Latest Odisha News

BREAKING NEWS

କନସଲଟାନ୍ସି ନାଁରେ ଚାଲିଥିଲା ସେକ୍ସ ରାକେଟ୍ ,୪ ଯୁବତୀ ଉଦ୍ଧାର ଦଲାଲ ଗିରଫ

ଭୁବନେଶ୍ୱର : କନସଲଟାନ୍ସି ନାଁରେ ଚାଲିଥିଲା ଖୁଲମଖୁଲା ଦେହ ବ୍ୟବସାୟ । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ସତ୍ୟବିହାର ଅଞ୍ଚଳରେ ଏକ କନସଲଟାନ୍ସି ନାଁ ରେ ଚାଲିଥିଲା ଦେହ ବ୍ୟବସାୟ। ଏପରି ଅଭିଯୋଗ ପାଇବା ପରେ କମିଶନରେଟ ପୋଲିସ ଘଟଣା ସ୍ଥଳରେ ଚଢଉ କରିଥିଲା। ୪ ଜଣ ଯୁବତୀଙ୍କ ସହ ଜଣେ ଦଲାଲକୁ…

ମଗେଇଥିଲେ ଆଇଫୋନ୍‌ ଆସିଲା ସାବୁନ୍‌ ଓ ୫ ଟଙ୍କିଆ କଏନ୍‌

ନୂଆଦିଲ୍ଲୀ: କେରଳର ଆଲୁଭା ନାମକ ଜଣେ ବ୍ୟକ୍ତି ଆମାଜନରୁ ଏକ ଆପଲ୍ ଆଇଫୋନ୍ ୧୨ ଅର୍ଡର କରିଥିଲେ କିନ୍ତୁ ଆସିଥିଲା ଏକ ସାବୁନ୍ ଏବଂ  ୫ ଟଙ୍କିଆ ମୁଦ୍ରା। ଏହାସତ୍ତ୍ବେ ଆଇଫୋନ୍‌ ବାବଦକୁ ଆକାଉଣ୍ଟରୁ ନିର୍ଦ୍ଧାରିତ ଟଙ୍କା ମଧ୍ୟ କଟିଯାଇଥିବା ବ୍ୟକ୍ତି ଜଣକ କହିଛନ୍ତି। ତେବେ ଏଭଳି ଘଟଣା ପ୍ରଥମ…

ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ

ରାୟଗଡ଼ା :ବସ୍ତି ଉଚ୍ଛେଦ ପ୍ରତିବାଦରେ ରାସ୍ତାରୋକ । ରାୟଗଡ଼ାରେ ବସ୍ତି ଉଚ୍ଛେଦ ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତା ରୋକ କରାଯାଇଛି । ରାୟଗଡ଼ା ସହରର ତିନୋଟି ପ୍ରବେଶ ପଥ ସିରିଗୁଡି,ଖଲିଗୁଡାଓ ମଝିଘରିଆଣି ମନ୍ଦିର ନିକଟରେ ଥିବା ସମସ୍ତ ପ୍ରବେଶ ପଥରେ ବିଜେପି ପକ୍ଷରୁ…

ପୁଣି ସମ୍ବଲପୁର ବିଶ୍ୱବିଦ୍ୟାଳୟର ୱେବସାଇଟ୍ ହ୍ୟାକ୍

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ୱେବସାଇଟ୍ ହ୍ୟାକ୍। ଏହା ପୂର୍ବରୁ ମଧ୍ୟ ୱେବସାଇଟ୍ ହ୍ୟାକ୍ ହୋଇଥିଲା। ବିଶ୍ୱବିଦ୍ୟାଳୟ ଗ୍ରିଭାନ୍ସ ୱେବସାଇଟକୁ ହ୍ୟାକ କରିଥିଲେ ପାକିସ୍ତାନୀ ହ୍ୟାକର। ଲିଙ୍କ ଖୋଲିବା ମାତ୍ରେ କିଲର ହ୍ୟାକ୍ ବାଏ ଡ଼େଭିଲ ଲେଖା ଆସିଥିଲା। ଏହାସହ ସ୍କ୍ରିନରେ…

ଭିଜିଲାନ୍ସ ପଞ୍ଝାରେ ସିଡ଼ିପିଓ

କଳାହାଣ୍ଡି : ଭିଜିଲାନ୍ସ ଜାଲରେ ସିଡିପିଓ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସିଡିପିଓ । ସିଡିପିଓ ପୁଷ୍ପାଞ୍ଜଳି ରଥ ଲକ୍ଷେ ଟଙ୍କା ଲାଞ୍ଚ ନେବାବେଳେ ଭିଜାଲାନ୍ସ ତାଙ୍କୁ ଧରିଥିଲା । ବିର୍ସିଂ ମାଝିଙ୍କୁ ଅଙ୍ଗନବାଡ଼ି କର୍ମୀ…

ସେନା ବାହିନୀ ଦ୍ବାରା ବନ୍ଧା ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତର ଆଫ୍ରିକୀୟ ଦେଶ ସୁଦାନର ପ୍ରଧାନମନ୍ତ୍ରୀଙ୍କୁ ସେନା ବାହିନୀ ଦ୍ବାରା ଗିରଫ କରାଯାଇଛି। ସୋମବାର ସେନାର ଶତାଧିକ ଅଧିକାରୀ ଓ ଯବାନ ସୁଦାନର ପ୍ରଧାନମନ୍ତ୍ରୀ ଅବଦାଲ୍ଲା ହାମଡୋକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସୋମବାର ସକାଳେ ସାମରିକ ବାହିନୀ ତାଙ୍କ ଘରକୁ ଘେରିଯିବା…

୨୫୪ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ପୁଣି ଜବତ ହେଲା ବ୍ରାଉନସୁଗାର। ରାଜଧାନୀରେ ୨୫୪ଗ୍ରାମ ବ୍ରାଉନସୁଗାର ଜବତ ହେବା ସହ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଯବକ ଜଣକ ହେଲେ ଉତ୍ତର ପ୍ରଦେଶର ଆନନ୍ଦ କୁମାର। ସେ ବର୍ତ୍ତମାନ ଭୁବନେଶ୍ୱର କାର୍ଗିଲ ବସ୍ତିରେ ରହୁଛନ୍ତି। ସୂଚନା ଅନୁଯାୟୀ, ଏସଆଇ ଏ.କେ ବାର୍ଗେଙ୍କ…

କୁଡୁମରେ ଆନ୍ଥ୍ରାକ୍ସ ଭୟ !

କୋରାପୁଟ : ବ୍ୟାପୁଛି ଆନ୍ଥ୍ରାକ୍ସ ରୋଗ । କୋରାପୁଟ ଜିଲ୍ଲା ଲାମତାପୁଟ ବ୍ଲକ ଅନ୍ତର୍ଗତ କୁଡୁମ ଗାଁ ରେ ଆନ୍ଥ୍ରାକ୍ସ ରୋଗ ବ୍ୟାପିବାରେ ଲାଗିଛି। ଗତକାଲି ଗାଁ ରେ ଜଣେବ୍ୟକ୍ତି ଆନ୍ଥ୍ରାକ୍ସ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ଗାଁ ରେ ଦୁଇ ଜଣ ମଧ୍ୟ ଆନ୍ଥ୍ରାକ୍ସ ରୋଗରେ…

ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ବିରୁଦ୍ଧରେ ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ

କଳାହାଣ୍ଡି: ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ବିରୁଦ୍ଧରେ ଆଜି ୧୨ଘଣ୍ଟିଆ କଳାହାଣ୍ଡି ବନ୍ଦ। ପଛୁଆ ବର୍ଗ ଜାତି ସମୂହ ତରଫରୁ କଳାହାଣ୍ଡି ବନ୍ଦ ଡ଼ାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ। ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଜାତିଭିତ୍ତିକ ସଂରକ୍ଷଣକୁ ନେଇ ଚିଠା…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଚିଠି ଲାଗି ଚିଠି  ପରିସ୍ଥିତି ଦରକାର କରୁଥିବା କଥାକୁ ସଠିକ ବଖାଣି ପାରେନି ବୋଲି ଛୁଆବେଳୁ ଲେଖି ବସିଲି ଚିଠି । ରାଗି ଯାଉଥିବା ନନାଙ୍କୁ ଚିଠି , ମାଡ଼ ଦେଉଥିବା ବୋଉକୁ ଚିଠି , ଅକାରଣରେ ମାଡ଼ ଖୁଆଉଥିବା ସହପାଠୀଙ୍କୁ ଚିଠି , ପିଲାଙ୍କ କଥାରେ ମୋ ପିଠିରେ କୁଆଛୁଆ ଉଡ଼ିଗଲା ଭଳି ମାଡ଼…