Latest Odisha News

BREAKING NEWS

ବିଜୟ ଉତ୍ସବ ଉପରେ ବ୍ୟାନ୍ ଲଗାଇଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ: ଆସନ୍ତା ୨ ତାରିଖରେ ୫ଟି ରାଜ୍ୟ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ତାପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ । କରୋନା ସଂକ୍ରମଣ ବଢୁଥିବାରୁ ମେ ୨ ତାରିଖ କିମ୍ବା ତାପରେ କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତି ବିଶେଷ ବିଜୟ ଉତ୍ସବ…

କରୋନା ମୁକାବିଲା; ଭାରତକୁ ସାହାଯ୍ୟର ପ୍ରତିଶ୍ରୁତି ଦେଲା ଆପଲ୍‌

ନୂଆଦିଲ୍ଲୀ: ଦିନକୁ ଦିନ କୋଭିଡ-୧୯ ସଙ୍କଟ ବଢୁଥିବାରୁ ଆପଲ ସିଇଓ ଟିମ କୁକ ଭାରତକୁ ସହାୟତା କରିବାକୁ ପ୍ରତିଶୃତି ଦେଇଛନ୍ତି। କୁକ୍ କହିଛନ୍ତି ଯେ କୁକ୍‌ ଆପଲ୍‌ ଭାରତକୁ ସହାୟତା କରିବ ଏବଂ ଆବଶ୍ୟକ ରିଲିଫ୍ ଯୋଗାଇଦେବ। ଗୁଗୁଲର ସିଇଓ ସୁନ୍ଦର ପିଚାଇ ଏବଂ ମାଇକ୍ରୋସଫ୍ଟର ସିଇଓ ସତ୍ୟ…

ଓଡ଼ିଶାରେ ୫୦ହଜାର ପାର୍ କଲା କରୋନା ଆକ୍ଟିଭ୍ କେସ୍, ୧୪ ଜିଲ୍ଲାରେ କେବଳ ୮୦%

ଭୁବନେଶ୍ୱର: ରାଜ୍ୟରେ ଆଜି ୫୦ ହଜାର ପାର କରିଛି କରୋନା ଆକ୍ଟିଭ୍ କେସ । ଆଜି ଆଉ ୬ହଜାର ୭୩ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ସକ୍ରିୟ ମାମଲା ୫୦ହଜାର ୯୫୮କୁ ବୃଦ୍ଧି ପାଇଛି । ରେଡ୍ ଜୋନରେ ରହିଛି ୧୪ଟି ଖୋର୍ଦ୍ଧା, କଟକ, ଯାଜପୁର, ପୁରୀ, ଗଞ୍ଜାମ, ମୟୂରଭଞ୍ଜ, ସୁନ୍ଦରଗଡ଼,…

ଦିନକରେ ଦେଶରେ ୩ ଲକ୍ଷ ୨୩ ହଜାରରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ, ୨୭୭୧ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ ଏବେ ଧିରେଧିରେ କରୋନା ଗ୍ରାଫ୍ ବଢୁଥିବା ନଜରକୁ ଆସିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୩ ଲକ୍ଷ ୨୩ ହଜାର ୧୪୪ ଜଣ । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା…

କରୋନାରେ ସାମ୍ବାଦିକ ବର୍ଖା ଦତ୍ତଙ୍କ ପିତାଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ବର୍ଖା ଦତ୍ତ ମଙ୍ଗଳବାର ଦିନ ତାଙ୍କ ପିତା ଏସପି ଦତ୍ତଙ୍କ ଦେହାନ୍ତ ଖବର ଟ୍ୱିଟରରେ ସେୟାର କରିଛନ୍ତି। ପୂର୍ବତନ ଏୟାର ଇଣ୍ଡିଆର ଅଧିକାରୀ ଥିବା ଏସପି ଦତ୍ତଙ୍କ କରୋନା ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। “ମୋର ସବୁଠାରୁ ପ୍ରିୟ ବ୍ୟକ୍ତି, ମୋ…

ମେ’ ପହିଲାରେ ଭାରତରେ ପହଞ୍ଚିବ ଋଷ୍ ଟିକା ସ୍ପୁଟନିକ୍-ଭି

ନୂଆଦିଲ୍ଲୀ: କରୋନା କାଳରେ ଭଲ ଖବର । ମେ’ ୧ ତାରିଖରୁ ଦେଶବ୍ୟାପୀ ତୃତୀୟ ପର୍ୟ୍ୟାୟ ଟିକାକରଣ ଆରମ୍ଭ ହେଉଥିବା ବେଳେ ସେହିଦିନ ଭାରତରେ ପହଞ୍ଚିବ ଋଷ୍ ଟିକା ସ୍ପୁଟନିକ୍-ଭି । ଏନେଇ ରୁଷିଆ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (RDIF) ମୁଖ୍ୟ କିରିଲ୍ ଡିମିଟ୍ରିଏଭ୍ଲ ସୂଚନା ଦେଇଛନ୍ତି ।…

ରାଜ୍ୟରେ ୬୦୭୩ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ କମିଥିବା ନଜର ଆସିଛି। ଦିନକରେ ଚିହ୍ନଟ ହୋଇଛନ୍ତି ଆଉ ୬ ହଜାର ୦୭୩ ନୂଆ ଆକ୍ରାନ୍ତ। କ୍ୱାରେଣ୍ଟାଇନରୁ ୩୫୨୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୫୫୧ଟି । ଆଜି ୩୦ଟି ଯାକ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।…

ରାଜ୍ୟରେ ୨୦୦୦ ଡେଇଁଲା କରୋନା ମୃତ୍ୟୁସଂଖ୍ୟା, ଆଜି ୧୦ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୦୦୦ ପାର କରିଛି । ଆଜି ଆଉ ୧୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ମୃତ୍ୟୁବରଣ କରିଛନ୍ତି ସର୍ବାଧିକ ୪ ଜଣ ସଂକ୍ରମିତ । ସେହିପରି ସୁନ୍ଦରଗଡ଼ରୁ ୩ ଜଣ, ରାୟଗଡ଼ାରେ ଆଉ ଦୁଇ ଜଣ ଆକ୍ରାନ୍ତ କରୋନାରେ…

୨ଦିନ ଲାଗି ବନ୍ଦ କରଞ୍ଜିଆର ଦୋକାନ ବଜାର

କରଞ୍ଜିଆ: ମୟୁରଭଞ୍ଜର କରଞ୍ଜିଆ ସହରର ସମସ୍ତ ଦୋକାନ ବଜାର ଆଗାମୀ ୨ ଦିନ ଯାଏଁ ବନ୍ଦ ରହିବ ବୋଲି ଘୋଷଣା ହୋଇଛି। ସୂଚନା ଅନୁଯାୟୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲି ଜିଲ୍ଲାପାଳଙ୍କ ଅପିଲ ପରେ ବ୍ୟବସାୟୀ ସଂଘ ଏପରି ନିଷ୍ପତ୍ତି ନେଇଛି। ଯାହା ଫଳରେ ଆଜି ସକାଳ ୬ଟାରୁ ୨୮ ତାରିଖ…

ଭାରତରେ କରୋନା ସ୍ଥିତି ହୃଦୟ ବିଦାରକ: WHO ମୁଖ୍ୟ

ଜେନେଭା: ଭାରତରେ ବଢୁଥିବା କରୋନା ସଂକ୍ରମଣ ମାମଲା ଏବଂ ମୃତ୍ୟୁହାର ଉଦବେଗ ହେଉଥିବା ନେଇ ସୋମବାର ଦିନ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍। ଗଣମାଧ୍ୟମକୁ ସେ ସୂଚନା ଦେଇ କହିଛନ୍ତି ଯେ ଭାରତରେ କରୋନା ସ୍ଥିତି ଅତ୍ୟନ୍ତ ହୃଦୟ…