ଜାଣନ୍ତୁ, କେମିତି କଟିବ ଆଜିର ଦିନ
ଆଜିର ରାଶିଫଳତା୧-୫-୨୦୨୧ ଶନିବାର
ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ମଇ ତା ୧ ରିଖ ଶନିବାର ମେଷ ୧୮ ଦିନ ବୈଶାଖ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ମୂଳା ନକ୍ଷତ୍ର ଧନୁ ଚନ୍ଦ୍ର
ଘାତ ବାର-: ବୃଷ,ସିଂହ ଓ କନ୍ୟା ରାଶିର
ଘାତ ଚନ୍ଦ୍ର-: ତୁଳା , କୁମ୍ଭ ରାଶି ପୁରୁଷ ଓ ବୃଷ, ମିଥୁନ…