Latest Odisha News

BREAKING NEWS

‘ମହିମା ଧର୍ମଦର୍ଶନ ଓ ଭୀମ ଭୋଇଙ୍କ କାବ୍ୟଦୃଷ୍ଟି’ ଉପରେ କର୍ମଶାଳା

ସମ୍ବଲପୁର : ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଭୀମ ଭୋଇ ଗବେଷଣା ଚେୟାର ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟର ଅମୃତ ବିହାର ପରିସରରେ , 'ମହିମା ଧର୍ମଦର୍ଶନ ଓ ଭୀମଭୋଇଙ୍କ କାବ୍ୟଦୃଷ୍ଟି' ଶୀର୍ଷକରେ ଏକ ଚିତ୍ରକଳା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଭୀମଭୋଇ ଚେୟାର ପ୍ରଫେସର ତଥା ବିଶିଷ୍ଟ କବି…

ବିବାହ ପାଇଁ ବର ଖୋଜୁଛନ୍ତି ଏହି ୭୩ ବର୍ଷିୟା ବୃଦ୍ଧା

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି ଜଣେ ୭୩ ବର୍ଷିୟା ମହିଳାଙ୍କ ବିବାହ କରିବା ନିଶା।ମୈସୁର ଜିଲ୍ଲାରେ ରହୁଥିବା ଜଣେ ୭୩ ବର୍ଷୀୟା ମହିଳା ନିଷ୍ପତ୍ତି ନେଇଥିଲେ ଯେ ସେ କେବେ ଏକୁଟିଆ ରହିବେ ନାହିଁ। ସେ ଜଣେ ଶିକ୍ଷକ ଭାବରେ ଅବସର ନେଇଛନ୍ତି। ତେବେ ବିବାହ ପାଇଁ ମହିଳା…

ମାଲକାନଗିରିର ଏକ ଜୁନିଅର ସାଇନ୍ସ କଲେଜକୁ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ

ମାଲକାନଗିରି: ଜଣେ ଛାତ୍ର କରୋନା ପଜିଟିଭ୍ ଆସିବା ପରେ ଜିଲ୍ଲା ପ୍ରଶାସନ ଶନିବାର ଏକ ଜୁନିଅର ସାଇନ୍ସ କଲେଜକୁ ମାଇକ୍ରୋ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି। ଖବର ଅନୁଯାୟୀ, ଘଡାଇ ରେସିଡେନ୍ସିଆଲ୍ ଜୁନିଅର ସାଇନ୍ସ କଲେଜର କିଛି ଛାତ୍ରଙ୍କ ନମୁନା ପ୍ରଶାସନ ନେଇଥିଲା। ସେଥିରୁ…

ଆଇପିଏଲ: ଆଜି ଧୋନୀ ବନାମ ପନ୍ତ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ଆଜିର ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି । ମହେନ୍ଦ୍ର ସିଂ ଧୋନୀ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଋଷଭ ପନ୍ତଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ । ଅବଶ୍ୟ ଧୋନୀଙ୍କ ତୁଳନାରେ ପନ୍ତଙ୍କୁ ଏହି ମ୍ୟାଚରେ ବହୁତ…

ଗଞ୍ଜାମରୁ ୯ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ରେଞ୍ଜ ଅଧିନସ୍ଥ ବେଗୁନିଆପଡା ଅନ୍ତର୍ଗତ ଗୁରୁଝରି ଗ୍ରାମର ବାଇଆ ମୁଦୁଲିଙ୍କ କୁମ୍ଭାର ଶାଳରୁ ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି। ଏହି ଖବର ପ୍ରଚାର ହେବାପରେ ଗ୍ରାମବାସୀ ମାନେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ…

କରୋନାରେ କଂଗ୍ରେସ ବିଧାୟକଙ୍କ ମୃତ୍ୟୁ

ମହାରାଷ୍ଟ୍ର: କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଥିବା କଂଗ୍ରେସ ବିଧାୟକ ରାଓସାହେବ ଅଣ୍ଟାପୁରକରଙ୍କ ଶୁକ୍ରବାର ଦିନ ମୁମ୍ବାଇର ଏକ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ମହାରାଷ୍ଟ୍ରର ନନ୍ଦେଡ ଜିଲ୍ଲାର ଡିଗ୍ଲୁରରୁ କଂଗ୍ରେସ ବିଧାୟକ ଅଣ୍ଟାପୁରକର…

ଆଉ ୨ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୨୬କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ ମୃତ୍ୟୁସଂଖ୍ୟା ପ୍ରଥମ ଲହର ଅପେକ୍ଷା କମ୍ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୭୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା । ଆଉ ୨ କରୋନା ମୃତ୍ୟୁକୁ ମିଶାଇ ରାଜ୍ୟରେ କୋଭିଡ୍ ମୃତ୍ୟୁସଂଖ୍ୟା…

୫୦ କୋଟି ଲିଙ୍କଡିନ ୟୁଜର୍ସଙ୍କ ଡାଟା ଲିକ୍ ଅଭିଯୋଗ

ନୂଆଦିଲ୍ଲୀ: ଏକ ପେଶାଦାର ସୋସିଆଲ ନେଟୱର୍କିଂ ପ୍ଲାଟଫର୍ମ ଲିଙ୍କଡିନର ୫୦ କୋଟି ଉପଭୋକ୍ତାଙ୍କର ବ୍ୟକ୍ତିଗତ ବିବରଣୀ (ତଥ୍ୟ) ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ବିକ୍ରି ପାଇଁ ରଖାଯାଇଥିବା ଚର୍ଚ୍ଚା ହେଉଥିଲା ବେଳେ କମ୍ପାନୀ ଦାବିକୁ ଖଣ୍ଡନ କରିଛି। ଏଥିସହିତ କମ୍ପାନୀ କହିଛି ଯେ…

ଲକ୍‌ଡାଉନ୍‌ ଭୟରେ ପୁଣି ଘର ମୁହାଁ ହେଲେଣି ପ୍ରବାସୀ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ କୋଭିଡ୍-୧୯ ମାମଲାରେ ଦ୍ରୁତ ଗତିରେ ବୃଦ୍ଧି ଏବଂ ରାଜ୍ୟରେ ଲକ୍‌ଡାଉନ୍‌ର ସମ୍ଭାବନା ଥିବାରୁ ପ୍ରବାସୀମାନେ ପୁଣି ଥରେ ନିଜ ନିଜ ରାଜ୍ୟକୁ ଫେରୁଛନ୍ତି। ସୂଚନା ମୁତାବକ ଗତ ୪ରୁ୫ ଦିନ ଧରି ଅନେକ ପ୍ରବାସୀ ମହାରାଷ୍ଟ୍ର ଛାଡି ନିଜ ଭିଟାମାଟିକୁ ଫେରୁଥିବା…

କାର୍‌ ତଳୁ ଜିଅନ୍ତା କୁମ୍ଭୀର ଉଦ୍ଧାର; ଭିଡିଓ ଭାଇରାଲ୍‌

ଫ୍ଳୋରିଡା: ଇଣ୍ଟରନେଟରେ କାର୍‌ ତଳୁ ଏକ କୁମ୍ଭୀର ଉଦ୍ଧାର ଘଟଣା ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି। ହିଲ୍ସବୋରୋ କାଉଣ୍ଟି ସେରିଫ୍ କାର୍ଯ୍ୟାଳୟ ସେମାନଙ୍କ ଫେସବୁକ୍ ପେଜରେ ଏକ ଆଲିଗେଟର ଅର୍ଥାତ୍‌ ଏକ ପ୍ରକାର କୁମ୍ଭୀର ଉଦ୍ଧାର ହେବାର ଏକ ଭିଡିଓ ଅପଲୋଡ୍ କରିଛି।…