Latest Odisha News

BREAKING NEWS

ମୋ କୁମାର ପୂର୍ଣ୍ଣିମା

ଲୋପାମୁଦ୍ରା ପରିଡା  "ପୁଚି ଲୋ ପୁଚି ଯା ଯା ଲୋ ଘୁଞ୍ଚି ।।" କୁନି କୁନି ପାଦ ସବୁ ଘୁଞ୍ଚି ଘୁଞ୍ଚି ଯାନ୍ତି ହସର ତାଳେ ତାଳେ । "ଠିଆ ପୁଚି ନାରଙ୍ଗ ଗୋଡ ଦିଟା ସାରଙ୍ଗ ସାରଙ୍ଗ ବଣକୁ ଯାଇଥିଲି ସାରଙ୍ଗ କୋଳି ଆଣିଥିଲି ଅଧେ କଲି କଞ୍ଚା, ଅଧେ କଲି ଭଜା ମୋ ଭଉଣୀ ରାଣୀ ଲୋ,…

୫୯ ବର୍ଷ ପୂର୍ବେ ଏହି ଦିନ ଭାରତ ସହ ବିଶ୍ୱାସଘାତକତା କରିଥିଲା ଚୀନ୍‌

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ଦିନ ଧରି ସୀମା ବିବାଦ ଲାଗି ରହିଛି। ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦ ବହୁତ ପୁରୁଣା। ୧୯୫୯ର ତିବ୍ଦତୀୟ ବିଦ୍ରୋହ ପରେ ଯେତେବେଳେ ଭାରତ ଦଲାଇ ଲାମାଙ୍କୁ ଆଶ୍ରୟ ଦେଇଥିଲା, ସେତେବେଳେ ଚୀନ୍ ଭାରତ ବିରୁଦ୍ଧରେ ଏକ ଆନ୍ଦୋଳନ ଆରମ୍ଭ କରିଥିଲା।…

ଆଜି ଆର୍ୟନଙ୍କ ଭାଗ୍ୟ ପରୀକ୍ଷା; ଆର୍ୟନଙ୍କ ସହ ଅଭିନେତ୍ରୀଙ୍କ ଚାଟ୍‌ ଦାଖଲ କଲା ଏନସିବି

ମୁମ୍ବାଇ: ଆଜି ଡ୍ରଗ୍ସ ମାମଲାରେ ଜଡ଼ିତ ଥିବା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଶୁଣାଣି ଅଛି। ଆଜି ହେବ ଆର୍ୟନଙ୍କ ଭାଗ୍ୟ ପରୀକ୍ଷା। ଆର୍ୟନଙ୍କୁ ବେଲ୍‌ ମିଳିବ ନା ଜେଲ୍‌ ସେ ନେଇ ଆଜି ନିଷ୍ପତ୍ତି ନେଇପାରନ୍ତି କୋର୍ଟ। ଏହାପୂର୍ବରୁ ନାର୍କୋଟିକ୍ସ କଣ୍ଟ୍ରୋଲ…

‘ଚନ୍ଦନଧାରା’ର ଶାରଦୀୟ ବିଶେଷାଙ୍କ ଲୋକାର୍ପିତ

ଉମରକୋଟ : କବି ହିମାଂଶୁ ଆଚାରୀଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା ରାଜ୍ୟସ୍ତରୀୟ ସାହିତ୍ୟ ପତ୍ରିକା 'ଚନ୍ଦନଧାରା'ର ଶାରଦୀୟ ବିଶେଷାଙ୍କ ସ୍ଥାନୀୟ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଉନ୍ମୋଚିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବଲ୍ଲଭ ରାଉତଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି…

‘ଅମୃତ ସନ୍ଧାନୀ ମନୋଜ’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଦିଲ୍ଲୀ ଲେଖିକା ସଙ୍ଘ ଦ୍ୱାରା ଆୟୋଜିତ , ଭୁବନେଶ୍ୱରସ୍ଥିତ ଜାତୀୟ ଅଭିଲେଖାଗାର ପରିସରରେ , ଅନିତା ପଣ୍ଡାଙ୍କ ସମ୍ପାଦିତ "ଅମୃତ ସନ୍ଧାନୀ ମନୋଜ" ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଏହି ପୁସ୍ତକଟିରେ ମନୋଜ ଦାସଙ୍କ ଜୀବନ ଓ ସାହିତ୍ୟକୁ ନେଇ ୩୯ ଜଣ ଲେଖକ ଓ ଲେଖିକାଙ୍କ ଆଲେଖ୍ୟ…

ସରକାରୀ ଟଙ୍କା ଆତ୍ମସାତ୍ ଅଭିଯୋଗରେ କେସିଅରଙ୍କୁ ଗିରଫ କଲା ପୋଲିସ୍

ନବରଙ୍ଗପୁର: ନବରଙ୍ଗପୁର ଡାବୁଗାଁ ତହସିଲଦାର ଅଫିସର କିରାଣୀ ଚନ୍ଦନା ମଣ୍ଡଳଙ୍କୁ ଗିରଫ କରିଛି ପୋଲିସ୍। ୧କୋଟି ୪୫ଲକ୍ଷ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ହୋଇଥିଲା। ଛତିଶଗଡ଼ ରାଜ୍ୟର ସୁକୁମା ଜିଲ୍ଲାରୁ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ଡାବୁଗାଁ ତହସିଲ…

ସତ ମାନିଲା ଗୋବିନ୍ଦ ! ଘଟଣାରେ ଏକାଧିକ ଲୋକ ସଂପୃକ୍ତ

ଧର୍ମଗଡ଼: ଗୋବିନ୍ଦକୁ ମାରାଥନ୍ ଜେରା । ଶେଷରେ ମମିତାଙ୍କୁ ହତ୍ୟା ନେଇ ସତ ମାନିଛି ଗୋବିନ୍ଦ ।  ମମିତାଙ୍କୁ ହତ୍ୟା କରି ଷ୍ଟାଡିୟମରେ ପୋତି ଥିବା ନେଇ ସ୍ୱୀକାର କରିଛି ଗୋବିନ୍ଦ । ହତ୍ୟା କରି ଗାତରେ ଶବକୁ ପୋଡ଼ା ଯିବା ପରେ ପୋତି ଦେଇଥିଲା । ଏନେଇ ପୋଲିସ ଆଗରେ ଦୋଷ ସ୍ୱୀକାର କରିଛି…

ଭାରତ ପକ୍ଷରୁ ସର୍ବାଧିକ ଥର ଟି୨୦ ବିଶ୍ୱକପ ଖେଳିବେ ହିଟମ୍ୟାନ !

ଦୁବାଇ: ହିଟମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ଭାରତ ପକ୍ଷରୁ ସର୍ବାଧିକ ଥର ଟି୨୦ ବିଶ୍ୱକପ କ୍ରିକେଟ ଖେଳିବାକୁ ଯାଉଛନ୍ତି । ରବିବାର ଦୁବାଇ ପଡିଆକୁ ଓହ୍ଲାଇବେ ମାତ୍ରେ ସେ ଏହି ରେକର୍ଡର ଅଧିକାରୀ ହେବେ । ରୋହିତ ଏ ପର୍ଯ୍ୟନ୍ତ ୬ ଟି୨୦ ବିଶ୍ୱକପ ଖେଳି ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ସହ…

ପାଇଖାନା ଟାଙ୍କି ସଫା କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ମୃତ

ରାୟଗଡ଼ା : ପାଇଖାନା ଟାଙ୍କି ସଫା କରିବା ହେଲା କାଳ। ନିମିଷକେ ଚାଲିଗଲା ଜୀବନ। ନିର୍ମାଣଧିନ କୋଠାର ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଟିକିରି କାଶୀପୁର ବ୍ଲକ ଶଙ୍କରଡା ପଞ୍ଚାୟତ ପଞ୍ଚାଳି ଗାଁ ରେ ଏପରି ଅଘଟଣ ଘଟିଛି।କାଶିପୁର ଏବଂ ରାୟଗଡ଼ା ଦମଦଳ ବାହିନୀ…

ଉତ୍ତରାଖଣ୍ଡ ବର୍ଷା ବିଭୀଷିକା; ମୃତ୍ୟୁସଂଖ୍ୟା ୪୬

ଡେରାଡୁନ୍‌: ଉତ୍ତରାଖଣ୍ଡରେ ବନ୍ୟା ଓ ଭୂସ୍ଖଳନ ହେତୁ ଗତ କିଛି ଦିନ ହେବ ଅନେକ ଲୋକଙ୍କ ଜୀବନ ଗଲାଣି।ଉତ୍ତରାଖଣ୍ଡରେ ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି। ଏହି ବିପର୍ଯ୍ୟୟ ହେତୁ ନେନୖତାଲ, ଆଲମୋରା ଏବଂ ଚମ୍ପାୱତ୍‌ ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ରାଜ୍ୟର ପ୍ରାକୃତିକ…