରିଛି। ଫାଷ୍ଟ ରେ ଫିଲ୍ମସ୍ ଦ୍ୱାରା ପ୍ରସ୍ତୁତ…

ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୫୭ ହଜାରରୁ ଅଧିକ କରୋନା ସଂକ୍ରମିତ; ୩,୪୪୯ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ବେଗ କମିବାରେ ଲାଗିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଲକ୍‌ଡାଉନ୍‌ ମଧ୍ୟ ଲାଗୁ କରିସାରିଲେଣି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୫୭,୨୨୯ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ୩,୨୦,୨୮୯…

ଦିଲ୍ଲୀରେ ହେବାକୁ ଥିବା IPL ମ୍ୟାଚ୍ ନେଇ ଦ୍ୱନ୍ଦ୍ୱ ଜାରି, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସର ବୋଲିଂ କୋଚ୍ ଲକ୍ଷ୍ମୀପତି ବାଲାଜୀ କରୋନା ସଂକ୍ରମିତ ହେବା ପରେ ଭାରତୀୟ କ୍ରିକେଟ୍ ବୋର୍ଡ (BCCI) ଦିଲ୍ଲୀରେ ହେବାକୁ ଥିବା ଆଗାମୀ ଆଇପିଏଲ୍ ମ୍ୟାଚକୁ ଚିନ୍ତାରେ ପଡ଼ିଛି । ଏହା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସର ୨ ଜଣ ଖେଳାଳି କୋଭିଡ୍ ସଂକ୍ରମିତ…

କରୋନାର ବ୍ରାଜିଲ୍ ଭାରିଆଣ୍ଟ ବିରୋଧରେ ପ୍ରଭାବଶାଳୀ ‘କୋଭାକ୍ସିନ୍’

ହାଇଦ୍ରାବାଦ: ଦେଶୀ ଟିକା ‘କୋଭାକ୍ସିନ୍’ କରୋନାର ବ୍ରାଜିଲ୍ ଷ୍ଟ୍ରେନ୍ ଉପରେ ପ୍ରଭାବଶାଳୀ । କରୋନା ଟିକା ‘କୋଭାକ୍ସିନ୍’କୁ ନେଇ ହୋଇଥିବା ନୂଆ ଅଧ୍ୟୟନରୁ ଏହା ଜଣାପଡ଼ିଛି । ପୂର୍ବରୁ କୋଭାକ୍ସିନ୍ ୟୁକେ ଭାରିଆଣ୍ଟ, B.1.1.7 ଏବଂ ମହାରାଷ୍ଟ୍ରର ଡବଲ ମ୍ୟୁଟାଣ୍ଟ କୁହାଯାଉଥିବା B.1.617…

ମହାମାରୀ କରୋନା ନେଲା ଆଉ ୧୫ ଜୀବନ, ଖୋର୍ଦ୍ଧାରୁ ୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ଥମୁନି ସଂକ୍ରମଣ କି କମୁନି କରୋନା ମୃତ୍ୟୁ । ରାଜ୍ୟରେ କରୋନା ସଂକ୍ରମଣ ମାମଲା ଭଳି ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗୁନି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମହାମାରୀରେ ଖୋର୍ଦ୍ଧାରୁ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ରାୟଗଡ଼ାରୁ ୩,…

୨୭ ବର୍ଷ ପରେ ଅଲଗା ହେଲେ ବିଲ୍ ଗେଟ୍ସ ଓ ମେଲିଣ୍ଡା

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ବିବାହ ବିଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି । ବିବାହର ୨୭ ବର୍ଷ ପରେ ଛାଡ଼ପତ୍ର ଦେଇଛନ୍ତି ଉଭୟ । ଏନେଇ ବିଲ୍ ଗେଟ୍ସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ବିଲ୍ ଗେଟ୍ସ ଲେଖିଛନ୍ତି, ଅନେକ ଆଲୋଚନା ଓ…

ରାଜ୍ୟରୁ ଆଉ ୮ ହଜାର ୨୧୬ ପଜିଟିଭ୍, ୧୨ ଜିଲ୍ଲାରେ ୩ ଶହ ଉପରେ ଦୈନିକ ମାମଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା କମିବାର ନାଁ ନେଉନି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୮ ହଜାର ୨୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୭୧ଟି ମାମଲା ଚିହ୍ନଟ ହୋଇଛି । ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ୧୨ ଜିଲ୍ଲାରେ ଦୈନିକ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୪-୫-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ମଇ ତା ୪ରିଖ ମଙ୍ଗଳ ବାର ମେଷ ୨୧ ଦିନ ବୈଶାଖ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶ୍ରବଣା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର-: ସିଂହ ରାଶି ପୁରୁଷଙ୍କର ଆଜିର ନିଷେଧ ଖାଦ୍ୟ-:…

ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ୧୬୫ତମ କଥାମୃତ ଓ ଭଜନ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଅନଲାଇନ ମାଧ୍ୟମରେ ୧୬୫ତମ କଥାମୃତ ଓ ଭଜନ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ପ୍ରଭାତ କୁମାର ନନ୍ଦଙ୍କ ସ୍ୱାଗତ ଭାଷଣରେ ଆରମ୍ଭ ହୋଇଥିବା ଏହି ସଭାରେ ନାରାୟଣ ମହାପାତ୍ର, ଦାମୋଦର ସେନାପତି, ବାଳକୃଷ୍ଣ…