Latest Odisha News

BREAKING NEWS

ଏଣିକି ସାଉଦି ଆରବ ଛାତ୍ରଛାତ୍ରୀ ପଢିବେ ରାମାୟଣ, ମହାଭାରତ

ନୂଆଦିଲ୍ଲୀ: ସାଉଦି ଆରବରେ ଶିକ୍ଷା କ୍ଷେତ୍ରରେ ଉନ୍ନତି ଏବଂ ବିଭିନ୍ନ ସଂସ୍କୃତି ବିଷୟରେ ଅଧିକ ଜ୍ଞାନ ପ୍ରଦାନ କରିବା ପାଇଁ ପ୍ରିନ୍ସ ମହମ୍ମଦ ବିନ୍ ସଲମାନଙ୍କ ନୂତନ ଦିଗଦର୍ଶନ କ୍ରମେ ଛାତ୍ରମାନଙ୍କୁ ଅନ୍ୟ ଦେଶର ଇତିହାସ ଏବଂ ସଂସ୍କୃତି ଅଧ୍ୟୟନ କରାଯାଉଛି। ଏହାର ଏକ ଅଂଶ ଭାବରେ…

ଓଡ଼ିଶାକୁ ଜଳପଥରେ ପ୍ରବାସୀଙ୍କ ପ୍ରବେଶ ଉପରେ ତୀକ୍ଷଣ ନଜର

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ୟ ରାଜ୍ୟରୁ ଫେରନ୍ତାଙ୍କ ଉପରେ ତୀକ୍ଷଣ ନଜର ରଖିଛନ୍ତି ସରକାର । ଏଣିକି ଜଳପଥ ଦେଇ ଅନ୍ୟ ରାଜ୍ୟରୁ ଓଡ଼ିଶାରେ କେହି ପ୍ରବେଶ କରି ପାରିବେ ନାହିଁ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ଓ କଟକଣାକୁ କଡ଼ାକଡ଼ି କରିଛି ସମୁଦ୍ର ତଟ ସୁରକ୍ଷା ବଳ ।…

ସପ୍ତାହାନ୍ତ ସଟଡାଉନରେ ଘଣ୍ଟାଏ ଏହି କାମ ପାଇଁ କଟକଣା କୋହଳ

ଭୁବନେଶ୍ୱର: କାଲିଠୁ ରାଜ୍ୟର ସବୁ ସହରାଞ୍ଚଳ ଦୁଇ ଦିନିଆ ସଟଡାଉନ୍ ରହିବ । ଶନିବାର ସକାଳୁ ସୋମବାର ସକାଳ ଯାଏ ବଳବତ୍ତର ରହିବ କଟକଣା । ତେବେ ଏହି ସମୟରେ ଘଣ୍ଟାଏ କଟକଣା କୋହଳ କରାଯିବ । ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଶନିବାର ଓ ରବିବାର ସକାଳେ ସକାଳ ୫ଟାରୁ ୬ଟା…

ପରଲୋକରେ ବଲିଉଡ୍‌ ଅଭିନେତା ଅମିତ ମିସ୍ତ୍ରୀ

ନୂଆଦିଲ୍ଲୀ: ଅନେକ ହିନ୍ଦୀ ଏବଂ ଗୁଜୁରାଟୀ ଚଳଚ୍ଚିତ୍ର ଏବଂ ଶୋ’ରେ କାମ କରିଥିବା ଅଭିନେତା ଅମିତ ମିସ୍ତ୍ରୀଙ୍କର ଶୁକ୍ରବାର ହୃଦ୍‌ଘାତରେ ପରଲୋକ ହୋଇଥିବା ସୂଚନା ମିଳିଛି। ଅଭିନେତା ଅମିତ କ୍ୟା କେହେନା, ଏକ ଚଲିସ୍ କି ଲାଷ୍ଟ ଲୋକାଲ୍, ୯୯, ଶୋର ଇନ୍ ଦି ସିଟି, ୟମଲା ପଗଲା ଦିୱାନା, ବେ…

ଅଭିନେତା ମୋହିତ ରାଇନା ଅସୁସ୍ଥ; ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବାଇ: ଅଭିନେତା ମୋହିତ ରାଇନା ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସେୟାର କରିଛନ୍ତି ଯେ ସେ ଗତ ସପ୍ତାହରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ମହାଦେବ ଆକ୍ଟର ମୋହିତ ଶୁକ୍ରବାର ଦିନ ତାଙ୍କ ପ୍ରଶଂସକ ଏବଂ ଅନୁଗାମୀମାନଙ୍କୁ ଏହି ସୂଚନା ଦେଇଛନ୍ତି ଏବଂ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା…

ରାତାରାତି ଲମ୍ବା ଦାଢ଼ି

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ଆମ୍ବପାଟଣା ଗାଁ ବିଷୟରେ ଯିଏ ଯେତେବେଳେ ବି ଭାବେ ବଡ଼ ଆଶ୍ଚର୍ଯ୍ୟ ହୁଏ । ଆଗରୁ ପାହାଡ଼ କଡ଼େ ଗୋଟିଏ ଛୋଟିଆ ବସ୍ତି ଭଳି ଥିଲା, ଆଉ ଏବେ ପାହାଡ଼ଠୁ ଦୂରକୁ ଆସି ନଦୀ କୂଳରେ ଟିକିଏ ଫର୍ଚା ଜାଗାରେ ଗାଁଟା ତିଆରି ହେଇଛି । ହେଲେ ଏ…

କୋଭିଡ୍‌ ରୋଗୀଙ୍କୁ ଅକ୍ସିଜେନ୍‌ ଯୋଗାଇବେ ଅଭିନେତ୍ରୀ ସୁସ୍ମିତା ସେନ୍‌

ନୂଆଦିଲ୍ଲୀ: ଟ୍ୱିଟରରେ ଏକ ଭିଡିଓ ମାଧ୍ୟମରେ ଦିଲ୍ଲୀର ଅମ୍ଳଜାନ ସଙ୍କଟ ବିଷୟରେ ଜାଣିବା ପରେ ବଲିଉଡ ଅଭିନେତା ସୁସ୍ମିତା ସେନ ଅକ୍ସିଜେନ ପଠାଇବାର ବ୍ୟବସ୍ଥା କରିଛନ୍ତି। ତେବେ କିଭଳି ହସ୍ପିଟାଲ୍‌କୁ ଅକ୍ସିଜେନ ପଠାଇ ହେବ ସେ ନେଇ ସୁସ୍ମିତା ତାଙ୍କ ଅନୁଗାମୀମାନଙ୍କୁଠାରୁ ପରାମର୍ଶ ମଧ୍ୟ…

ବାଇକକୁ ପଛରୁ ଧକ୍କା ଦେଲା ଟ୍ରକ, ଦୁର୍ଘଟଣାରେ ୨ ମହିଳା ମୃତ

ବାରିପଦା: ବାଇକକୁ ପଛରୁ ଧକ୍କା ଦେଲା ବାଲି ବୋଝେଇ ମିନି ଟ୍ରକ । ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ବାରିପଦା ସହର ଦେଇ ଯାଇଥିବା ୧୮ନମ୍ବର ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୋଟର ସାଇକେଲରେ ୩ ଜଣ ଯାଉଥିବା…

ଦିଲ୍ଲୀ କ୍ୟାପିଟାଲ୍ସ ଫ୍ୟାନଙ୍କ ପାଇଁ ଖୁସି ଖବର: କରୋନାରୁ ସୁସ୍ଥ ହେଲେ ଅକ୍ଷର ପଟେଲ୍

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ ଫ୍ୟାନଙ୍କ ପାଇଁ ଖୁସି ଖବର । ଖୁବଶୀଘ୍ର ଟିମକୁ ଫେରୁଛନ୍ତି ଯୁବ ଅଲରାଉଣ୍ଡର ଅକ୍ଷର ପଟେଲ । କରୋନାରୁ ସୁସ୍ଥ ହୋଇ ସେ ଦଳକୁ ଫେରୁଛନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଛି । ଗତ ଏପ୍ରିଲ ୩ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିବା ଜଣା…

କ୍ୱାରେଣ୍ଟାଇନରେ ତେଲୁଗୁ ଷ୍ଟାର୍‌ ମହେଶ ବାବୁ

ହ୍ରାଇଦ୍ରାବାଦ: କ୍ୱାରେଣ୍ଟାଇନରେ ତେଲୁଗୁ ସୁପରଷ୍ଟାର୍‌ ମହେଶ ବାବୁ। ସୂଚନା ଅନୁଯାୟୀ ତାଙ୍କ ବ୍ୟକ୍ତିଗତ ଷ୍ଟାଇଲିଷ୍ଟଙ୍କ କରୋନା ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ମହେଶ ବାବୁ ହାଇଦ୍ରାବାଦସ୍ଥିତ ନିଜ ବାସଭବନରେ ନିଜକୁ କ୍ୱାରେଣ୍ଟାଇନରେ ଅଛନ୍ତି। ରିପୋର୍ଟରୁ ଜଣାପଡିଛି ଯେ…