Latest Odisha News

BREAKING NEWS

ଜମ୍ମୁ-କାଶ୍ମୀର ପୁଂଛରେ ଆତଙ୍କୀ ହମଲା: ୩ ଯବାନ ଆହାତ, ସର୍ଚ୍ଚ ଅପରେସନ ଜାରି

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଂଛରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କୀମାନେ ଆକ୍ରମଣ କରିଦେଇଥିଲେ। ଏହାର ପାଲଟା ଜବାବରେ ଆତଙ୍କୀଙ୍କ ଉପରକୁ ବି ଗୁଳିମାଡ଼ କରିଥିଲେ ସୁରକ୍ଷାକର୍ମୀ। ଏହି ଗୁଳିମାଡ଼ରେ ପୁଲିସ ଓ ସେନାଙ୍କ ୩ ଯବାନ ଆହତ ହୋଇଛନ୍ତି। ଏହାସହ ଜଣେ ଲକ୍ସର ଆତଙ୍କୀ ବି ଗୁରୁତର ଆହତ…

ବଢିବ ଦିଆସିଲି ଦାମ, ଡିସେମ୍ବରରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ୱର: ଧନୀ ହୁଅନ୍ତୁ ଅବା ମଧ୍ୟବିତ୍ତ କି ଗରିବ । ସାମାନ୍ୟ ଦିଆସିଲିର ଆବଶ୍ୟକତା ସମସ୍ତଙ୍କ ନିକଟରେ ସମାନ ମନେ ହୁଏ । ଦୈନନ୍ଦିନ ଜୀବନରେ ଦିଆସିଲିର ଖୁବ ଗୁରୁତ୍ୱ ଥିଲେ ହେଁ ଏହାର ଦାମ ପ୍ରତି କାହାରି ନିଘା ନଥାଏ । ଶେଷରେ ଆସନ୍ତା ମାସରେ ବଢିବାକୁ ଯାଉଛି ଦିଆସିଲି ଦର ।…

ଜାତୀୟ ମହିଳା ହକି : କ୍ୱାର୍ଟରରେ ଓଡିଶା

ଭୁବନେଶ୍ୱର: ଉତରପ୍ରଦେଶର ଝାନସୀରେ ଚାଲିଥିବା ୧୧ ତମ ଜାତୀୟ ସିନିୟର ମହିଳା ହକି ଟୁର୍ଣ୍ଣାମେଂଟରେ ଓଡିଶା ଦଳ ପ୍ରଭାବୀ ପ୍ରଦର୍ଶନ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଶନିବାର ଓଡିଶା ଏକ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ଛତିଶଗଡକୁ ୩-୦ ଗୋଲରେ ପରାସ୍ତ କରି ପରବର୍ତୀ ପର୍ଯ୍ୟାୟକୁ…

ଦନ୍ତା ହାତୀର ମୃତଦେହ ଉଦ୍ଧାର : ଦେଢ଼ମାସରେ ଗଲାଣି ୩ ହାତୀର ଜୀବନ

ପାଲଲହଡ଼ା: ପୁଣି ଦନ୍ତା ହାତୀର ମୃତ୍ୟୁ। ଦେଢ଼ମାସରେ ଗଲାଣି ୩ହାତୀର ଜୀବନ। ଅନୁଗୁଳ ଜିଲ୍ଲାରେ ଦୁଇ ଦିନରେ ଦୁଇ ହାତୀ ମୃତ୍ୟୁ ହୋଇଗଲାଣି। ଗତକାଲି ବିଳମ୍ବିତ ରାତିରେ କଣିହାଁ ବନାଞ୍ଚଳ ଡ଼ିହତଇଲା ନିକଟରୁ ହାତୀର ମୃତହେଦ ଉଦ୍ଧାର ହୋଇଛି। ଜନ୍ତୁ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର…

ବିଜେଡିରେ ମିଶିପାରନ୍ତି ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ନବରଙ୍ଗପୁର / ଭୁବନେଶ୍ୱର: ଗତ ସପ୍ତାହରେ କଂଗ୍ରେସ ଛାଡିଥିବା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ନିଜର ଶକ୍ତି ପ୍ରଦର୍ଶନ ପାଇଁ ଓଡିଶାର ନବରଙ୍ଗପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାର ସମ୍ଭାବନା ରହିଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ ପ୍ରଦୀପ ମାଝୀ ଅକ୍ଟୋବର ୨୮ କିମ୍ବା ୨୯ରେ ଭୁବନେଶ୍ୱରରେ…

ପୁରୁଷଙ୍କ ଲାଗି ଘାତକ ସାଜୁଛି ସ୍ପୁଟନିକ୍-ଭି ଟିକା!

ନୂଆଦିଲ୍ଲୀ: ନାମିବିଆ ଋଷର କରୋନା ଟିକା ସ୍ପୁଟନିକ୍-ଭି ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବ ବୋଲି ସୂଚନା ମିଳିଛି। ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ଏହି ସୂଚନା ଦେଇଛି। ନିକଟରେ ଦକ୍ଷିଣ ଆଫ୍ରିକା ସ୍ପୁଟନିକ୍-ଭି ଟିକାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲା। ଯାହା ପରେ ନାମିବିଆରେ ମଧ୍ୟ…

ଶାହାରୁଖ୍‌ ବିଜେପିରେ ମିଶିଲେ ଡ୍ରଗ୍ସ ବି ସୁଗାର୍‌ ପାଉଡର୍‌ ହୋଇଯିବ; ମନ୍ତ୍ରୀ ଛଗନ ଭୁଜବଲ

ବିଡ୍: କ୍ରୁଜ୍ ଡ୍ରଗ୍ସ ମାମଲାରେ ମହାରାଷ୍ଟ୍ର ମନ୍ତ୍ରୀ ଛଗନ ଭୁଜବଲ ବିଜେପିକୁ କଟାକ୍ଷ କରି କହିଛନ୍ତି ଯେ ଯଦି ଅଭିନେତା ଶାହାରୁଖ୍‌ ବିଜେପିରେ ମିଶନ୍ତି ତେବେ ଡ୍ରଗ୍ସ ସୁଗାର୍‌ ପାଉଡରରେ ପରିଣତ ହୋଇଯିବ ବୋଲି ସେ କହିଛନ୍ତି। ଗୁଜୁରାଟର ମୁନ୍ଦ୍ରା ବନ୍ଦରରେ ବହୁ ପରିମାଣର ଡ୍ରଗ୍ସ ଜବତ…

ଭାରତ ସମେତ ଆଉ ୫ ‌ଦେଶରୁ ଭ୍ରମଣ କଟକଣା ହଟାଇଲା ସିଙ୍ଗାପୁର

ସିଙ୍ଗାପୁର: ସିଙ୍ଗାପୁର ଭାରତ ସମେତ ଅନ୍ୟ ପାଞ୍ଚଟି ଦକ୍ଷିଣ ଏସୀୟ ଦେଶକୁ ଯାତ୍ରା ପ୍ରତିବନ୍ଧକ ତାଲିକାରୁ ହଟାଇ ଦେଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବୁଧବାର ଠାରୁ ବାଂଲାଦେଶ, ଭାରତ, ମିଆଁମାର, ନେପାଳ, ପାକିସ୍ଥାନ ଏବଂ ଶ୍ରୀଲଙ୍କାକୁ ୧୪ ଦିନିଆ ଟ୍ରାଭେଲ୍‌ ହିଷ୍ଟ୍ରି ଥିବା…

ରାଜ୍ୟରୁ ୪୪୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍‌। ଗତ ୨୪ ଘଣ୍ଟାରେ ରାଜ୍ୟ‌ରେ ୪୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୮ ବର୍ଷ ଭିତରେ ୭୮ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୬୦ ଜଣ ସଂକ୍ରମିତ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ୧୮୭ ଲୋକାଲ୍‌ କେସ୍‌…

କମ୍ପାନୀ, ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରୁଛି ଚୀନ୍

ୱାଶିଂଟନ୍: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ବାୟୋଟେକ୍ନୋଲୋଜି ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଭଳି ପ୍ରମୁଖ ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଚାଇନାର ସଂସ୍ଥାଗୁଡ଼ିକ ସହିତ କାର୍ଯ୍ୟ କରିବାର ବିପଦ ବିଷୟରେ ଆମେରିକାର ଅଧିକାରୀମାନେ କମ୍ପାନୀ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଚେତାବନୀ ଦେଇଛନ୍ତି।…