Latest Odisha News

BREAKING NEWS

କୋଭିଡ୍‌ କଟକଣା କୋହଳ କଲା BMC

ଭୁବନେଶ୍ୱର : କରୋନା ଯୋଗୁ କଟକଣା। ଆଉ ଏବେ ସେହି କଟକଣା କୋହଳ କରାଯାଇଛି । କହିବାକୁ ଗଲେ ପୂର୍ବରୁ ଜାରି ହୋଇଥିବା କୋଭିଡ଼ କଟକଣାକୁ ଏବେ କୋହଳ କରାଯାଇଛି  ପୂର୍ବରୁ ଜାରି କଟକଣାକୁ  ବିଏମ୍‌ସି କୋହଳ କରିଛି । ବିବାହ, ବ୍ରତଘର, ଶୁଦ୍ଧିକ୍ରିୟା ଆଦି କାର୍ଯ୍ୟରେ କଟକଣା କୋହଳ ହୋଇ  ନିୟମ…

ବିନା ଭକ୍ତରେ ୭ଜଣ ସେବାୟତରେ ମାଆ କାଳୀଙ୍କ ପୂଜା

ଭଦ୍ରକ : ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ ପୂଜାର୍ଚ୍ଚନା ପାଇଁ କଟକଣା । ଟ୍ରଷ୍ଟ ପକ୍ଷରୁ କୋଭିଡ କଟକଣା ଭିତରେ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ମାଆଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତ ଦିବସ ବ୍ୟାପି ସପ୍ତମାତୃକା ବେଶରେ ମାଆ ଭଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯିବା…

ଆଫଗାନିସ୍ତାନ ବିବାହରେ ଗୀତ ବାଜୁଥିଲା, ୧୩ ନୀରିହଙ୍କୁ ତାଲିବାନ ହତ୍ୟା କଲା

ଓଡିଶା ସମ୍ବାଦ ବ୍ୟୁରୋ: ଆଫଗାନିସ୍ତାନର ନାନଗରହାର୍ ଅଂଚଳରେ ତାଲିବାନୀ ଶାସନର ନିର୍ଦୟୀ କାରନାମା । ଏକ ବିବାହ ସମାରୋହରେ ସଙ୍ଗୀତ ବାଜୁଥଲା ବୋଲି ୧୩ ନୀରିହଙ୍କୁ ଗୁଳିବିଦ୍ଧ କରି ହତ୍ୟା କଲା ତାଲିବାନ । ଅଫଗାନିସ୍ତାନରେ ତାଲିବାନର ଏପରି ନରସଂହାର ଘଟଣାକୁ ନେଇ ପୂର୍ବତନ ଉପରାଷ୍ଟ୍ରପତି…

ବୋଲେରୋରୁ ୨୪କେଜି ଗଞ୍ଜେଇ ଜବତ

ଆନନ୍ଦପୁର : ପୁଣି ଜବତ ହେଲା ଗଞ୍ଜେଇ । ଚୋରା ଚାଲାଣ କରାଯାଉଥିବା ବେଳେ ଏକ ବୋଲେର ଗାଡିକୁ ଜବତ କରିଛି ପୁଲିସ।  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସ ଥାନା ପୋଡାସିଙ୍ଗିଡି ଛକ ନିକଟରୁ  ଗଞ୍ଜେଇ ବୋଝେଇ ବୋଲେରୋ ଜବତ ହୋଇଛି । ଏହି ବୋଲେରୋଟିକୁ ସୋସ ଥାନା ପୋଲିସ ଜବତ କରିଛି । ବୋଲେରୋ…

ରାଜଗାଙ୍ଗପୁରରେ ଖୋଲିଲା ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଖୋଲିଲା ପ୍ରଥମ ମିଲେଟ୍ ଶକ୍ତି ଟିଫିନ୍ ସେଣ୍ଟର । ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଏବଂ ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ରାଜଗାଙ୍ଗପୁରରେ ଏହି ଟିଫିନ୍ ସେଣ୍ଟର ଖୋଲିଛି । ସ୍ଥାନୀୟ ଡାକୁୱା ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ଏହାର ପରିଚାଳନା ଦାୟିତ୍ବ ଦିଆଯାଇଛି ।…

ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଏ ନେଇ ସ୍ୱତନ୍ତ୍ର ରିଲିଫ କମିସନର (ଏସ୍‌ଆରସି) ପକ୍ଷରୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ନଭେମ୍ବର ୨ ତାରିଖ ସକାଳ ସାଢ଼େ ୮ଟାରୁ ୩ ତାରିଖ ସକାଳ…

୯ ଯୋଡ଼ା ସ୍ବତନ୍ତ୍ର ଟ୍ରେନରେ ଅଣସଂରକ୍ଷିତ ଟିକେଟରେ ଯାତ୍ରା କରିପାରିବେ ଯାତ୍ରୀ

ଭୁବନେଶ୍ବର : ରେଳ ଯାତ୍ରୀଙ୍କ ପାଇଁ ପୂର୍ବତଟ ରେଳପଥର ନୂଆ ଘୋଷଣା । ୯ ଯୋଡ଼ା ସ୍ବତନ୍ତ୍ର ଟ୍ରେନର ଅଣସଂରକ୍ଷିତ କୋଚରେ ଅଣସଂରକ୍ଷିତ ଟିକେଟ୍ ଦ୍ବାରା ଯାତ୍ରା କରିପାରିବେ ଯାତ୍ରୀ । ନଭେମ୍ବର ପହିଲାରୁ ପୂର୍ବତଟ ରେଳପଥ ୬ ଯୋଡ଼ା ସ୍ବତନ୍ତ୍ର ଟ୍ରେନରେ ଥିବା ସମ୍ପୂର୍ଣ୍ଣ ସଂରକ୍ଷିତ କୋଚ…

ରାଜୌରୀରେ ବିସ୍ଫୋରଣ: ୨ ଯବାନ ଶହୀଦ

ରାଜୋରୀ: ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଏଲଓସି ନିକଟରେ ଯବାନମାନେ ସର୍ଚ୍ଚ ଅପରେଶନ କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା । ଏଥିରେ ୨ ଯବାନ ଶହୀଦ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ସେନା ପକ୍ଷରୁ ଏହି ବିସ୍ଫୋରଣ ନେଇ କୌଣସି ବିଧିବଦ୍ଧ ବୟାନ…

[ଭିଡ଼ିଓ] ‘ଇଣ୍ଡିଆ ବୁକ ଅଫ ରେକର୍ଡ୍ସ’ରେ ଅଷ୍ଟମ ଶ୍ରେଣୀ ଛାତ୍ର ଆୟୁଷ

ପୁରୀ : ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ଅଷ୍ଟମ ଶ୍ରେଣୀର ଛାତ୍ର । ଓଲଟା ଚିତ୍ର କରି ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି ପୁରୀ ବାସେଳୀ ସାହିର ଛାତ୍ର ଆୟୁଷ ମହାପାତ୍ର ।  ବିପରୀତ ଦିଗରେ ମ୍ୟାଜିକାଲ ସ୍ପିଡ଼ ପେଣ୍ଟିଙ୍ଗ ଜରିଆରେ ଗଣେଶ ଚିତ୍ର ଆଙ୍କି ଇଣ୍ଡିଆ ବୁକ ଅଫ ରେକର୍ଡରେ…

ରେଳ ଐତିହ୍ୟ ସଂଗ୍ରହାଳୟ ‘କଳିଙ୍ଗ ରେଳ ସଂଗ୍ରହାଳୟ’ ଉଦଘାଟିତ

ଭୁବନେଶ୍ବର : ଉଦଘାଟିତ ହୋଇଛି କଳିଙ୍ଗ ରେଳ ସଂଗ୍ରହାଳୟ । ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ରେଳପଥର ଐତିହ୍ୟ ସଂଗ୍ରହାଳୟ ‘କଳିଙ୍ଗ ରେଳ ସଂଗ୍ରହାଳୟ’କୁ ଉଦଘାଟନ କରିଛନ୍ତି । ଭାରତୀୟ ରେଳ ବିଶେଷ ଭାବେ ପୂର୍ବତଟ ରେଳପଥର ଏକ ସମୃଦ୍ଧ ଏବଂ…