ମହାରାଷ୍ଟ୍ରରେ ହୋଇପାରେ ଆଉ ଏକ ଲକ୍ଡାଉନ୍
ମୁମ୍ବାଇ: ମହାରାଷ୍ଟ୍ରରେ ଆଉ ଏକ ଲକ୍ଡାଉନ୍ ନେଇ ଏପ୍ରିଲ ୧୪ ପରେ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ରବିବାର କହିଛନ୍ତି।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋଭିଡ୍ ଟାସ୍କଫୋର୍ସର ଏକ ଭର୍ଚୁଆଲ୍ ବୈଠକ ପରେ ମନ୍ତ୍ରୀ…