Latest Odisha News

BREAKING NEWS

ଆନ୍ଧ୍ର ପୋଲିସ ନିକଟରେ ଆତ୍ମସମର୍ପଣ କଲା ଆର. ଭିନିଲ କ୍ରିଷ୍ଣାଙ୍କ ଅପହରଣର ମୁଖ୍ୟ ଅଭିଯୁକ୍ତ

ମାଲକାନଗିରି : ଆତ୍ମସମର୍ପଣ କରିଛି ମାଲକାନଗିରି ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଆର. ଭିନିଲ କ୍ରିଷ୍ଣାଙ୍କ ଅପହରଣର ମୁଖ୍ୟ ଅଭିଯୁକ୍ତ । ଆନ୍ଧ୍ର ଓଡ଼ିଶା ବର୍ଡର ଜୋନାଲ କମିଟିର ମାଓ ସମ୍ପାଦକ ଏମ. ଜଳନ୍ଧର ରେଡି ଓରଫ କ୍ରିଷ୍ଣା ଆଜି ଆନ୍ଧ୍ର ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ନକ୍ସଲ ନେତା…

ନକଲି ରେମଡେସିଭିର ବିକ୍ରି କରି ନର୍ସ ଗିରଫ

ନୂଆଦିଲ୍ଲୀ: ଲୁଣିଆ ପାଣି ଏବଂ ଆଣ୍ଟିବାୟୋଟିକ୍ ସହିତ ଖାଲି ପାତ୍ର ଭର୍ତ୍ତି କରି ନକଲି ରେମଡେସିଭିର ବିକ୍ରୟ ଅଭିଯୋଗରେ କର୍ଣ୍ଣାଟକ ପୋଲିସ ମୈସୁରୁର ଜଣେ ନର୍ସଙ୍କୁ ଗିରଫ କରିଛି। କୋଭିଡ ମାମଲା ସଂଖ୍ୟା ବୃଦ୍ଧି ହେତୁ ଜୀବନ୍ତ ସଂରକ୍ଷଣ ଔଷଧର ଚାହିଦା ବଢିବା ପରେ ପୋଲିସ ମୈସୁରୁରେ…

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ମାମଲା, ସମ୍ବଲପୁର ଜେଲ ଓ୍ବାଡର ଏବଂ ସୁରକ୍ଷା ଦାୟିତ୍ବରେ ଥିବା କନଷ୍ଟେବଲ ଗିରଫ

କଟକ: ଏସ୍‌ସିବିରୁ ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । କଟକ ଏସ୍‌ସିବି ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ହାଇଦର ଫେରାର ହେବା ଘଟଣାରେ ଆଉ ୨ ଜଣଙ୍କୁ ଗିରଫ କରିଛି କମିସନରେଟ୍‌ ପୋଲିସ । ସମ୍ବଲପୁର ଜେଲ ଓ୍ବାଡର ଏବଂ ସୁରକ୍ଷା ଦାୟିତ୍ବରେ ଥିବା କନଷ୍ଟେବଲଙ୍କୁ ଗିରଫ…

ତେଲେଙ୍ଗାନାରେ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଲାଗୁ

ତେଲେଙ୍ଗାନା: କୋଭିଡ-୧୯ ସଙ୍କଟ ଉପରେ ରାଜ୍ୟର ପ୍ରତିକ୍ରିୟାରେ ହାଇକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବାର ଗୋଟିଏ ଦିନ ପରେ ମଙ୍ଗଳବାର ଠାରୁ ତେଲେଙ୍ଗାନା ସରକାର ରାଜ୍ୟରେ ରାତ୍ରି କର୍ଫ୍ୟୁ ଲାଗୁ କରିଛନ୍ତି। ତେଲେଙ୍ଗାନାରେ ନାଇଟ୍ କର୍ଫ୍ୟୁ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଜାରି ରହିବ ଯେଉଁ…

ରାଜ୍ୟରେ ୨୯ ଯାଏଁ ଲକଡାଉନ ଘୋଷଣା

ରାଞ୍ଚି: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଝାଡଖଣ୍ଡ ସରକାର ମଙ୍ଗଳବାର ଦିନ ରାଜ୍ୟରେ ଏପ୍ରିଲ ୨୨ ତାରିଖ ସକାଳ ୬ଟାରୁ ଏପ୍ରିଲ ୨୯ ସକାଳ ୬ଟା ଯାଏଁ ଲକଡାଉନ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ ଏହି ଅବଧି ମଧ୍ୟରେ ଅତ୍ୟାବଶ୍ୟକ ସେବାକୁ ଅନୁମତି ଥିବା ବେଳେ ଧାର୍ମିକ ସ୍ଥାନ ଖୋଲା ରହିବ।…

ଛତିଶଗଡ଼ ପାଇଁ ଓଡ଼ିଶାରେ କରୋନା ବଢୁଛି: ଆଇଏଲ୍ଏସ୍ ନିର୍ଦ୍ଦେଶକ

ଭୁବନେଶ୍ୱର: ପଡୋଶୀ ଛତିଶଗଡ ପାଇଁ ଓଡିଶାରେ ମହାମାରୀ କରୋନା ବଢୁଛି ବୋଲି ମଙ୍ଗଳବାର ଦିନ କହିଛନ୍ତି ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍)। “ଓଡିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାର ଲୋକମାନେ ବାରମ୍ବାର ଛତିଶଗଡ ଯାଉଥିବା ଯୋଗୁଁ ଏଭଳି ସ୍ଥିତି ହେଉଛି। ଏପରିକି…

ଭାରତରୁ ହଂକକଂଗ ଯିବନି କୌଣସି ବିମାନ, ବିମାନ ଚଳାଚଳ ଉପରେ ରୋକ ଲଗାଇଲେ ହଂକକଂଗ ସରକାର

ନୂଆଦିଲ୍ଲୀ: ଭାରତରୁ ବିମାନ ଚଳାଚଳ ବନ୍ଦ କଲା ହଂକକଂଗ । ସମସ୍ତ ବିମାନ ଚଳାଚଳ ଉପରେ ରୋକ ଲଗାଇଛନ୍ତି ହଂକକଂଗ ସରକାର । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ ୪ ତାରିଖରେ ବିସ୍ତରା ବିମାନରେ ହଂଗ କଂଗ ଯାଇଥିବା ୪୯ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା…

ରାଜଧାନୀରେ ବଢିଲା ଅଟୋ ଭଡା

ଭୁବନେଶ୍ୱର: ଇନ୍ଧନ ମୂଲ୍ୟ ବୃଦ୍ଧି ଯୋଗୁ ଅଟୋରିକ୍ସା ଯାତ୍ରୀଙ୍କୁ ଏବେ ଦୁଇଗୁଣା ଭଡା ଦେବାକୁ ପଡ଼ିବ। ଏ ନେଇ ରାଜଧାନୀ ଅଟୋ-ରିକ୍ସା ମହାସଙ୍ଘ ଭଡା ବୃଦ୍ଧି କରିଥିବା ସୂଚନା ମିଳିଛି। ଜଣେ ଯାତ୍ରୀଙ୍କୁ ବର୍ତ୍ତମାନ ୩ କିଲୋମିଟର ମଧ୍ୟରେ ୫୦ ଟଙ୍କା ଦେବାକୁ ପଡ଼ିବ। ଏହାଛଡ଼ା ପ୍ରତି…

DL ଓ LL ଟେଷ୍ଟ ବାତିଲ, କୌଣସି ଆରଟିଓରେ ହୋଇପାରିବନି ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ କାୟା ମେଲାଇଛି କରୋନା ମହାମାରୀ । ଦିନକୁ ଦିନ ବଢୁଛି ଅକ୍ରାନ୍ତଙ୍କ ସଂଖ୍ୟା । ଓଡ଼ିଶାରେ ସଂକ୍ରମଣରେ ବ୍ରେକ ଲଗାଇବାକୁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ଲୋକଙ୍କ ସୁରକ୍ଷାକୁ ଦ୍ରୁଷ୍ଟିରେ ରଖି ଆଜି ସରକାର ଡ୍ରାଇଭିଂ ପରୀକ୍ଷାକୁ ସ୍ଥଗିତ ରଖିବାକୁ…

ରାହୁଲ ଗାନ୍ଧୀଙ୍କୁ କରୋନା

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପୂର୍ବତନ ସଭାପତି ରାହୁଲ ଗାନ୍ଧୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜକୁ କ୍ବାରେଣ୍ଟାଇନ୍‌ କରିଥିବା ଜଣାପଡ଼ିଛି। ତାଙ୍କଠାରେ ସାମାନ୍ୟ ଲକ୍ଷଣ ରହିଥିବା ଜଣାପଡ଼ିଛି। ନିକଟରେ…