Latest Odisha News

BREAKING NEWS

ମମିତା ମେହେର ହତ୍ୟା ମାମଲା: ମେହେର ସମାଜର ପଦଯାତ୍ରା ଓ ଥାନା ଘେରାଓ

ନୂଆପଡ଼ା: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା। ମମିତାଙ୍କ ପରିବାରକୁ ନ୍ୟାୟ ଦାବି ରାଜରାସ୍ତାକୁ ଓହ୍ଲାଇଛନ୍ତି ତୁକଳା ମେହେର ସମାଜ। ସମାଜ ପକ୍ଷରୁ ୧୦କିଲୋମିଟର ପଦଯାତ୍ରା କରିବା ସହ ଖଡ଼ିଆଳ ଥାନା ଘେରାଓ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି। ମମିତା…

ଲୋକକଳା ଜାଗରଣ ଓ କଳାକାର ମହାମିଳନ ଆୟୋଜିତ

ବରଗଡ଼: ବରଗଡ଼ ଜିଲ୍ଲାରେ ଲୋକକଳା ଜାଗରଣ ଓ କଳାକାର ମହାମିଳନ ଆୟୋଜିତ ହୋଇଯାଇଛି। ପ୍ରଥମେ ଏହି ଶୋଭାଯାତ୍ରା କାଳି ମନ୍ଦିରରୁ ବାହାରି ହାଟପଡ଼ା ଦୁର୍ଗା ମନ୍ଦିର ହୋଇ ସମଲେଶ୍ୱରୀ ମନ୍ଦିରର ସମସ୍ତ ଦେବାଦେବୀଙ୍କୁ ପୂଜା କରିଥିଲେ। ପରେ ଏହି ଶୋଭାଯାତ୍ରା ବରଗଡ଼ ମୁଖ୍ୟ ରାଜପଥ ଦେଇ ସୌଖିନ…

ରାଜଧାନୀରେ ଟମାଟୋ ଦର ଆକାଶଛୁଆଁ; ‌କେ.ଜିକୁ ୮୦

ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହୋଇସାରିଥିବାରୁ ପରିବା ମୂଲ୍ୟ ଆକାଶଛୁଆଁ ହୋଇଛି। ସାଧାରଣ ଲୋକଙ୍କ ପାଇଁ ବଜାରରେ ପରିବାର ଅଭାବ ଦେଖାଯାଉଥିବା ବେଳେ ଏପଟେ ଟମାଟୋର ମୂଲ୍ୟ କିଲୋ ପିଛା ୮୦ ଟଙ୍କା ଛୁଇଁଲାଣି। ରାଜଧାନୀର ଖୁଚୁରା ବଜାରରେ ଟମାଟୋ କିଲୋଗ୍ରାମ ପିଛା ୮୦ ଟଙ୍କା…

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ନୂଆ ମୋଡ; ଏନ୍‌ସିବି ନାଁରେ ଆସିଲା ଏମିତି ଅଭିଯୋଗ

ମୁମ୍ବାଇ: କ୍ରୁଜ୍‌ ଡ୍ରଗ୍ସ ପାର୍ଟି ମାମଲାରେ ଦିନକୁ ଦିନ ନୂଆ ଟ୍ବିଷ୍ଟ ଖୋଲିବାରେ ଲାଗିଛି। ଫେରାର୍‌ ହୋଇଯାଇଥିବା କିରଣ ଗୋସାୱିଙ୍କ ବଡିଗାର୍ଡ ପ୍ରଭାକର ଅଭିଯୋଗ କରିଛନ୍ତି ଯେ ଏନସିବି ତାଙ୍କୁ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଏକ ଖାଲି ପଞ୍ଚନାମା ସ୍ୱାକ୍ଷର କରିବାକୁ କହିଛି। କ୍ରୁଜ୍…

ଗଂଜେଇ ଯୋଗାଇ ଏକ ହାଇ ବଜେଟ୍ ଫିଲ୍ମରୁ ବିଦା ହେଲେ ଅନନ୍ୟା ପାଣ୍ଡେ

ମୁମ୍ବାଇ: ଗତ ଶୁକ୍ରବାର ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଚଢାଉ କରିଥିଲା ଏନ୍‌ସିବି । ଜବତ ହୋଇଥିଲା ଅନନ୍ୟାଙ୍କ ଲାପ୍‌ଟପ୍‌, ମୋବାଇଲ ଓ ଦୀର୍ଘ ୪ ଘଣ୍ଟା ଧରି ଚାଲିଥିଲା ପଚରାଉଚରା । ଶେଷରେ ଆର୍ଯ୍ୟନଙ୍କୁ ଅନନ୍ୟା ଗଂଜେଇ ଯୋଗାଇଥିବା ନେଇ ସ୍ୱୀକାର କରିବା ସହ ପ୍ରମାଣ ମଧ୍ୟ ହସ୍ତଗତ…

ଦୁବାଇରେ ଫସି ରହିଥିବା ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ୱର: ଦୁବାଇରେ ଫସିଛନ୍ତି ଅସୁସ୍ଥ ଓଡ଼ିଆ ଯୁବକ ବାଇଧର ଘଡ଼ାଇ। ପରିବାର ଲୋକ ତାଙ୍କୁ ଘରକୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓଡ଼ିଆ ଯୁବକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ କରୁଛନ୍ତି। ଏନେଇ ଦୁବାଇରେ ଅବସ୍ଥାପିତ ଭାରତୀୟ…

ପାଠକୀୟ ଆଦୃତି ହିଁ ଲେଖକର ସର୍ବଶ୍ରେଷ୍ଠ ପୁରସ୍କାର : ସୁଷମା ପରିଜା

ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଗଳ୍ପ , କବିତା , ଶିଶୁ ସାହିତ୍ୟ ରଚନା କରି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଚାଲିଥିବା ସୁଷମା ପରିଜା ଏକ ନିଆରା ବ୍ୟକ୍ତିତ୍ୱ । ତାଙ୍କ ରଚନାରେ ଥାଏ । ଅନୁଭବ ଓ ଅନୁଭୂତିର କଥା , ସମାଜର ରୀତି ନୀତି , ଓଡ଼ିଶାର ପରମ୍ପରା, ପର୍ବ ପର୍ବାଣି ତଥା…

ବିିନ୍ଦୁ ସାଗରରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଭୁୁବନେଶ୍ୱର: ଭୁବନେଶ୍ୱର ବିନ୍ଦୁ ସାଗରରୁ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ସାମନ୍ତାରାପୁରର ସାଇଶ୍ରୀ ଜ୍ୟୋତି ପ୍ରକାଶ। ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ନିଆଯାଇଛି। ବିନ୍ଦୁ ସାଗର ନିକଟରୁ ଚପଲ ଓ ସ୍କୁଟି ଜବତ କରିଛି ଲିଙ୍ଗରାଜ ଥାନା ପୋଲିସ।…

ଲୋକଙ୍କୁ ଅସୁବିଧାରେ ପକାଇବାରେ ରେକର୍ଡ ସୃଷ୍ଟି କରିଛନ୍ତି ମୋଦୀ ସରକାର; ପ୍ରିୟଙ୍କା

ନୂଆଦିଲ୍ଲୀ: ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ଦିନ କେନ୍ଦ୍ର ସରକାରଙ୍କ ଉପରେ ଭୀଷଣ ବର୍ଷିଛନ୍ତି। ସେ କରିଛନ୍ତି ଯେ ମୋଦୀ ସରକାର ଲୋକଙ୍କୁ ଅସୁବିଧାରେ ପକାଇବାରେ ରେକର୍ଡ ସୃଷ୍ଟି କରିଛନ୍ତି। ଟ୍ୱିଟରରେ କଂଗ୍ରେସ ସାଧାରଣ…

ବିବାଦ ସୃଷ୍ଟି କରୁଛି କରୱାଚୌଥ ବ୍ରତଙ୍କୁ ନେଇ ଡାବରର ବିଜ୍ଞାପନ

ନୂଆଦିଲ୍ଲୀ: କରୱାଚୌଥକୁ ନେଇ ଡାବରର ଏକ ବିଜ୍ଞାପନ ବିବାଦ ସୃଷ୍ଟି କରିଛି । ଏହି ବିବାଦୀୟ ବିଜ୍ଞାପନ ଏବେ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ସଧବା ନାରୀ ପାଇଁ ମହତ୍ୱ ରଖିଥିବା ଏହି ପର୍ବରେ ଡାବର ଦୁଇଜଣ ଯୁବତୀ ଏକତ୍ର ବ୍ରତ ପାଳନ କରୁଥିବା ଦେଖାଇଛି । ହିନ୍ଦୁ ରୀତି ନୀତିକୁ ବାରମ୍ବାର…