Latest Odisha News

BREAKING NEWS

କଳାହାଣ୍ଡି ଓ ନୂଆପଡ଼ା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ACS

କଳାହାଣ୍ଡି: ଛତିଶଗଡ଼ ସୀମାନ୍ତବର୍ତ୍ତୀ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ଚାଲିଛି । ନିକଟରେ କରୋନା ସ୍ଥିତି ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ପ୍ରମୁଖ ପଶ୍ଚିମ ଓଡ଼ିଶା ଗସ୍ତ କରି ସ୍ଥିତି ଅନୁଧ୍ୟାନ…

ଚିଲିକାରେ ଇରାଓ୍ବାଡି ଡ଼ଲଫିନ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର: ଗତ ବର୍ଷ ଠାରୁ ଚଳିତ ଥର ଚିଲିକାରେ ଇରୱାଡି ଡଲଫିନ୍ ସଂଖ୍ୟାରେ ବହୁ ମାତ୍ରାରେ ବୃଦ୍ଧି ଘଟିଛି। ୨୦୨୦ ରେ ୧୪୬ ରହିଥିବା ବେଳେ ୨୦୨୧ ରେ ଏହି ସଂଖ୍ୟା ୧୬୨ କୁ ବୃଦ୍ଧି ପାଇଛି। ଫେବୃଆରୀରେ ଚିଲିକା ବିକାଶ ପ୍ରାଧିକରଣ (ସିଡିଏ) ଏବଂ ଷ୍ଟେଟ ୱାଇଲ୍ଡ ଲାଇଫ ୱିଙ୍ଗ ଦ୍ୱାରା…

ରାଞ୍ଚି ସଦର ହସ୍ପିଟାଲ୍‌ର ଆଉ ୭ ଡାକ୍ତର କରୋନା ପଜିଟିଭ

ରାଞ୍ଚି: ରାଞ୍ଚିର ସଦର ଡାକ୍ତରଖାନାରେ ଆଉ ୭ ଜଣ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ସହିତ ମୋଟ ୧୨ ଡାକ୍ତର ଡାକ୍ତରଖାନାରେ ପଜିଟିଭ୍ ଚିହ୍ନଟ ହୋଇଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

ଜେଲରେ ପଶିଲା କରୋନା, ୧୬ କଏଦୀ ସଂକ୍ରମିତ

ବାରିପଦା: ଉତ୍ତର ଓଡ଼ିଶାରେ କରୋନା ସଂକ୍ରମଣ ମାମଲା ବଢ଼ୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଜେଲରେ ପଶିଛି କରୋନା । ରାଇରଙ୍ଗପୁର ଉପକାରାଗାରର ୧୬ ଜଣ ଅନ୍ତେବାସୀ କୋଭିଡ୍ ସଂକ୍ରମିତ ଟିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ୨୬ଟି ନମୁନା ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ପଠା ଯାଇଥିବା ବେଳେ…

ରାଜସ୍ଥାନର ଏହି ୧୦ଟି ସ୍ଥାନରେ ବଢିଲା ନାଇଟ୍‌ କର୍ଫ୍ୟୁ

ରାଜସ୍ଥାନ: ରାଜସ୍ଥାନ ସରକାର ଶୁକ୍ରବାର ଦିନ ୧୦ଟି ସହରାଞ୍ଚଳରେ ରାତ୍ରି କର୍ଫ୍ୟୁକୁ ଏପ୍ରିଲ ୩ ୦ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଅଜମେର, ଅଲୱାର, ଭିଲୱାରା, ଚିତ୍ତରଗଡ, ଡଙ୍ଗରପୁର, ଜୟପୁର, ଯୋଧପୁର, କୋଟା ଏବଂ ଆବୁ ରୋଡ୍‌ର ନଅଟି ସହରାଞ୍ଚଳରେ ସନ୍ଧ୍ୟା ୭ଟା ସୁଦ୍ଧା ବନ୍ଦ ହେବ। ଏହାସହ…

SCB ମେଡିକାଲ ନର୍ସିଂ କଲେଜ ଅନ୍ୟାଦେଶ ଯାଏ ବନ୍ଦ

କଟକ: ଏସସିବି ମେଡିକାଲ ନର୍ସିଂ କଲେଜ ବନ୍ଦ । ଅନ୍ୟାଦେଶ ଯାଏ ବନ୍ଦ ରହିବ । କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ନିର୍ଦ୍ଦେଶରେ ବନ୍ଦ ରହିବ ନର୍ସିଂ କଲେଜ । ଆଜି ସଂଧ୍ୟା ୫ଟା ସୁଦ୍ଧା ହଷ୍ଟେଲ ଛାଡ଼ିବାକୁ ଅନ୍ତେବାସୀଙ୍କୁ…

ଆରଏସଏସ୍ ମୁଖ୍ୟ ମୋହନ ଭଗବତଙ୍କୁ କରୋନା, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘର ମୁଖ୍ୟ ମୋହନ ଭଗବତ ଶୁକ୍ରବାର ଦିନ କୋଭିଡ -୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତାଙ୍କୁ ନାଗପୁରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ନେଇ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ରାଷ୍ଟ୍ରିୟ ସ୍ବୟ ସେବକ ସଂଘର ମୁଖ୍ୟ ମୋହନଜୀ ଭଗବତ ଜୀ କରୋନା…

୭୦ ଦିନରେ ରାଜ୍ୟରେ ଦିଆଯାଇଛି ୪୦ ଲକ୍ଷ ଡୋଜ୍ ଟିକା

ଭୁବନେଶ୍ୱର: ଜାନୁଆରୀ ୧୬ ରାଷ୍ଟ୍ରୀୟ ଟିକାକରଣ ଦିବସରୁ ଆରମ୍ଭ ହୋଇଥିବା ଟିକାକରଣ ରାଜ୍ୟରେ ଜାରି ରହିଛି । ଏପ୍ରିଲ୍ ୯ ସୁଦ୍ଧା ୭୦ ଦିନ ଭିତରେ ଓଡ଼ିଶା ୪୦ ଲକ୍ଷ ଡୋଜ୍ କୋଭିଟ୍ ଟିକା ଦେଇଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେବା ସହ ଏଥିପାଇଁ…

ଚିନ୍ତା ବଢ଼ାଉଛି ସଂକ୍ରମଣ, ୨୪ ଘଣ୍ଟାରେ ୧ ଲକ୍ଷ ୪୫ ହଜାର ପଜିଟିଭ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ସର୍ବାଧିକ…

କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୪ ମୃତ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁର ସହରର ୱେଲଟ୍ରିଟ୍ କୋଭିଡ୍ ହସ୍ପିଟାଲରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ କିଛି ଜଣ ଆହତ ହୋଇଛନ୍ତି । ଏହାକୁ ନେଇ ଶୋକବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ…