ମିଳିଲା ୨୭ ଶହ ବର୍ଷ ପୁରୁଣା ମଦ କାରଖାନା
ଦୋହକ୍: ମିଳିଲା ୨୭ ଶହ ବର୍ଷ ପୁରୁଣା ମଦ କାରଖାନା। ଇରାକର ପ୍ରତ୍ନତତ୍ତ୍ୱବିତ୍ମାନେ ୨୭୦୦ ବର୍ଷ ପୂର୍ବର ମଦ କାରଖାନାର ସନ୍ଧାନ ପାଇଛନ୍ତି। ଆସିରିୟାନ୍ ରାଜାମାନଙ୍କ ଶାସନ ସମୟର ଏକ ବଡ଼ ଧରଣର ମଦ କାରଖାନା ଆବିଷ୍କାର କରିବା ସହିତ ଚମତ୍କାର କଳାକୃତି ମଧ୍ୟ ଆବିଷ୍କାର କରିଥିବା ସୂଚନା…