ଏମିତି ଏକ ସ୍କୁଲ ଯେଉଁଠି ନଦୀରେ ପହଁରି ପାଠ ପଢେଇବାକୁ ଆସନ୍ତି ଶିକ୍ଷୟିତ୍ରୀ !
ଢେଙ୍କାନାଳ: ପ୍ରଚୁର ଇଚ୍ଛା ଶକ୍ତି ଆଗରେ ସବୁକିଛି ହାର୍ ମାନିଥାଏ । ଏଇମିତି ଏକ ଉଦାହରଣ ପାଲଟିଛନ୍ତି ଢେଙ୍କାନାଳ ଜିଲ୍ଲାର ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ବିନୋଦିନୀ ସାମଲ ।
ଜିଲ୍ଲାର ଓଡ଼ପଡ଼ା ବ୍ଲକ ଅନ୍ତର୍ଗତ ରଥିପଲ୍ଲା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ୫୦ ବର୍ଷିୟା…