Latest Odisha News

BREAKING NEWS

ଟ୍ବିନ୍ ସିଟିରେ ପୁଣି ଚାଲିବ ପିଙ୍କ୍ ଅଟୋ

ଭୁବନେଶ୍ବର : ଟ୍ବିନ୍ ସିଟିରେ ପୁଣି ଥରେ ଚାଲିବ ପିଙ୍କ ଅଟୋ । ମହିଳାଙ୍କ ସୁରକ୍ଷିତ ଯାତ୍ରାକୁ ନଜରରେ ରଖି ପୁଣି ଥରେ ଚାଲିକ ପିଙ୍କ୍ ଅଟୋ । ଏହି ପିଙ୍କ୍‌ ଅଟୋ ସେବାକୁ ପୁଣିଥରେ ଆରମ୍ଭ କରିବା ଲାଗି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ…

ଛତିଶଗଡ ସୁକୁମାରେ ପୁଣି ମାଓ ହିଂସା, ଜଣେ ଶ୍ରମିକଙ୍କୁ ତୀର ମାରି ହତ୍ୟା, ପୋଡିଦେଲେ ଦୁଇଟି ଗାଡ଼ି 

ସୁକୁମା: ଛତିଶଗଡ ସୁକୁମା ଜିଲ୍ଲାରେ ପୁଣି ମାଓ ହିଂସା । ଠିକା କମ୍ପାନୀର ଦୁଇଟି ଗାଡିକୁ ନିଆଁ ଲଗାଇ ପୋଡିବା ସହ ରାସ୍ତା କାମରେ ନିୟୋଜିତ ହୋଇଥିବା ଜଣେ ଶ୍ରମିକଙ୍କୁ ତୀର ମାରି ହତ୍ୟା କରିଛନ୍ତି ମାଓବାଦୀ । ଉନ୍ନୟନମୂଳକ କାମକୁ ବିରୋଧ କରି ମାଓବାଦୀ ହିଂସାକାଣ୍ଡ ଘଟାଇଛନ୍ତି । ସୂଚନା…

ଆସନ୍ତା ୧୭ରୁ ୨୨ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନଏସି ସଟଡାଉନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନଏସି ସଟଡାଉନ ଘୋଷଣା । ଆସନ୍ତା ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । ୧୭ ତାରିଖ ସକାଳ ୬ରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ସଟଡାଉନ ଲାଗୁ ରହିବ । ଏହି ସମୟରେ ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ରେଷ୍ଟୁରାଣ୍ଟ,…

ନଦୀରୁ ମିଳିଲା ହଜିଯାଇଥିବା ୱେଡିଙ୍ଗ୍‌ ରିଙ୍ଗ୍‌; ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆପଣଙ୍କ ର ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷଟେ ହଜିଗଲେ ଆପଣଙ୍କୁ ଲାଗେ ଯେପରି ସବୁକିଛି ହଜିଯାଇଛି। ତେବେ କାଲିଫର୍ଣ୍ଣିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଆଦାମ ପାପିନି ନାମକ ଜଣେ ବ୍ୟକ୍ତିଙ୍କ ସହ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବ୍ୟକ୍ତି ଜଣଙ୍କ…

ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ: ୧୯ରୁ ଉଚ୍ଚଶିକ୍ଷାନୁଷ୍ଠାନ ବନ୍ଦ, ହଷ୍ଟେଲ ଛାଡିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡିଚାଲିଛି । ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଗୋଟିଏ ପରେ ଗୋଟିଏ କଟକଣା ଜାରି କରାଯାଉଛି ।  ସୋମବାରଠାରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ସ୍ଥଗିତ ରଖିବାକୁ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ…

ନୂଆ ଜୀବନ ପାଇଲା ଗର୍ଭବତୀ ନାଗ ସାପ

ଭୁବନେଶ୍ୱର: ସାପ ପାଟିରେ ଲଗାଯାଇଥିଲା ରାସାୟନିକ ଅଠା । ଦୀର୍ଘ ୧ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ଖୋଲାଯାଇଥିଲା ସାପ ପାଟି । ଏଭଳି ଏକ ଅଭାବନୀୟ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ରାଜଧାନୀ ଭୁବନେଶ୍ୱର । ଗତକାଲି ରଥ ରୋଡ ବ୍ୟାଙ୍କ କଲୋନୀ ନିକଟସ୍ଥ ଗୋବିନ୍ଦେଶ୍ୱର ରୋଡରେ ଥିବା ତାରିଣୀ…

ଏହି ଦିନ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ କରିବ ମୁଭି ‘ସାଇନା’

ମୁମ୍ବାଇ: ମାର୍ଚ୍ଚ ୨୬ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ପରିଣୀତି ଚୋପ୍ରାଙ୍କ 'ସାଇନା' ଫିଲ୍ମ ଖୁବ ଶୀଘ୍ର ଆମାଜନ ପ୍ରାଇମ ଭିଡିଓରେ ରିଲିଜ କରିବ। ଭାରତୀୟ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ ସାଇନା ନେହୱାଲଙ୍କ ବାୟୋପିକ୍ ଏପ୍ରିଲ୍ ୨୩ ରେ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। ଏହି…

ଚଳିତ ବର୍ଷ ଠିକ୍ ସମୟରେ ଆସିବ ମୌସୁମୀ, ସ୍ୱାଭାବିକ ହେବ ବର୍ଷା, ପାଣିପାଗ  ବିଭାଗର ଅନୁମାନ 

ନୂଆଦିଲ୍ଲୀ: ଚଳିତ ବର୍ଷ ଠିକ୍ ସମୟରେ ଆସିବ ମୌସୁମୀ । ଏଥର ମୌସୁମୀରେ ଭଲ ବର୍ଷା ହେବ । ଏନେଇ ପୂର୍ବାନୁମାନ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଚଳିତ ବର୍ଷ ସ୍ୱାଭାବିକ ଶ୍ରେଣୀର ବର୍ଷା ୯୮ ପ୍ରତିଶତ ହେବ । ସ୍ୱାଭାବିକ ଠାରୁ ଅଧିକ ହେଲେ ଏହା ଚାଷୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହେବ…

ଆଜି ୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୟେଲୋ ୱାରିଂ ଜାରି 

ଭୁବନେଶ୍ୱର: ଆଜି ଓଡ଼ିଶାର ୮ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।  ଆଜି…

‘ଦୋସ୍ତାନା ୨’ରୁ ଆଉଟ୍‌ ହେଲେ କାର୍ତ୍ତିକ

ମୁମ୍ବାଇ: ୨୦୧୮ରେ କରଣ ଜୋହରଙ୍କ ଦୋସ୍ତାନା ୨ରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଥିବା କାର୍ତ୍ତିକ ଆର୍ଯ୍ୟନ ବର୍ତ୍ତମାନ ଫିଲ୍ମରୁ ବାହାରିଯାଇଛନ୍ତି। ତେବେ କାର୍ତ୍ତିକ ଆର୍ଯ୍ୟନଙ୍କୁ କିଏ ଏହି ଫିଲ୍ମରୁ ବାହାର କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ତାରିଖର ଧାର୍ଯ୍ୟ ନଥିବାରୁ…