Latest Odisha News

BREAKING NEWS

କୋଭିଡ୍ ନେଗେଟିଭ୍ ରିପୋର୍ଟ ନଥିଲେ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ କାଉଣ୍ଟିଂ ସେଣ୍ଟର ମନା

ନୂଆଦିଲ୍ଲୀ: ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ମେ‘ ୨ ତାରିଖରେ ହେବ । ଗଣତି ସମୟରେ କାଉଣ୍ଟିଂ ସେଣ୍ଟରରେ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରାଯିବା ନେଇ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିଟି ଗଣତି କେନ୍ଦ୍ର ପାଇଁ…

ଜଳୁଛି ଓଡ଼ିଶା, ୪୦ ଡିଗ୍ରୀ ଉପରେ ୧୫ ସହର

ଭୁବନେଶ୍ବର : ପ୍ରବଳ ତାତିରେ ଜଳୁଛି ସାରା ଓଡ଼ିଶା । ଗ୍ରୀଷ୍ମ ପ୍ରବାହରେ ଜନଜୀବନ ହେଲାଣି ଅସ୍ତବ୍ୟସ୍ତ । ଆଜି ରାଜ୍ୟର ୧୫ ସହର ୪୦ ଡିଗ୍ରୀ ଉପରେ ରହିଛି । ତେବେ ୪୩.୨ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…

ସିଲ୍ ହେଲା ଭୁବନେଶ୍ବର ମାର୍କେଟ୍ ବିଲ୍ଡିଂ

ଭୁବନେଶ୍ବର : ଦୁଇ ଦିନ ପାଇଁ ସିଲ୍ ହେଲା ଭୁବନେଶ୍ବର ମାର୍କେଟ ବିଲ୍ଡିଂ । ରାଜଧାନୀବାସୀ କୋଭିଡ୍‌ କଟକଣା ମାନୁ ନଥିବାରୁ ଏପରି କଠୋର ନିଷ୍ପତ୍ତି ନେଇଛି ପ୍ରଶାସନ । ଭୁବନେଶ୍ବର ଡିସିପି ଓ ବିଏମସି ଜୋନାଲ କମିଶନରଙ୍କ ଉପସ୍ଥିତିରେ ମାର୍କେଟ୍ ବିଲ୍ଡିଂକୁ ସିଲ୍‌ କରାଯାଇଛି । ଆସନ୍ତା ଦୁଇ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୫୨୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଏବେ ଉପରମୁହାଁ କରୋନା ସଂକ୍ରମଣ । ଆଜି ସାରା ରାଜ୍ୟରୁ ୮ ହଜାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସୁସ୍ଥ ହୋଇଛନ୍ତି ୪୫୨୧ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁନ୍ଦରଗଡ଼ରୁ ସର୍ବାଧିକ ୭୨୧ ଜଣ ସୁସ୍ଥ ହୋଇଥିବା…

ଅଭିନେତା ଜିମି ଶେରଗିଲଙ୍କ ସମେତ ୩୫ଜଣଙ୍କ ଉପରେ ମାମଲା ରୁଜୁ

ମୁମ୍ବାଇ: ବଲିଉଡ ତଥା ପଞ୍ଜାବୀ ଅଭିନେତା ଜିମି ଶେରଗିଲଙ୍କ ସମେତ ୩୫ଜଣଙ୍କ ଉପରେ ପଞ୍ଜାବ ପୋଲିସ ମାମଲା ରୁଜୁ କରିଛି । ଏମାନେ ସମେସ୍ତ କୋଭିଡ ଲକଡାଉନ ନିୟମ ଭାଙ୍ଗିଥିଲେ । ଲକଡାଉନ ଲାଗିବା ୨ ଘଂଟା ପରେ ମଧ୍ୟ ପାଖାପାଖି ୨୦୦ ଲୋକଙ୍କ ସହ ଜିମି ଲୁଧିୟାନାରେ ୟୋର ଅନର ୱେବ ସିରିଜର ଶୁଟିଂ…

ସେରମ ‘କୋଭିସିଲ୍ଡ’ର ଦାମ୍ ହ୍ରାସ୍ ନେଇ ଅଦର ପୁନାୱାଲାଙ୍କ ଘୋଷଣା

ମୁମ୍ବାଇ: ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡର ଦର୍ ହ୍ରାସ କରିଛି । ଏନେଇ ସେରମର ସିଇଓ ଅଦର ପୁନାୱାଲା ଟ୍ୱିଟ୍ କରି ଘୋଷଣା କରିଛନ୍ତି । ସେରମ ପକ୍ଷରୁ ରାଜ୍ୟକୁ ଦିଆଯିବାକୁ ଭ୍ୟାକ୍ସିନର ଦର କମ୍ କରାଯାଇଛି । ପୂର୍ବରୁ ରାଜ୍ୟକୁ କୋଭିସିଲ୍ଡ ଡୋଜ୍ ପିଛା ୪୦୦ ଟଙ୍କାରେ ଦେବାକୁ…

ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ନିୟମ ମାନୁନାହାନ୍ତି ରାଜଧାନୀବାସୀ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ପାଲଟିଛି କରୋନା ହଟସ୍ପଟ । ଦିନକୁ ଦିନ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ପ୍ରଶାସନର ଚିନ୍ତା ବଢ଼ିଲାଣି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ରାଜଧାନୀବାୀ ସଚେତନ ହେଉନାହାନ୍ତି । ଯେଉଁଥିପାଇଁ ଆକ୍ରାନ୍ତ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି…

ଏଥର ଦିଲ୍ଲୀରେ ହେବ ଉପ-ରାଜ୍ୟପାଳଙ୍କ ରାଜୁତି

ନୂଆଦିଲ୍ଲୀ: ଗଭର୍ଣ୍ଣମେଂଟ ଅଫ ନ୍ୟାଶନାଲ କ୍ୟାପିଟାଲ ଟେରିଟୋରୀ ଆକ୍ଟ ଦିଲ୍ଲୀ ସଂଶୋଧାନ ବିଲ୍ ୨୦୨୧ ମାର୍ଚ୍ଚରେ ସଂସଦରେ ପାସ୍ ହୋଇଥିଲା । ଏହି ଏନସିଟି ବିଲ୍ ଗୃହମନ୍ତ୍ରଣାଳୟ ନୋଟିଫିକେଶନ ପରେ ୨୭ ଏପ୍ରିଲରୁ କାର୍ଯ୍ୟକାରୀ ହେବ । ଏହା କାର୍ଯ୍ୟକାରୀ ହେବା ମାତ୍ରେ ଦିଲ୍ଲୀ ଉପ ରାଜ୍ୟପାଳଙ୍କ…

୧୦୦ କୋଟିର ଚଳଚ୍ଚିତ୍ରରେ ଅଭିନୟ କରିବା ଅପେକ୍ଷା ଲୋକଙ୍କୁ ସାହାଯ୍ୟ କରିବା ଅଧିକ ସନ୍ତୋଷଜନକ; ସୋନୁ ସୁଦ

ମୁମ୍ବାଇ: କୋଭିଡ ସଙ୍କଟର ଏହି ସମୟରେ, ସୋନୁ ସୁଦ ଲୋକମାନଙ୍କୁ ମାରାତ୍ମକ ଭୂତାଣୁ ସହିତ ଲଢିବାରେ ବେଶ୍‌ ସାହାଯ୍ୟ କରିଛନ୍ତି। ଡାକ୍ତରଖାନାର ଶଯ୍ୟା ବ୍ୟବସ୍ଥା କରିବା ଠାରୁ ଆରମ୍ଭ କରି ଗୋଟିଏ ସହରରୁ ଅନ୍ୟ ସହରକୁ ରୋଗୀ ଉଠାଇବା ପର୍ଯ୍ୟନ୍ତ ସୋନୁ ଲୋକମାନଙ୍କୁ ଯଥାସମ୍ଭବ ସାହାଯ୍ୟ…

ଭାରତର ଏହି ମନ୍ଦିରରେ ପୁରୁଷ ଭକ୍ତ ଯିବା ମନା

ପୁରୀ: ଭାରତରେ ଏପରି ମନ୍ଦିର ଅଛି ଯେଉଁଠାକୁ ପୁରୁଷ ଭକ୍ତ ଯିବା ମନା । ଏଠାକୁ କେବଳ ମହିଳା ଭକ୍ତମାନେ ଯାଇପାରିବେ । ଆସନ୍ତୁ ସେଭଳି କିଛି ମନ୍ଦିର ବିଷୟରେ ଜାଣିବା କନ୍ୟାକୁମାରୀରର କୁମାରୀ ଅମାନ ମନ୍ଦିର: କନ୍ୟାକୁମାରୀରେ ରହିଛି କୁମାରୀ ଅମନାନ ମନ୍ଦିର । ଏଠାରେ ମାଆ ଭଗବତୀ ଦୁର୍ଗା…