Latest Odisha News

BREAKING NEWS

ଦେଢ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ଥମିବାର ନା ଧରୁନି । ନିତିଦିନ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ଲାଗି ଏବେ ମାଫିଆ ମାନେ ଅଭିନବ ପନ୍ଥା ଅବଲମ୍ବନ କରୁଛନ୍ତି । ଆଜି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡାଇକ-୨ ଅଞ୍ଚଳରୁ ଗଞ୍ଜାମକୁ ବିପୁଳ ପରିମାଣର ଗଞ୍ଜେଇ ଚୋରା…

ଟି୨୦ ବିଶ୍ୱକପ କ୍ରିକେଟ: ଶେଷ ଓଭରରେ ଜିତିଲା ଅଷ୍ଟ୍ରେଲିଆ

ଆବୁଧାବି: ଟି୨୦ ବିଶ୍ୱକପ କ୍ରିକେଟର ଆଜି ଏକ ଲୋ ସ୍କୋରିଂ ରୋମାଂଚକ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ୫ ଉଇକେଟରେ ଅଷ୍ଟ୍ରେଲିଆ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୯ ଉଇକେଟ ହରାଇ ୧୧୮ ରନ କରିଥିଲା । ବିଜୟ ହାସଲ କରିବା ପାଇଁ ଅଷ୍ଟ୍ରେଲିଆକୁ ଶେଷ ଓଭର…

ଅପହୃତ ବ୍ୟକ୍ତିଙ୍କୁ ଉଦ୍ଧାର କଲା ରାୟଗଡ଼ା ପୋଲିସ

ରାୟଗଡ଼ା : ଅପହୃତ ହୋଇଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲା ରାୟଗଡ଼ା ପୋଲିସ । ରାୟଗଡ଼ା ଜିଲ୍ଲା ବିସମକଟକ ଥାନା ଅଞ୍ଚଳରୁ ସକାଳେ ଅପହୃତ ହୋଇଥିବା ବ୍ୟକ୍ତି ଜଣକ ରାୟଗଡ଼ା ଥାନା ଅଞ୍ଚଳରୁ ଉଦ୍ଧାର ହୋଇଛନ୍ତି। ଅପହୃତ ବ୍ୟକ୍ତିଙ୍କ ନାଁ ବିଦ୍ୟାଧର ପ୍ରଧାନୀ। ଆଜି ସକାଳେ ୫ଟା ବେଳେ ବିଦ୍ୟାଧର…

ମମିତା ମେହେର ହତ୍ୟାକାଣ୍ଡ ଘଟଣା: ଜୋର୍ ଧରିଲା ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି

ଭୁବନେଶ୍ୱର: ମମିତା ମେହେର ହତ୍ୟାକାଣ୍ଡ ଘଟଣା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିକୁ ଜୋରଦାର କରିଛି ପ୍ରଦେଶ କଂଗ୍ରେସ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ଦିବ୍ୟ ଶଙ୍କର ମିଶ୍ରଙ୍କ ସହ ବିଜେଡ଼ି ସରକାରର ବହୁ ନେତା ଓ ଅଧିକାରୀଙ୍କ ବିବାଦୀୟ ସଂପର୍କରେ ତଥ୍ୟ ପ୍ରମାଣ କଂଗ୍ରେସ…

ରାଜ ଠାକରେ, ମାଆ କରୋନା ସଂକ୍ରମିତ

ମୁମ୍ବାଇ: ମହାରାଷ୍ଟ୍ର ନବ ନିର୍ମାଣ ସେନାର ଅଧ୍ୟକ୍ଷ ରାଜ ଠାକରେଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ତାଙ୍କ ମାଆ କୁନ୍ଦା ଠାକରେ ମଧ୍ୟ ଏଥିରେ ସଂକ୍ରମିତ ହୋଇଥିବା ଜଣାପଡିଛି । ରାଜ ଠାକରେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ନିଜର କରୋନା ଟେଷ୍ଟ କରାଇଥିଲେ । ଏବେ ଏହି ରିପୋର୍ଟ ପଜିଟିଭ…

ପରୀକ୍ଷା ଦେଇ ମାର୍କଲିଷ୍ଟରେ ନାଁ ନାହିଁ : ତେଜୁଛି ଛାତ୍ର ଅଶାନ୍ତି

ନବରଙ୍ଗପୁର : ପ୍ରାକ୍ଟିକାଲ ପରୀକ୍ଷାକୁ ନେଇ ପୁଣି ଛାତ୍ରଛାତ୍ରୀ ଅଶାନ୍ତି। ପ୍ରାକ୍ଟିକାଲ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ କିନ୍ତୁ ମାର୍କ ଲିଷ୍ଟରେ ପ୍ରାକ୍ଟିକାଲ ପରୀକ୍ଷାରେ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବା ଲେଖାହୋଇଛିା ଏଭଳି ଅଭିଯୋଗ ଆଣିଛନ୍ତି ନବରଙ୍ଗପୁର ମଡେଲ ଡିଗ୍ରୀ କଲେଜର…

ସ୍କୁଲ ଅଧ୍ୟକ୍ଷା ମମିତା ହତ୍ୟାକାଣ୍ଡ: ମିଳିଥିବା ବ୍ୟାଗ୍‌ ମମିତାଙ୍କର ନୁହେଁ

ବଲାଙ୍ଗୀର: ବହୁ ଚର୍ଚ୍ଚିତ ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣା । ଘଟଣାରେ ଅଭିଯୁକ୍ତ ରାଧେଶ୍ୟାମ ଚଣ୍ଡିର ସ୍ତ୍ରୀ ପୁଲିସକୁ ଦେଇଥିବା ବ୍ୟାଗ୍‌ ନେଇ ଅନ୍ୟ ଏକ ଅପ୍‌ଡେଟ୍‌ ଆସିଛି। ଅଭିଯୁକ୍ତ ରାଧେ ସ୍ତ୍ରୀ ପୁଲିସକୁ ଦେଇଥିବା ବ୍ୟାଗ୍‌…

ରାୟଗଡ଼ାରେ ବଢ଼ୁଛି କରୋନା ସଂକ୍ରମଣ ,୨ ଶିଶୁଙ୍କ ସମେତ ୪୭ ସଂକ୍ରମିତ

ରାୟଗଡ଼ା : ରାୟଗଡ଼ା ଜିଲ୍ଲାରେ କାୟା ବିସ୍ଥାର କରୁଛି କରୋନା । ଧୀରେ ଧୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ରାୟଗଡ଼ା ସହର ଡିଏଫଓ ତଳିଅଞ୍ଚଳରୁ ୪୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେଥିମଧ୍ୟରୁ ୨ ଜଣ ଶିଶୁ ସଂକ୍ରମିତ ଥିବା ଜଣାପଡ଼ିଛି। ଡିଏଫଓ କଲୋନୀ ଝୋଟିଆ ସାହିରୁ…

ଟିଭିରେ ଆଲିଙ୍ଗନ ଦୃଶ୍ୟ ବ୍ୟାନ୍

ଇସଲାମାବାଦ :ଏଣିକି ଟିଭିରେ ଦେଖିପାରିବେନି ଆଲିଙ୍ଗନ ଦୃଶ୍ୟ  ।  ପ୍ରେମର  ମୁହୂର୍ତ୍ତ ହେଉ କି ବେଡ଼ରୁମର ମୁହୂର୍ତ୍ତ ଦର୍ଶକ ଦେଖିବାକୁ ପାଇବେ ନାହିଁ ।  ତେବେ ଏଭଳି ନିୟମ ପାକିସ୍ତାନରେ ଲାଗୁ ହୋଇଛି ।  ପାକିସ୍ତାନର ଟିଭି ଚ୍ୟାନେଲମାନଙ୍କରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମରେ ଅଶ୍ଳୀଳତା…

ୟୁପି ଫୈଜାବାଦ ରେଲୱେ ଷ୍ଟେସନର ନାଁ ଅଯୋଧ୍ୟା କ୍ୟାଣ୍ଟ ହେଲା ; ଯୋଗୀ ସରକାର

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୈଜାବାଦ ରେଲୱେ ଷ୍ଟେସନର ନାମ ଆଜି ପରିବର୍ତ୍ତନ କରିଛନ୍ତି।ଏହି ଷ୍ଟେସନର ପରିବର୍ତ୍ତିତ ନାଁ ଅଯୋଧ୍ୟା କ୍ୟାଣ୍ଟ ହୋଇଛି । ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଟ୍ୱିଟ ମାଧ୍ୟମରେ ସୂଚନା ପ୍ରକାଶ ପାଇଛି ।…