Latest Odisha News

BREAKING NEWS

କରୋନାରେ ଟିଏମ୍‌ସି ପ୍ରାର୍ଥୀଙ୍କ ମୃତ୍ୟୁ

କୋଲକାତା: ପାରାଗାନା ଜିଲ୍ଲାର ଖାରଦା ବିଧାନସଭା ନିର୍ବାଚନମଣ୍ଡଳୀରୁ ଟିଏମ୍‌ସି ପ୍ରାର୍ଥୀ କାଜଲ ସିହ୍ନା ରବିବାର କୋଲକାତାରେ କୋଭିଡ ସଂକ୍ରମଣରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟୁଇଟ୍ କରିଛନ୍ତି ଯେ, ସେ ନିଜ ଜୀବନକୁ ଲୋକଙ୍କ…

ଗଣଶିକ୍ଷା ମନ୍ତ୍ରୀଙ୍କ ନାଁରେ ଫେକ୍ ଟ୍ୱିଟର ଆକାଉଣ୍ଟ, ମାଟ୍ରିକ ପରୀକ୍ଷା ନେଇ ମିଛ ପୋଷ୍ଟ

ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନାଁରେ ଫେକ୍ ଟ୍ୱିଟର ଆକାଉଣ୍ଟ ଖୋଲି ମିଛ ଖବର ପୋଷ୍ଟ କରିଛନ୍ତି ଦୁର୍ବୃତ୍ତ । ଜୁନ୍ ୧୪ରେ ମାଟ୍ରିକ ପରୀକ୍ଷା ହେବା ନେଇ ମିଥ୍ୟା ଖବର ଲେଖିଛନ୍ତି । ଫେକ୍ ଆକାଉଣ୍ଟ ଉପରେ ବିଶ୍ୱାସ ନକରିବା ପାଇଁ ନିବେଦନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର…

କରୋନାରେ ଯୁବ ଓଡ଼ିଆ ବୈଜ୍ଞାନିକଙ୍କ ମୃତ୍ୟୁ

ଯାଜପୁର: ବେଙ୍ଗାଲୁରୁରେ ଯୁବ ଓଡିଆ ବୈଜ୍ଞାନିକ ପ୍ରିୟଶ୍ଲୋକ ଆର୍ଯ୍ୟଙ୍କର କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୩ ବର୍ଷ ହୋଇଥିଲା। ସେ ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗାଁର ବାସିନ୍ଦା ଥିଲେ। ସେ ବିଶିଷ୍ଟ…

ଦ୍ୱିତୀୟ ଥର କରୋନା ସଂକ୍ରମିତ ହେଲେ ବାବୁଲ ସୁପ୍ରିୟୋ, ପତ୍ନୀ ବି ପଜିଟିଭ୍

ନୂଆଦିଲ୍ଲୀ: ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିମୋ ପୁଣି କରୋନା ସଂକ୍ରମିତ ହୋଇଛନ୍ତି । ସେ ଦ୍ୱିତୀୟ ଥର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ପତ୍ନୀ ବି କରୋନାରେ ସଂକ୍ରମିତ ହୋଇଛନ୍ତି । ଏନେଇ ଟ୍ୱିଟ୍ କରି ନିଜେ ସୂଚନା ଦେଇଛନ୍ତି ବାବୁଲ ସୁପ୍ରିୟୋ । ସେ ଲେଖିଛନ୍ତି…

କାୟା ମେଲାଉଛି କରୋନା; ୩ ଦିନରେ ICUରେ ଭର୍ତ୍ତି ହେଲେ ୩୩୬ ରୋଗୀ

ଭୁବନେଶ୍ୱର: କ୍ରମାଗତ ଚାରି ଦିନ ହେବ ଓଡିଶାରେ ୬୦୦୦ରୁ ଅଧିକ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ସରକାରୀ ତଥା ବେସରକାରୀ କୋଭିଡ ହସ୍ପିଟାଲର ଆଇସିୟୁରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଏପ୍ରିଲ୍…

ମେ ୩ ଯାଏ ଦିଲ୍ଲୀ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ଦେଖାଯାଉଥିଲେ ମଧ୍ୟ କୋଭିଡ-୧୯ ମାମଲାରେ ବୃଦ୍ଧି ହେତୁ ଦିଲ୍ଲୀରେ ଜାରି ରହିଥିବା ଲକ୍‌ଡାଉନ୍‌କୁ ଆଉ ଏକ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ସୂଚନା ମିଳିଛି। ଗତ ସପ୍ତାହରେ ଦିଲ୍ଲୀରେ ଲାଗୁ କରାଯାଇଥିବା…

ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ କୋଭିଡ୍ ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି

ବାଲେଶ୍ୱର: ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ବ୍ୟାପୁଛି କରୋନା କାୟା । ଓଡ଼ିଶାର ସୀମାନ୍ତବର୍ତ୍ତୀ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ସଂକ୍ରମଣ ବଢୁଛି । ଆଜି ବାଲେଶ୍ୱର ଗସ୍ତରେ ଯାଇ ଦୁଇଟିଯାକ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳରେ କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ ।…

ମହିଳାମାନେ ଋତୁସ୍ରାବ ସମୟରେ କୋଭିଡ-୧୯ ଟିକା ନେଇପାରିବେ କି? ଜାଣନ୍ତୁ କଣ କହିଲେ ସରକାର

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣ ବିରୁଦ୍ଧରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକା ନେବାକୁ ଅନୁମତି ନେଇ କେନ୍ଦ୍ର ଘୋଷଣା କରିବାର କିଛି ଦିନ ପରେ, ଅନେକ ମହିଳା ଋତୁସ୍ରାବ ସମୟରେ କୋଭିଡ-୧୯ ଟିକା ନେଇପାରିବେ କି ନାହିଁ ସେ ନେଇ ଚିନ୍ତା ବଢିଛି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ବ୍ୟାପକ…

କୁମ୍ଭମେଳା ଫେରନ୍ତା ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ, କରୋନା ଭୟରେ ପଡ଼ି ରହିଛି ମୃତଦେହ

ବୌଦ୍ଧ: କୁମ୍ଭମେଳା ଫେରନ୍ତା ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତ୍ୟୁ । କରୋନା ଭୟରେ ମୃତଦେହ ପାଖରୁ ପରିବାରବର୍ଗ ଓ ସମ୍ପର୍କୀୟ କେହି ଆସୁନାହାନ୍ତି । ୯ ଘଣ୍ଟା ହେବ ଘର ଆଗରେ ମୃତଦେହ ପଡ଼ି ରହିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଧଳପୁର…

ମହାନଦୀ ପଠାରେ ଚାଲିଥିଲା ବାଘ ଛାଲ୍ ଡିଲ୍, ବେପାରୀ ବେଶରେ ୨ଜଣଙ୍କୁ ବାନ୍ଧିଲା ଏସଟିଏଫ୍

ନୟାଗଡ଼: ମହାନଦୀ ପଠାରେ ଚାଲିଥିଲା ବାଘ ଛାଲ ଓ ହାତୀ ଦାନ୍ତ କିଣାବିକା ଡିଲ୍ । ଖବର ପାଇଁ ବେପାରୀ ବେଶରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏତିକିବେଳେ ଦୁଇ ବନ୍ୟଜନ୍ତୁ ବେପାରୀଙ୍କୁ ବାନ୍ଧିଛି ଏସଟିଏଫ୍ । ସେମାନଙ୍କ ନିକଟରୁ ଜବତ ହୋଇଛି ଗୋଟିଏ କଲରାପତରିଆ ବାଘ ଛାଲ ଓ ଦୁଇଟି ହାତୀ…