Latest Odisha News

BREAKING NEWS

୧୨ OASଙ୍କୁ ପଠାଗଲା ପଶ୍ଚିମ ଓଡ଼ିଶା

ଭୁବନେଶ୍ବର : ସାରା ରାଜ୍ୟରେ କରୋନା ମହାମାରୀ ଉପରମୁହାଁ ହେଲାଣି । ଲଗାତର ଭାବେ ଏବେ ୬ ହଜାର ଉପରେ ରହୁଛି ସଂକ୍ରମିତ । ତେବେ ସବଠୁ ଅଧିକ ଚିନ୍ତା ବଢ଼ାଇଛି ପଶ୍ଚିମ ଓଡ଼ିଶା । ଏଠାରୁ ପଜିଟିଭ୍ ହାର ବଢ଼ି ଚାଲିଥିବାରୁ ମୁକାବିଲା ପାଇଁ ୧୨ ଜଣ OAS ଅଧିକାରୀଙ୍କୁ ପଶ୍ଚିମ ଓଡ଼ିଶାକୁ…

ତାତିରେ ଜଳୁଛି ଓଡ଼ିଶା, ୪୦ ଡିଗ୍ରୀ ଉପରେ ୧୫ ସହର

ଭୁବନେଶ୍ବର : ପ୍ରବଳ ତାତିରେ ଜଳୁଛି ସାରା ଓଡ଼ିଶା । ଗ୍ରୀଷ୍ମ ପ୍ରବାହରେ ଜନଜୀବନ ହେଲାଣି ଅସ୍ତବ୍ୟସ୍ତ । ଆଜି ରାଜ୍ୟର ୧୫ ସହର ୪୦ ଡିଗ୍ରୀ ଉପରେ ରହିଛି । ତେବେ ୪୩.୧ ଡିଗ୍ରୀ ତାପମାତ୍ରା ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ…

ହୋଟେଲ ଅଶୋକା ବେଡ୍ ମାମଲା, ଦିଲ୍ଲୀ ହାଇକୋର୍ଟ କହିଲେ- ଖଣ୍ଡପୀଠ କେବେ ଏମିତି କହି ନାହାଁନ୍ତି’

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ଆଜି କହିଛନ୍ତି, ବିଚାରପତିଙ୍କ ଲାଗି ଦିଲ୍ଲୀର ଅଶୋକା ହୋଟେଲରେ ୧୦୦ ବେଡ୍ ବ୍ୟବସ୍ଥା କରିବା ଲାଗି କୌଣସି ଅନୁରୋଧ କରାଯାଇନାହିଁ । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବରକୁ କୋର୍ଟ ଖଣ୍ଡନ କରିଛନ୍ତି । କୋର୍ଟ କହିଛନ୍ତି ଏମିତି ନିର୍ଦ୍ଦେଶ ଦ୍ୱାରା…

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୭୭୩ ପଜିଟିଭ୍

ଭୁବନେଶ୍ବର : ମହାମାରୀ କରୋନାର ଦ୍ବିତୀୟ ଲହରକୁ ନେଇ ସାରା ରାଜ୍ୟରେ ଆତଙ୍କ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୭୭୩ ଜଣ ସଂକ୍ରମିତ । କ୍ବାରେଣ୍ଟାଇନରୁ ୧୪୦ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୬୩୨ । ସେହିପରି ଭୁବନେଶ୍ବରରୁ…

ଟସ୍ ଜିତି ବୋଲିଂ ନେଲା ଦିଲ୍ଲୀ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ଆରମ୍ଭ ହୋଇଛି । ଟସ୍ ଜିତି ଦିଲ୍ଲୀ ଅଧିନାୟକ ରିଷଭ ପନ୍ତ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ବିରାଟ କୋହଲି ନେତୃତ୍ୱାଧୀନ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୦୮୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନା ନିଜର କାୟା ମେଲାଉଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ୪୦୮୯ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତ ଆକ୍ରାନ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ ହୋଇଥିବା…

କେଜ୍ରିୱାଲ ସରକାରଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ଭର୍ତ୍ସନା: ସିଷ୍ଟମ ଫେଲ୍‌,ପରିଚାଳନା କରିପାରୁନ ଯଦି ଆମେ କେନ୍ଦ୍ରକୁ…

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ବୁଧବାର ଅରବିନ୍ଦ କେଜିୱାଲ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି । ତୁମ ସିଷ୍ଟମ ସମ୍ପୂର୍ଣ୍ଣ ଭାବେ ଫେଲ୍ । କରୋନା ମହାମାରୀ ବେଳେ ଲୋକେ ମରୁଥିବା ସମୟରେ ତୁମେ ସାମନ୍ୟ କଳାବଜାରୀକୁ ରୋକି ପାରୁନ । କୋଭିଡ-୧୯ର ମୁକାବିଲା ଯଦି କରି ନ ପାରୁଛ ତାହାହେଲେ…

ଶିବମ ମାବୀ ଏମିତି କଣ କହିଲେ ଯେ, ଷ୍ଟେଇନଙ୍କ ଆଖି ଛଳ ଛଳ ହୋଇଗଲା

ମୁମ୍ବାଇ: ଚଳିତ ଆଇପିଏଲରେ ସୋମବାର ପଞ୍ଜାବ କିଙ୍ଗସ ବିପକ୍ଷରେ କୋଲକାତା ନାଇଟ ରାଇଡର୍ସ ଗୁରୁତ୍ୱପୂର୍ଣ୍ଣ ବିଜୟ ହାସଲ କରିଛି । ଏହି ମ୍ୟାଚରେ ଶିବମ ମାବୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲ । ସେ ମ୍ୟାଚ ପରେ କହିଥିଲେ ମୁଁ ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେଇନଙ୍କ ପରି ଆଉଟ ସୁଇଂ ବୋଲିଂ କରିବାକୁ…

କରୋନା ଟିକାର ଦର ଉପରେ ପ୍ରଶ୍ନ କରି ଟ୍ରୋଲ୍‌ ହେଲେ ଫର୍‌ହାନ୍‌

ମୁମ୍ବାଇ: ସେରମ୍ ଇନଷ୍ଟିଚ୍ୟୁଟ୍ ଇଣ୍ଡିଆ ଦ୍ବାରା କରୋନା ଟିକାକୁ ନେଇ ଧାର୍ଯ୍ୟ ମୂଲ୍ୟ ୬୦୦ ଟଙ୍କା ଉପରେ ପ୍ରଶ୍ନ କରି ଟ୍ରୋଲ ହେଲେ ଅଭିନେତା ଫରହାନ୍ ଅଖତର। ଏ ନେଇ ସଂସ୍ଥା ପୂର୍ବରୁ ସ୍ପଷ୍ଟୀକରଣ ଦେଥିସାରିଥିବା ସତ୍ତ୍ବେ ଫରହାନ୍‌ଙ୍କ ଏଭଳି ପ୍ରଶ୍ନକୁ ସୋସିଆଲ ମିଡିଆରେ ଟ୍ରୋଲ୍‌…

ବିଦେଶୀ ଖେଳାଳିଙ୍କୁ ନିରାପଦରେ ସ୍ୱଦେଶ ପଠାଇବା ଦାୟିତ୍ୱ ଆମର : ବିସିସିଆଇ

ନୂଆଦିଲ୍ଲୀ: ଭାରତରେ କରୋନାର ଦ୍ୱିତୀୟ ଲହରୀ ଚିନ୍ତା ବଢ଼ାଉଥିବାରୁ ଆଇପିଏଲରେ ଅଂଶଗ୍ରହଣ କରିଥିବା ବିଦେଶୀ ଖେଳାଳିମାନେ ଭୟଭୀତ ହେଇ ପଡିଛନ୍ତି । ଇତି ମଧ୍ୟରେ ଆଣ୍ଡ୍ର‌୍ୟୁ ଟାଇ, କେନ ରିଚାର୍ଡସନ, ଆଦାମ ଜାମ୍ପା ଭଳି ଖେଳାଳି ସ୍ୱଦେଶ ଫେରିବା ପାଇଁ ଘୋଷଣା କରି ସାରିଛନ୍ତି । ମଙ୍ଗଳବାର…