Latest Odisha News

BREAKING NEWS

ଆଜିଠାରୁ ଦେଶବ୍ୟାପୀ ୫ଦିନିଆ ଟିକା ଉତ୍ସବ, ଅଧିକରୁ ଅଧିକ ଟିକାକରଣ ଲକ୍ଷ୍ୟ

ନୂଆଦିଲ୍ଲୀ: ଆଜିଠାରୁ ଦେଶବ୍ୟାପୀ ଆରମ୍ଭ ହେଉଛି ପାଞ୍ଚ ଦିନିଆ ଟିକା ଉତ୍ସବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ଆସନ୍ତା ୧୪ ତାରିଖ ଯାଏ ଚାଲିବ । ଦେଶର ସବୁ ରାଜ୍ୟରେ ଏହି ଟିକା ଉତ୍ସବ ପାଳନ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି । ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବା ଏହି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

 ଆଜିର ରାଶିଫଳ ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ମସିହା ଅପ୍ରେଲ ୧୧ ତାରିଖ ରବିବାର ମୀନ ୨୯ ଦିନ ଚୈତ୍ର ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଆଜିର ଘାତ ବାରମେଷ ରାଶିର ଆଜିର ଘାତ ଚନ୍ଦ୍ରଧନୁ ରାଶି ପୁରୁଷ ଓ ତୁଳା ରାଶି ମହିଳାଙ୍କର ଆଜିର ନିଷେଧ…

ସାହିତ୍ୟ ଅମୃତ ତୁଲ୍ୟ : ମଞ୍ଜୁବାଳା ପଣ୍ଡା

ସମକାଳୀନ ଓଡ଼ିଆ ସାହିତ୍ୟର ଏକ ସୁପରିଚିତ ନାଁ ମଞ୍ଜୁବାଳା ପଣ୍ଡା । ପେଶାରେ ଜଣେ ଡାକ୍ତର କିନ୍ତୁ ନିଶା ସାହିତ୍ୟ ସୃଷ୍ଟି । ସାମାଜିକ ସମସ୍ୟା ଓ ତାର ସମାଧାନର ବାର୍ତ୍ତା ନେଇ ସେ ରଚନା କରିଛନ୍ତି ଅନେକ ଗପ । ସେହିପରି କବିତାର ରଚନାରେ ମଧ୍ୟ ସେ ଜିଣିପାରିଛନ୍ତି ପାଠକଙ୍କ ହୃଦୟକୁ । ଭାବ ଓ…

ଅନୁଗୁଳରୁ ବଡ଼ ଧରଣର ରାକେଟର ପର୍ଦ୍ଦାଫାଶ, ନକଲି ଡିଏଲ୍, ପ୍ୟାନ କାର୍ଡ ଜବତ

ଅନୁଗୁଳ : ଅନୁଗୁଳ ପୋଲିସକୁ ସଫଳତା । ପୋଲିସ ପଞ୍ଝାରେ ପଡ଼ିଛି ବଡ଼ ଧରଣର ରାକେଟ୍ । ନକଲି ଡ୍ରାଇଭିଂ ଲାଇସେନ୍ସ, ପ୍ୟାନ କାର୍ଡ, ଆଧାର କାର୍ଡ ଓ କୋଇଲା ଟ୍ରାଞ୍ଜିଟ ପାସ ରାକେଟର ପର୍ଦାଫାଶ କରିଛି ତାଳଚେର କୋଲିୟାରି ପୋଲିସ । ତାଳଚେର ସହରର ତିନୋଟି ଜେରକ୍ସ ଦୋକାନରେ ଏହି ନକଲି…

ଭୁବନେଶ୍ବରରୁ ୧୭୧ ନୂଆ କରୋନା ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଖ୍ୟାରେ ଦ୍ରୁତ ବୃଦ୍ଧି ଘଟୁଥିବା ବେଳେ, ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୭୧ କରୋନା ଆକ୍ରାନ୍ତ । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୪୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ, ୧୨୬ ଜଣ ଲୋକାଲ କେସ୍ । ଏନେଇ ଟ୍ବିଟ୍ କରି ସୂଚନା…

ରାଇନାଙ୍କ ଅର୍ଦ୍ଧଶତକ, ଧୋନୀ ଫେଲ୍‌: ଦିଲ୍ଲୀ ସମ୍ମୁଖରେ ୧୮୯ ରନର ଟାର୍ଗେଟ ରଖିଲା ଚେନ୍ନାଇ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଶନିବାର ଅନୁଷ୍ଠିତ ମୁକାବିଲାରେ ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ୧୮୯ ରନର ବିଜୟ ଲକ୍ଷ୍ୟ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ମୁଖରେ ରଖିଛି । ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ ।…

କୁଖ୍ୟାତ ଅପରାଧୀ ହାଇଦର ଫେରାର

କଟକ : ପୋଲିସକୁ ଚକମା ଦେଇ କୁଖ୍ୟାତ ଅପରାଧୀ ହାଇଦର ଫେରାର । କଟକ ଏସିସିବି ମେଡିକାଲରୁ ଚିକିତ୍ସାଧିନ ଅବସ୍ଥାରେ ଫେରାର ହୋଇଛି ହାଇଦର । ଏନେଇ ପୋଲିସ ଡିଜି ସ୍ପଷ୍ଟ କରିଛନ୍ତି । ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ପରେ ତାକୁ ଧରିବା ପାଇଁ ଆରମ୍ଭ ହୋଇଛି ସର୍ଚ୍ଚ ଅପରେସନ । ଏକାଧିକ…

ଭାରତ-ଚୀନ ୧୧ତମ କମାଣ୍ଡରସ୍ତରୀୟ ବୈଠକ: ସୈନ୍ୟ ଅପସାରଣ କରିବାକୁ ଡ୍ରାଗନ ମନା କଲା

ନୂଆଦିଲ୍ଲୀ: ଭାରତ-ଚୀନ ୧୧ତମ କମାଣ୍ଡରସ୍ତରୀୟ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଡ୍ରାଗନର ଏକଚାଟିଆ ନୀତି ଯୋଗୁ ବୈଠକ ବିଶେଷ ଫଳପ୍ରଦ ହୋଇ ନ ଥିଲା । ପୂର୍ବ ଲଦାଖର ଗୋଗ୍ରା ଏବଂ ହଟ ସ୍ପ୍ରିଙ୍ଗସ ସଂଘର୍ଷ ସ୍ଥାନରୁ ସୈନ୍ୟ ହଟାଇବା ପାଇଁ ଚୀନ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲା । ଲଦାଖର…

ପାଠ୍ୟ ପୁସ୍ତକରେ କପିଳଙ୍କ ସଂଘର୍ଷ କାହାଣୀ

କପିଳ ଶର୍ମା ଜଣେ ହୋଷ୍ଟ, ଆକ୍ଟର ଓ ପ୍ରଡ୍ୟୁସର । ପଂଜାବ ଅମୃତସରରେ ତାଙ୍କର ଜନ୍ମ । ୨୦୦୭ରେ ଗ୍ରେଟ ଇଣ୍ଡିଆନ୍ ଲାଫଟର ସୋ’ଅଡିଶନରେ ରିଜେକ୍ଟ ହେବା ପରେ ନିଜ କଠିନ ପରିଶ୍ରମ ବଳରେ ସଫଳତା ହାସଲ କରିଥିଲେ । ଏବେ କିଛି ପାଠ୍ୟ ପୁସ୍ତକରେ କପିଳଙ୍କ ସଂଘର୍ଷ କାହାଣୀ ପ୍ରକାଶିତ କରାଯିବ । ଯାହାକୁ…

ଫୁରସତରେ ଚା’

ଜୀବନର ବ୍ୟସ୍ତତା ଭିତରେ ଟିକେ ଫୁରସତ ଦରକାର । ଆଉ ସେହି ଫୁରସତରେ ନିହାତି ଭାବେ ନିଜକୁ ତାଜା ରଖିବା ଜରୁରୀ । ଆଉ ଏନେଇ ସକାଳ ହେଉ କି ସଂଧ୍ୟା ଦରକାର ଚା’ କପ୍‌ଟିଏ । ଆଜିକାଲି ରାସ୍ତାକଡରେ ବିଭିନ୍ନ ଟି ଷ୍ଟଲ ଗୁଡିକରେ ଭେରାଇଟି ଚା’ସବୁ ମିଳୁଛି । ହେଲେ ସେହି ଚା’ଭିତରେ ତନ୍ଦୁରୀ ,…