Latest Odisha News

BREAKING NEWS

ସୁକେଶ ଚନ୍ଦ୍ରଶେଖରଙ୍କୁ ଡେଟ୍‌ କରୁଛନ୍ତି ଜ୍ୟାକଲିନ୍‌!

ନୂଆଦିଲ୍ଲୀ: ଶୁକ୍ରବାର ଦିନ ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ପ୍ରାୟ ୭ ଘଣ୍ଟା ଧରି ଇଡି ପକ୍ଷରୁ ପଚରାଉଚରା କରାଯାଇଥିଲା। ଏହାପରେ ଏହି ମାମଲାରେ ଏକ ନୂଆ ଟ୍ବିଷ୍ଟ ଆସିଛି। ଏହି ଜେରା ପରେ ଇଡି ଅଧିକାରୀ କହିଛନ୍ତି ଯେ ସୁକେଶ ଚନ୍ଦ୍ରଶେଖର…

ଲଖିମ୍‌ପୁର ଖେରୀ ହିଂସା; ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ମୁଖ୍ୟ ଅଭିଯୁକ୍ତ ଆଶିଷ

ନୂଆଦିଲ୍ଲୀ: ଲଖିମ୍‌ପୁର ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା ଡେଙ୍ଗୁରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ସୂଚନାନୁସାରେ, ଆଶିଷଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ଜେଲ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା।…

ଆଜି “ମନ କୀ ବାତ୍‌” କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ “ମନ କୀ ବାତ୍‌” ର ୮୨ ତମ ସଂସ୍କରଣରେ ଆଜି ଦେଶକୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନରେ ପ୍ରସାରିତ ହେବ। ରେଡିଓ କାର୍ଯ୍ୟକ୍ରମ PMO ସହିତ ପିଏମ୍‌ ନରେନ୍ଦ୍ର…

ପୁଣି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ରବିବାର ଦିନ କ୍ରମାଗତ ଭାବେ ପଞ୍ଚମ ଦିନ ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ମହଙ୍ଗା ହୋଇଛି। ଅନ୍ତର୍ଜାତୀୟ ତୈଳ ମୂଲ୍ୟରେ କ୍ରମାଗତ ବୃଦ୍ଧି ପରେ ତୈଳ ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ପେଟ୍ରୋଲ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ…

ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା (୭୬)

ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୭୬ ଏବେ ଆରମ୍ଭ ହେଲା ବେଦ ,ଉପନିଷଦ ପଢା। ମାନନୀୟା ଶନ୍ନୋଦେବୀଙ୍କ ସହ ଯୋଗାଯୋଗ କରି ମାଆ ସବୁଦିନ ନେଇ ଯାଉଥିଲେ ତାଙ୍କ ପାଖକୁ। ସେ ବଡସୁନ୍ଦର ଭାବରେ ମୋ'ର ଜ୍ଞାନ ପରୀକ୍ଷା କରିନେଲେ। ବୁଝି ପାରିଲେ ମୋ' ଆଧାରଶକ୍ତିକୁ।…

ଅନୁବାଦ ଗଳ୍ପ : ଗୁଳ୍ମ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୯  ମୂଳ ପଞ୍ଜାବୀ: କୁଲୱନ୍ତ ସିଂହ ଭିର୍କ  ଏଇଟା ହେଲା ପାକିସ୍ତାନର ଘଟଣା । ପାକିସ୍ତାନ ବିଷୟର ଘଟଣା । ସେତେବେଳକୁ ପାକିସ୍ତାନ ମାତ୍ର ତିନି ଚାରିମାସ ହେବ ନୂଆକରି ସୃଷ୍ଟି ହୋଇଥାଏ । ସେଠାକାର ସବୁ ସହର,ବଜାର ଭାଙ୍ଗିରୁଜି…

କବିତା : ଓଢଣା

ଗଦାଧର ସାହୁ ଦିନେ ଥିଲା ଆମ ସମୃଦ୍ଧ ସାମାଜିକ ପରମ୍ପରାର ଶାଳୀନତା ପରଦା । କିଏ କହୁ ବା ନକହୁ ଜେଜେ ମା, ଆଈ ମା ଗୁରୁ ଗୁରୁଜନ ହେଉ କି ମାନ୍ୟଜନଙ୍କୁ ଦେଖୁ ନଦେଖୁ ମୁଣ୍ଡରେ ଦେଉଥିଲେ ନାକେ ସରିକି ହାତେ ଓଢଣା , ଏବେ ଯାହା ଅଟକିଛି ମୋ ବୋଉର ମଥାରେ । ମୋ ପାଠ ପଢୁଆ…

ଓଡ଼ିଶାକୁ ରାଜସ୍ୱ ଦେବାରେ ଜେଏସଡବ୍ଲ୍ୟୁ ଶୀର୍ଷରେ

ଭୁବନେଶ୍ୱର: ଖଣିଜ ଉତ୍ପାଦ କମ୍ପାନୀ ମଧ୍ୟରେ ଜେଏସଡବ୍ଲ୍ୟୁ ଚଳିତ ଏପ୍ରିଲରୁ ସେପ୍ଟେମ୍ବର ଭିତରେ ଓଡ଼ିଶା ସରକାରଙ୍କୁ ସର୍ବାଧିକ ରାଜସ୍ୱ ଦେଇଛି। ରାଜ୍ୟରେ ମୋଟ୧୨୯୭୬.୧୭କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିବା ବେଳେ ସେଥିରୁ କେବଳ ଜେଏସଡବ୍ଲ୍ୟୁ ୪୬.୩% ଦେଇଛି। ଏହା ପୂର୍ବରୁ ଜାନୁଆରୀରୁ…

ଓସ୍କାର ୨୦୨୨: କୁଝାଙ୍ଗଲ ଫିଲ୍ମ ହେଲା ଭାରତର ଅଫିସିଆଲ ଏଂଟ୍ରି

ନୂଆଦିଲ୍ଲୀ: ଓସ୍କାର ୨୦୨୨ ପାଇଁ ଭାରତର ଅଫିସିଆଲ ଫିଲ୍ମ ଭାବେ ତାମିଲର କୁଝାଙ୍ଗଲକୁ ଏଂଟ୍ରି ମିଳିଛି । ଲୋକପ୍ରିୟ ଅଭିନେତ୍ରୀ ନୟନତାରା ଏବଂ ବିଘ୍ନେଶ ଶିବନ ରାଉଡି ପିକ୍‌ଚର ବ୍ୟାନରରେ ଏହା ନିର୍ମିତ ହୋଇଛି । ପିଏସ ବିନୋଥରାଜ ଏହାର ନିର୍ଦ୍ଦେଶନା ଦେଇଛି । ସର୍ଦ୍ଦାର ଉଧମ, ଶେରନୀ, ତୁଫାନ…

ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମିନୁ ମମତାଜ

ମୁମ୍ବାଇ: ଆରପାରିରେ ଭେଟେରାନ ଅଭିନେତ୍ରୀ ମିନୁ ମମତାଜ । କାନାଡାରେ ମିନୁ ମମତାଜଙ୍କ ପରଲୋକ ହୋଇଯାଇଛି।୭୯ ବର୍ଷ ବୟସରେ ମିନୁଙ୍କ ପରଲୋକ ହୋଇଛି । ସେ ଦୀର୍ଘ ଦିନ ହେଲା କ୍ୟାନସରରେ ପୀଡିତ ଥିଲେ। ମିନୁଙ୍କ ଦେହାନ୍ତ ନେଇ ତାଙ୍କ ଭାଇ ଅନୱର ଅଲ୍ଲୀ ସୂଚନା ଦେଇଛନ୍ତି । ମିନୁଙ୍କ ବିୟୋଗରେ…