Latest Odisha News

BREAKING NEWS

ଅଲିମ୍ପିକ ଚାମ୍ପିୟନକୁ ହରାଇଲା ଭାରତୀୟ ହକି ଦଳ

ଭୁବନେଶ୍ୱର:ଏଫଆଇଏଚ ପ୍ରୋ ହକି ଲିଗରେ ଭାରତୀୟ ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । କ୍ରମାଗତ ଦ୍ୱିତୀୟ ଥର ଭାରତ ଅଲିମ୍ପିକ ଚାମ୍ପିୟନ ଆର୍ଜେଂଟିନାକୁ ୩-୦ ଗୋଲରେ ପରାସ୍ତ କରିଛି । ପୂର୍ବରୁ ସଂଘର୍ଷପୂର୍ଣ୍ଣ ପ୍ରଥମ ମ୍ୟାଚରେ ଭାରତ ଶୁଟଆଉଟରେ ୩-୨ ଗୋଲରେ ବିଜୟୀ ହୋଇଥିଲା ।…

ଭାରତରେ ତାଲିମ ନେବେ ଗଗନଯାନ ପାଇଁ ମନୋନୀତ ୪ ମହାକାଶଚାରୀ, ନିକଟରେ ସେମାନେ ରୁଷ୍‌ରୁ ତାଲିମ ନେଇ ଫେରିଛନ୍ତି 

ନୂଆଦିଲ୍ଲୀ: ଭାରତରେ ତାଲିମ ନେବେ ଗଗନଯାନ ପାଇଁ ମନୋନୀତ ୪ ମହାକାଶଚାରୀ । ସେମାନେ ରୁଷ୍‌ରୁ ସଫଳତାର ସହ ତାଲିମ ନେଇ ନିକଟରେ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି । ‘ଇସ୍ରୋ’ର କର୍ମଚାରୀ ଥିବା ଭାରତୀୟ ବାୟୁସେନାର ଏହି ୪ ଜଣ ଟେଷ୍ଟ୍‍ ପାଇଲଟ୍‌ ମହାକାଶଚାରୀଙ୍କ ନିମନ୍ତେ ଥିବା ମୌଳିକ ତାଲିମ ସହ…

ରାଜସ୍ଥାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ସୋମବାର ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଶୃଙ୍ଖଳିତ ଦଳ ପଞ୍ଜାବ କିଙ୍ଗ୍‌ସକୁ ଭେଟିବ । ଟସ୍ ଜିତି ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁସାମସନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ଷ୍ଟିଭ ସ୍ମିଥଙ୍କ ସ୍ଥାନରେ ସେ ଏବେ ଦଳର ନେତୃତ୍ୱ ଭାର…

ହରିଦ୍ୱାର ‘ହର୍ କି ପୋୖଡି’ରେ ଶାହୀ ସ୍ନାନ ଜାରି, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ସାଧୁଙ୍କ ସମାଗମ, କରୋନା ନେଇ ସତର୍କ…

ହରିଦ୍ୱାର: ଉତ୍ତରାଖଣ୍ଡ ହରିଦ୍ୱାରରେ ମହାକୁମ୍ଭ ମେଳା ଅବସରରେ ‘ହର୍ କି ପୋୖଡି’ରେ ଶାହୀ ସ୍ନାନ ଜାରି ରହିଛି । ଏଥିପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ କରୋନା ମହାମାରୀକୁ ଖାତିର ନ କରି ହରିଦ୍ୱାରରେ ପହଞ୍ଚିଛନ୍ତି । ଆଜି ହରିଦ୍ୱାର କୁମ୍ଭରେ ସୋମବତୀ ଅମାବାସ୍ୟାର ଦ୍ୱିତୀୟ ଶାହୀ ସ୍ନାନ…

କରୋନା ଯୋଗୁ ଚିନ୍ତାରେ ମହୁଲ ବିକାଳି

ଗରିବ ଆଦିବାସୀଙ୍କ ପେଟ ପାଟଣାର ମାଧ୍ୟମ ପାଲଟିଛି ମହୁଲ ଫୁଲ । ମହୁଲ ସିଜିନ୍ ଆସିଲେ କନ୍ଧମାଳ ଜିଲ୍ଲାରେ ଛୋଟରୁ ବଡ ସଭିଏଁ ଲାଗିପଡିଥାନ୍ତି ସଂଗ୍ରହରେ । ପୂର୍ବଥର କରୋନା ଯୋଗୁ କିଛି ଲାଭ ମିଳିନଥିବା ବେଳେ ଏଥର ବି କରୋନା ଚିନ୍ତା ବଢାଇଲାଣି । ହେଲେ ତାରି ଭିତରେ ବି ଗୁଜୁରାଣ ପାଇଁ କିଭଳି…

ଅନଲାଇନ ମାଧ୍ୟମରେ ଉତ୍କଳ ଦିବସ ପାଳିତ

ଲଣ୍ଡନ : ଓଡ଼ିଆ ସାଂସ୍କୃତିକ ସଂଘ (ଓକାଲ) ଏବଂ ଓଡ଼ିଆ ସମାଜ ୟୁ.କେ (ଓସୁକା)ର ମିଳିତ ସହଯୋଗରେ ୮୫ତମ ଉତ୍କଳ ଦିବସ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି। ଏହି  କାର୍ଯ୍ୟକ୍ରମରେ ଆୟୋଜିତ ଭର୍ଚ୍ଚୁଆଲ ସଭାରେ ଅତିଥିମାନେ ଯୋଗଦେଇ ଉତ୍କଳ ଦିବସ ପାଳନର ବିଶେଷତ୍ୱ ଏବଂ ଭବିଷ୍ୟତ ପିଢ଼ୀକୁ ଓଡ଼ିଶାର…

ଗୋଟିଏ ପରିବାରକୁ ସଂଘବଦ୍ଧ ଆକ୍ରମଣ, ୫ ଜଣ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା  ଶିଆଳି ଗାଁରେ ଅଘଟଣ । ଗୋଟିଏ ପରିବାରକୁ ସଂଘବଦ୍ଧ  ଆକ୍ରମଣ । ଘରେ ପଶି ଗାଁର ଅନ୍ୟ ଏକ ପରିବାରର ୪ ଜଣ ଲୋକ ଆକ୍ରମଣ କରିଛନ୍ତି । ଏଥିରେ ଗୋଟିଏ ପରିବାରର ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ତିନ ମହିଳା ସମେତ ୨ ପୁରୁଷ ଅଛନ୍ତି ।…

ପାଣିପାଗ ବିଭାଗର ସତର୍କ ଘଣ୍ଟି, ୨୪ ଘଣ୍ଟା ମଧ୍ୟରେ ୨୧ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ୨୧ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା । ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସତର୍କ ସୂଚନା ଜାରି ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପଶ୍ଚିମ, ଆଭ୍ୟନ୍ତର, ଦକ୍ଷିଣ ଓ ଉପକୂଳର ୨୧ଟି ଜିଲ୍ଲାରେ କାଳବୈଶାଖୀ ଜନିତ…

ରାଜ୍ୟରେ ଖରାଦିନେ ଜଳ ସଙ୍କଟ ଦୂର କରିବାକୁ ସରକାରଙ୍କ ପଦକ୍ଷେପ, ସମସ୍ତ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ  

ଭୁବନେଶ୍ବର: ରାଜ୍ୟରେ ଖରାଦିନେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଦିଏ । ପାଣିର ଅଭାବ ନେଇ ଲୋକେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଖରା ଦିନ ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ଏହାସହ ପାନୀୟ ଜଳ ସମସ୍ୟା…

ଆବଶ୍ୟକ ପଡିଲେ ହୋଇପାରେ ଲକ୍‌ଡାଉନ୍‌

କର୍ଣ୍ଣାଟକ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଡିୟୁରପ୍ପା ସୋମବାର କହିଛନ୍ତି ଯେ ଯଦି ଆବଶ୍ୟକ ପଡେ ତେବେ ରାଜ୍ୟରେ ଲକ୍‌ଡାଉନ୍‌ ହୋଇପାରେ। “ରାଜ୍ୟରେ କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଲୋକମାନେ ନିଜର ସୁରକ୍ଷା ପାଇଁ ଅଧିକ ଯତ୍ନବାନ ହେବା ଉଚିତ। ଯଦି ସେମାନେ ଧ୍ୟାନ…