Latest Odisha News

BREAKING NEWS

୨୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ବି ଶୀଘ୍ର ଦିଆଯାଉ କରୋନା ଟିକା: ସରକାରଙ୍କୁ ସୋନୁଙ୍କ ଅପିଲ

ମୁମ୍ବାଇ: ଦେଶରେ କରୋନା ପୁଣି କାୟା ବିସ୍ତାର କରୁଛି । ଦିନକୁ ଦିନ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଟେନସନ ଦେଉଛି । ମୁମ୍ବାଇ ଓ ଦିଲ୍ଲୀରେ କରୋନା ସ୍ଥିତି ଭୟଙ୍କର । ଦେଶରେ କରୋନାକୁ ନିୟନ୍ତ୍ରଣକୁ ଆଣିବାକୁ ଟୀକାକରଣ ଜାରି ରହିଛି ।  ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯାଉଛି ।…

ଛତିଶଗଡ଼ ବଢ଼ାଇଛି ଓଡ଼ିଶାର ଏହି ପାଞ୍ଚ ଜିଲ୍ଲାରେ କରୋନା ଟେନସନ୍, ସ୍ଥିତି ଗମ୍ଭୀର

ଭୁବନେଶ୍ୱର: ଓଡ଼ିଶାକୁ ପଡ଼ୋଶୀ ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣ ଭୟ । ସେସବୁ ରାଜ୍ୟରେ ବ୍ୟାପୁଛି । ଓଡ଼ିଶାର ସୀମାନ୍ତ ଜିଲ୍ଲାରେ ବଢୁଛି । ବିଶେଷ କରି ଛତିଶଗଡ଼ ସୀମାକୁ ଲାଗିଥିବା ଜିଲ୍ଲାରେ ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢୁଛି । ସୁନ୍ଦରଗଡ଼ରେ ୫୦ରୁ ଶହେ ପରେ ଆଜି ଆକ୍ରାନ୍ତଙ୍କ…

ନ୍ୟୁୟର୍କରେ ଶୁଭିବ ପ୍ରିୟବ୍ରତ ପାଣିଗ୍ରାହୀଙ୍କ ସଙ୍ଗୀତ

ବଲାଙ୍ଗୀର : ଆନ୍ତର୍ଜାତିକ ସଙ୍ଗୀତ ନିର୍ଦ୍ଦେଶକ ତଥା ବଲାଙ୍ଗୀର ମାଟିର ପୁଅ ପ୍ରିୟବ୍ରତ ପାଣିଗ୍ରାହୀ, ଷ୍ଟାରଶେଫ ତଥା ଫିଲ୍ମ ନିର୍ଦ୍ଦେଶକ ବିକାଶ ଖନ୍ନାଙ୍କ ସାଂସ୍କୃତିକ ଅନୁଷ୍ଠାନ ବାଇଣ୍ଡର ତରଫରୁ ନ୍ୟୁୟର୍କରେ ଆୟୋଜିତ ହେବାକୁ ଥିବା 'ଟ୍ରିବ୍ୟୁଟ ଟୁ ଲତା ମଙ୍ଗେସକର' ସଙ୍ଗୀତ…

ଅଲିଭା ସ୍ୱାକ୍ଷର

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ଗାଁ ସ୍କୁଲରେ ମୁଁ ତୃତୀୟ ଶ୍ରେଣୀରେ ପଢୁଥାଏ । ଆମ ଗାଁର ଆଖପାଖ ଗାଁରେ ଆଉ କୌଣସି ପ୍ରାଥମିକ ବିଦ୍ୟାଳୟ ନଥିଲା ସେତେବେଳେ । ସେଥିପାଇଁ ପ୍ରାୟ ପାଞ୍ଚ ଛଅ ଖଣ୍ଡ ଗାଁର ପିଲାମାନେ ବି ଆମ ଗାଁ ସ୍କୁଲରେ ଆମ ସହିତ ପଢୁଥିଲେ । କିଏ…

କୋଭିଡ୍ ନିୟମ ଉଲ୍ଲଂଘନ କରି ତଣ୍ଡ ଗଣିଲେ, ଦିନକରେ ଓଡ଼ିଶାରୁ ୩୦ଲକ୍ଷ ଫାଇନ୍ ଆଦାୟ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ଏନଫୋର୍ସମେଣ୍ଟକୁ କଡ଼ାକଡ଼ି କରିଛି ପୋଲିସ । ରାଜ୍ୟବ୍ୟାପୀ ୧୦ ଦିନିଆ ସ୍ପେଶାଲ୍ ଡ୍ରାଇଭ୍ ଚାଲିଛି । ଅମାନିଆଙ୍କୁ ସାବାଡ କରୁଛି ପୋଲିସ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ରେକର୍ଡ ଫାଇନ୍ ଆଦାୟ ହୋଇଛି । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୩୦ଲକ୍ଷ ୫୯…

ଆଲିଆଙ୍କ ଟଲିଉଡ୍‌ ଫ୍ୟାନ୍ସଙ୍କ ମନ ମୋହୁଛି ‘ଗଙ୍ଗୁବାଇ କାଥିଆୱାଡି’ର ତେଲୁଗୁ ଟିଜର

ନୂଆଦିଲ୍ଲୀ: ଏପ୍ରିଲ୍ ୯ରେ, ଆଲିଆ ଭଟ୍ଟଙ୍କ 'ଗଙ୍ଗୁବାଇ କାଥିଆୱାଡି' ତେଲୁଗୁ ଟିଜର ବଡ ପରଦାରେ ମୁକ୍ତିଲାଭ କରିଛି। ତେଲୁଗୁ ଅଭିନେତା ପୱନ କଲ୍ୟାଣ ଏବଂ ଟଲିଉଡର ପ୍ରଶଂସକମାନେ ଏହି ଫିଲ୍ମର ଟିଜରକୁ ବେଶ୍‌ ପ୍ରଶଂସା କରିଛନ୍ତି। ମୁମ୍ବାଇର ହୁସେନ୍ ଜାଇଦିଙ୍କ ପୁସ୍ତକ ମାଫିଆ କୁଇନ୍ସ ଉପରେ…

ବିନା ଭକ୍ତରେ ହେବ ଚଳିତ ବର୍ଷର ରୁକୁଣା ରଥଯାତ୍ରା, ଏସଓପି ଜାରି କଲା ବିଏମ୍‌ସି

ଭୁବନେଶ୍ୱର: ଚଳିତବର୍ଷ ବିନା ଭକ୍ତରେ ଗଡ଼ିବ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ । ଏନେଇ ବିଏମସି ପକ୍ଷରୁ ଅନୁମତି ଦିଆଯାଇଛି । ଅଶୋକାଷ୍ଟମୀରେ ହେବାକୁ ଥିବା ରୁକୁଣା ରଥ ଯାତ୍ରାରେ କୌଣସି ଶ୍ରଦ୍ଧାଳୁ ସାମିଲ୍ ହେବେ ନାହିଁ । କେବଳ ସେବାୟତଙ୍କୁ ନେଇ ରୁକୁଣା ରଥ ଯାତ୍ରା ସମ୍ପନ୍ନ ହେବ ବୋଲି…

ଟିକା ନେଲେ ବି ହୋଇପାରେ କରୋନା, ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ବଡ଼ ବୟାନ

ଭୁବନେଶ୍ୱର: କୋଭିଡ୍ ଟିକା ନେଇଥିଲେ ବି ଆପଣ ସଂକ୍ରମିତ ହୋଇପାରନ୍ତି । ଟିକା ନେଲେ ବି କରୋନା ସମ୍ଭାବନା ରହିଛି । ଏଭଳି ସତର୍କ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଟିକା ରୋଗୀଙ୍କୁ ଗୁରୁତର ହେବାରୁ ରୋକିବ । ଏବେ ରାଜ୍ୟରେ…

କୋଭିଡ୍ ନିୟମ ଉଲ୍ଲଂଘନ କରିବାରୁ ସିନେମା ହଲ୍ ସିଲ୍

ରାୟଗଡ଼ା: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିବା ବେଳେ କୋଭିଡ୍ ନିୟମ ପାଳନ ପାଇଁ ବାରମ୍ବାର ପ୍ରଶାସନ ଅନୁରୋଧ କରୁଛି । ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ମୁଖ୍ୟତଃ ବଜାର, ସପିଂ ମଲରେ ଏହାର ଉଲ୍ଲଂଘନ ହେଉଥିବା ଦେଖିବାକୁ ମିଳିଛି ।…

ଅପରାହ୍ଣ ୪ଟାରେ ରାଜ୍ୟବାସୀଙ୍କୁ କି ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ ?

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ଚଳିତବର୍ଷ ରେକର୍ଡ କରିଛି । ଦିନକରେ ୮ଶହରୁ ସଂଖ୍ୟା ୧୨ ଶହ ଡେଇଁଗଲା । ସଂକ୍ରମଣ ଉପରମୁହାଁ ହୋଇଥିବା ବେଳେ ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ଣ ୪ଟାରେ ଭିଡିଓ ବାର୍ତ୍ତା ଦେବେ । ବର୍ଦ୍ଧିତ…