୩ ଡୋଜ୍ ଫାଇଜର ଟିକା ନେଇ ବି ଓମିକ୍ରନ୍ ଆକ୍ରାନ୍ତ ହେଲେ ବ୍ୟକ୍ତି
ମୁମ୍ବାଇ: ବିଏମ୍ସି ଏକ ବିଜ୍ଞପ୍ତିରେ କହିଛି ଯେ ଆମେରିକାରୁ ଫେରିଥିବା ୨୯ ବର୍ଷ ବୟସ୍କା ବ୍ୟକ୍ତି ଶୁକ୍ରବାର ଦିନ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଆଶ୍ଚର୍ଯ୍ୟର କଥା ହେଉଛି, ସେ ସଂକ୍ରମିତ ହେବା ପୂର୍ବରୁ ୩ ଡୋଜ ଫାଇଜର୍ ଟିକା ନେଇସାରିଛନ୍ତି।
ନଭେମ୍ବର ୯ ରେ…