Latest Odisha News

ନାଇଟ୍ କର୍ଫ୍ୟୁରେ ଜାରି ରହିବ ଶିଳ୍ପାନୁଷ୍ଠାନ

ଭୁବନେଶ୍ବର : କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠୁ ସାରା ରାଜ୍ୟରେ ଲାଗୁ ହୋଇଛି ନାଇଟ୍ କର୍ଫ୍ୟୁ । ଏହି ସମୟରେ ଲୋକଙ୍କ ଯିବା ଆସିବା ଉପରେ କଟକଣା ଲଗାଇଛି ପ୍ରଶାସନ । ତେବେ ନାଇଟ୍ କର୍ଫ୍ୟୁ ସମୟରେ ଶିଳ୍ପାନୁଷ୍ଠାନ କାର୍ଯ୍ୟ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ…

ଟସ୍ ଜିତି ମୁମ୍ବାଇର ବ୍ୟାଟିଂ ନିଷ୍ପତି

ଚେନ୍ନାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଶନିବାର ସନରଇଜର୍ସ ହାଇଦ୍ରାବାଦ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା ହେବ । ଟସ୍ ଜିତି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛି । ହାଇଦ୍ରାବାଦ କ୍ରମାଗତ ୨ଟି ମ୍ୟାଚରେ ପରାଜିତ ହୋଇଥିବାରୁ ସାମାନ୍ୟ…

ଆଜି ଭୁବନେଶ୍ବରରୁ ଚିହ୍ନଟ ହେଲେ ୪୫୧ ପଜିଟିଭ୍

ଭୁବନେଶ୍ବର : ସାରା ରାଜ୍ୟରେ କରୋନା ଆକ୍ରାନ୍ତ ବଢ଼ିବା ଏବେ ଚିନ୍ତା ବଢ଼ାଇଲାଣି । ଏହି କ୍ରମରେ ଆଜି ରାଜଧାନୀ ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୪୫୧ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୯୧ ଜଣ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସ୍ ରହିଛି ୩୬୦ । ଏନେଇ ଟତବିଟ୍ କରି ସୂଚନା ଦେଇଛି…

ଫେରିଲା ତାତି, ୪୦ ଡିଗ୍ରୀ ଉପରେ ୪ ସହର

ଭୁବନେଶ୍ବର : ରାଜ୍ୟକୁ ଫେରିଲା ତାତି । ଆଜି ପାରଦ ସାମାନ୍ୟ ବଢ଼ିଥିବା ବେଳେ, ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୪ଟି ସହର । ୪୦.୬ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ହୋଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ବାଲେଶ୍ବରରେ…

ଟ୍ବିନ୍ ସିଟିରେ ନାଇଟ୍‌ କର୍ଫ୍ୟୁ, ରାତି ୮ଟାରୁ ଦୋକାନ ବଜାର ବନ୍ଦ

ଭୁବନେଶ୍ବର : ମହାମାରୀ କରୋନା ପାଇଁ ଶକ୍ତ ହୋଇଛି ପ୍ରଶାସନ । ଆଜିଠୁ ସାରା ରାଜ୍ୟରେ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହେଉଥିବା ବେଳେ, କଟକ-ଭୁବନେଶ୍ବରରେ ଲାଗୁ ହୋଇଛି ୧୪୪ ଧାରା । ରାତି ୯ଟାରୁ ସକାଳ ୫ଟା ଯାଏଁ ୧୪୪ ଧାରା ବଳବତ୍ତର ରହିବ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର…

ମସ୍କୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବ ଓଡିଆ ସିନେମା ‘adieu Godard

ଭୁବନେଶ୍ୱର: ଚଳିତ ମାସ ୪୩ ତମ ମସ୍କୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓଡିଆ ଚଳଚ୍ଚିତ୍ର ‘ଆଡିୟୁ ଗୋଡାର୍ଡ’ ପ୍ରଦର୍ଶିତ ହେବ। ଏହି ଚଳଚ୍ଚିତ୍ର ମହୋତ୍ସବ ଏପ୍ରିଲ ୨୨ ରୁ ୨୯ ପର୍ଯ୍ୟନ୍ତ ରୁଷର ମସ୍କୋ ଠାରେ ଅନୁଷ୍ଠିତ ହେବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଯୁବ…

ପାପା ଜୋ, ନୋପୋ ଗ୍ୟାଙ୍ଗ କାର୍ତ୍ତିକଙ୍କଠାରୁ ଦୂରେଇ ରୁହ :କଙ୍ଗନା

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ‌ଙ୍କୁ ଦୋସ୍ତାନା୨ ଫିଲ୍ମରୁ ବାହାର କରି ଦିଆଯିବା ପରେ କୁଇନ କଙ୍ଗନା ରାନାୱତ ତାଙ୍କ ଷ୍ଟାଇଲରେ କରନ ଜୋହର ଏବଂ ନେପୋ କିଡ୍ସଙ୍କୁ ଟାର୍ଗେଟ କରିଛନ୍ତ । ସେ ସୋସିଆଲ ସାଇଟ୍ସରେ ଲେଖିଛନ୍ତି, କାର୍ତ୍ତିକ ନିଜ ଦକ୍ଷତାରେ ଏତେ ବାଟ ଆସି ପାରିଛନ୍ତି । ସେ ଆହୁରି…

ସରିଲା ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ରାଙ୍କ ନିର୍ବନ୍ଧ; ଖୁବ୍‌ ଶୀଘ୍ର କରିବେ ବିବାହ

ନୂଆଦିଲ୍ଲୀ: ଲୋକପ୍ରିୟ କପିଲ ଶର୍ମା ଶୋର ଚର୍ଚ୍ଚିତ ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ରାଙ୍କର ପ୍ରେମିକ ସଙ୍କେତ ଭୋସଲେଙ୍କ ସହ ନିର୍ବନ୍ଧ ହୋଇସାରିଛି। ଖୁବ୍‌ ଏହି ଯୋଡି ବିବାହ ବନ୍ଧନରେ ଆବନ୍ଧ ହେବେ। ସୁଗନ୍ଧା ଏବଂ ସାଙ୍କେତ ସୋସିଆଲ ମିଡିଆରେ ସେମାନଙ୍କ ସମ୍ପର୍କ ବିଷୟରେ ଘୋଷଣା…

ସୁଶାନ୍ତଙ୍କ ପରେ ଆଉ ଏକ ଇଂଜିନିୟରଙ୍କ ପଛରେ ପଡିଛି ବଲିଉଡର ଗଡଫାଦର ଗ୍ୟାଙ୍ଗ

ମୁମ୍ବାଇ: ଫିଲ୍ମ ପ୍ରଶଂସକଙ୍କ ଟାର୍ଗେଟରେ ଏବେ ପୁଣି ପଡିଛନ୍ତି କରନ ଜୋହର । କୌଣସି ଉପଯୁକ୍ତ କାରଣ ନ ଦର୍ଶାଇ ଦୋସ୍ତାନା୨ରୁ କାର୍ତ୍ତିକ ଆର୍ଯ୍ୟନଙ୍କ ବାହାର କରିବା ଯୋଗୁ କରନ ବିଭିନ୍ନ ମହଲରେ ସମାଲୋଚିତ ହୋଇଛନ୍ତି । ଏପରି କି ସୁଶାନ୍ତ ସିଂ ରାଜପୁତ ଯେପରି ହଇରାଣ ହେଉଥିଲେ ଏବେ…

ଲାଲ୍‌ଗଡରେ ପୁଣି ପ୍ରଜାମେଳି

ମାଲକାନଗିରି:ଲାଲ୍‌ଗଡରେ ପୁଣିଥରେ ପ୍ରଜାମେଳି । ବିଭିନ୍ନ ସମସ୍ୟାର ସମାଧାନ ସହ ନୂଆ ପଞ୍ଚାୟତ ଦାବିରେ ପ୍ରଜାମେଳି ଅନୁଷ୍ଠିତ ହୋଇଛି । ଖୁବଶିଘ୍ର ସମସ୍ୟାର ସମାଧାନ ସହ ଦାବି ପୂରଣ ନହେଲେ ଆଗାମୀ ଭୋଟ ବର୍ଜନ ପାଇଁ ଚେତାବନୀ ଦିଆଯାଇଛି