Latest Odisha News

BREAKING NEWS

ସୂର୍ଯ୍ୟତାପ ପାଲଟିଛି ଅଭିଶାପ, ଘରୁ ବାହାରିଲେ ପୋଡିଯାଉଛି ଚର୍ମ

ଓଡିଶା ସମ୍ବାଦ ବ୍ୟୁରୋ: ମାନବ ଜାତି ପାଇଁ ସୂର୍ଯ୍ୟତାପ ଅବା ଖରା ଖୁବ ଜରୁରୀ । ଛୋଟ ଛୁଆ ହୁଅନ୍ତୁ ଅବା ବୟସ୍କ । ବିନା ଖରାରେ ଜୀବନର କଳ୍ପନା ନିଶ୍ଚିତ ରୂପେ ଅସମ୍ଭବ । ତେବେ ଆମ ଦୁନିଆରେ ଏମିତି ଏକ ଗାଁ ରହିଛି, ଯେଉଁଠିକାର ଲୋକେ ଖରାରେ ଘରୁ ପାଦ କାଢିବାକୁ ଖୁବ ଭୟ କରନ୍ତି । ପଢିବାକୁ…

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଆସିଲା ମୋବାଇଲ ଆପ୍ ‘FFMA’

ଭୁବନେଶ୍ୱର: ଅଲିଭ ରିଡେଲ କଇଁଛଙ୍କ ସୁରକ୍ଷା ପାଇଁ ଆସିଲା ମୋବାଇଲ ଆପ୍ । ଏମ ଏସ୍ ସ୍ୱାମୀ ନାଥନ ରିସର୍ଚ୍ଚ ଫାଉଣ୍ଡେସନ ସହ ଯୋଗରେ ଓଡ଼ିଶା ସରକାର ଏହି ଆପ୍ ଲଞ୍ଚ୍ କରିଛନ୍ତି। ମୋବାଇଲ ଆପ୍ଲିକେସନ ଫିସର ଫ୍ରେଣ୍ଡ ମୋବାଇଲ ଅପ୍ଲିକେସନ 'FFMA' ରଖାଯାଇଛି । କୃଷି ଭବନରେ ଏହି ଆପର ଲୋକାର୍ପଣ…

ହିମାଚଳର ନାଲାଗାଢ଼ରେ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ୭ଶ୍ରମିକ ଗୁରୁତର

ଶିମଲା: ହିମାଚଳ ପ୍ରଦେଶର ସବୁଠାରୁ ବଡ଼ ଔଦ୍ୟୋଗିକ କ୍ଷେତ୍ର ନାଲାଗଢ଼ର ବାଗବାନିୟାସ୍ଥିତ ଶ୍ରୀନିବାସ ଫାର୍ମା ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ ହୋଇଛି। ଏଥିରେ ୭ଜଣ ଶ୍ରମିକ ଗୁରୁତର ଅଛନ୍ତି। ଶୁକ୍ରବାର ଅପରାହ୍ନ ୧ଟାରେ ବ୍ଲାଷ୍ଟ ହୋଇଛି। ଫ୍ୟାକ୍ଟ୍ରିରେ ଲୋକେ କାମ କରୁଥିବା ସମୟରେ ହଠାତ୍ ପ୍ଲାଣ୍ଟରେ…

[ଭିଡିଓ] ନିୟମ ଭାଙ୍ଗିଲେ, ଗୁଣ୍ଡିଚା ମନ୍ଦିରରେ ବାଇକରେ ପ୍ରବେଶ କଲେ ପୋଲିସ ବାବୁ

ପୁରୀ: ପୋଲିସ ଯଦି ନିୟମ ଭାଙ୍ଗେ ତେବେ କହିବେ କାହାକୁ ଶୁଣିବ କିଏ ? ପୁରୀ ଗୁଣ୍ଡିଚା ମନ୍ଦିରରେ ଜଣେ ପୋଲିସ କର୍ମଚାରୀ ଦୁଇଚକିଆ ଗାଡି ଧରି ଭିତରକୁ ପ୍ରବେଶ କରିବାର ଦୃଶ୍ୟ ସୋସିଆଲ୍ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଘଟଣାଟି ପ୍ରଘଟ ହେବା ପରେ ମନ୍ଦିରର ପବିତ୍ରତାକୁ କ୍ଷୁର୍ଣ୍ଣ…

[ଭିଡ଼ିଓ] ବାଲିଯାତ୍ରା ଆୟୋଜନ କରିବାକୁ ଅନୁରୋଧ

କଟକ : କରୋନା ଯୋଗୁ ଫିକା ପଡିଛି ସମସ୍ତ ପର୍ବ ପର୍ବାଣୀ । ଦୁର୍ଗ। ପୂଜାରୁ ନେଇ ଲକ୍ଷ୍ମୀ ପୂଜା ଯାଏଁ ସବୁଠି କଟକଣା । ଏବେ ବାଲିଯାତ୍ରା ବନ୍ଦ କରାଯିବାକୁ ଶୁଣିବାକୁ ମିଳିଥିବା ବେଳେ ସରକାରଙ୍କୁ ଅନୁରୋଧ କରିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ଗତବର୍ଷ ବାଲିଯାତ୍ରା ଆୟୋଜନ ସମ୍ପୁର୍ଣ୍ଣ…

ଆହାନଙ୍କୁ ଅକ୍ଷୟ କୁମାରଙ୍କ ପ୍ରଶଂସା; କହିଲେ…

ନୂଆଦିଲ୍ଲୀ: ସୁନୀଲ ଶେଟ୍ଟୀଙ୍କ ପୁଅ ଆହାନ ଶେଟ୍ଟୀ ପ୍ରଥମ ଥର ପାଇଁ ବଲିଉଡ୍‌ରେ ପାଦ ଦେଇଛନ୍ତି। ଅହାନଙ୍କ ପ୍ରଥମ ଡେବ୍ୟୁ ଫିଲ୍ମ ତଡପ୍‌ର ଟ୍ରେଲର ରିଲିଜ ହୋଇସାରିଛି। ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଅଭିନେତା ଅକ୍ଷୟ କୁମାର ଟ୍ୱିଟରରେ ତାଙ୍କ ବନ୍ଧୁ ସୁନୀଲ ଶେଟ୍ଟୀଙ୍କୁ ଅଭିନନ୍ଦନ…

ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ଘୋଷଣା:ଆରମ୍ଭ ହେବ ‘ହର ଘର ଦସ୍ତକ’ ଅଭିଯାନ

ଦିଲ୍ଲୀ: ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବୀୟ ବୁଧବାର ଦିନ କହିଥିଲେ, ଖରାପ ପ୍ରଦର୍ଶନ କରିଥିବା ଜିଲ୍ଲାରେ ଘର ଘର ଯାଇ କୋଭିଡ଼-୧୯ ଟିକାକରଣ ପାଇଁ ଆସନ୍ତା ମାସରେ ‘ହର ଘର ଦସ୍ତକ’ ଅଭିଯାନ ଆରମ୍ଭ କରାଯିବ। ଏହାର ଉଦ୍ଦେଶ୍ୟ…

୧୮ ବର୍ଷ ହେବ ଆଇସିସି ଇଂଭେଟରେ ନ୍ୟୁଜିଲାଣ୍ଡକୁ ହରାଇ ପାରିନି ଭାରତ

ଦୁବାଇ: ଚଳିତ ଟି୨୦ ବିଶ୍ୱକପରେ ପ୍ରଥମ ମୁକାବିଲାରେ ପାକିସ୍ତାନଠାରୁ ହାରିବା ଭାରତ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସେମି ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ବାକି ତକ ମ୍ୟାଚରେ ବିଜୟ ହାସଲ କରିବାକୁ ପଡିବ । ୩୧ ଅକ୍ଟୋବରରେ ଭାରତ ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ଭେଟିବ । ଆଇସିସି ଇଭେଂଟରେ…

ଡ୍ରାଇଭର ମହାସଂଘର ବିଶାଳ ରାଲି

ଭୁବନେଶ୍ବର: ଡ୍ରାଇଭର ମହାସଂଘର ବିଶାଳ ରାଲି । ବିଭିନ୍ନ ଦାବି ପୂରଣ ପାଇଁ ଡ୍ରାଇଭର୍ ମହାସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି । ଏନେଇ ରାଜଧାନୀରେ ଏକ ବିଶାଳ ରାଲି କରାଯାଇଛି । ନବୀନ ନିବାସ ଅଭିମୁଖେ ମହାସଂଘର ହଜାର ହଜାର ସଦସ୍ୟ ପଦଯାତ୍ରା ୧୦ ଦଫା ଦାବି  ନେଇ ରାଜରାସ୍ତାକୁ ଓହ୍ଲାଇଛି…

ବାଣ ବିକ୍ରୟ ଓ ବ୍ୟବହାର ଉପରେ ଲାଗିଲା ବ୍ୟାନ୍‌

କୋଲକାତା: ପଶ୍ଚିମବଙ୍ଗରେ ଦିୱାଲୀ, କାଳୀ ପୂଜା ଭଳି ଉତ୍ସବରେ କୌଣସି ଆତସବାଜି ହେବ ନାହିଁ। କଲିକତା ହାଇକୋର୍ଟ ରାଜ୍ୟରେ ବାଣ ଫୁଟାଇବା ଉପରେ ନିଷେଦ୍ଧାଦେଶ ଜାରି କରିଛନ୍ତି। ଏହାସହିତ ବାଣ ବିକ୍ରୟ ତଥା ବ୍ୟବହାର ଉପରେ ସମ୍ପୂର୍ଣ୍ଣ ବ୍ୟାନ୍‌ ଲଗାଇଛନ୍ତି। ଦିୱାଲି, କାଳୀ ପୂଜା, ଛଟ୍‌…