Latest Odisha News

BREAKING NEWS

ଦିଦି ଏଥର ନିର୍ବାଚନ କମିଶନଙ୍କ ଉପରେ ରାଗିଲେ !

କୋଲକାତା:ପଶ୍ଚିମବଙ୍ଗ ନିର୍ବାଚନରେ ମୁସଲମାନ ଭୋଟରଙ୍କୁ ଏକତ୍ର ହେବା ପାଇଁ କହି ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୂଖ୍ୟ ମମତା ବାନାର୍ଜୀ ଅଡୁଆରେ ପଡିଛନ୍ତି । ତାଙ୍କୁ ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ ଜାରୀ କରାଯାଇଛି । ତେବେ ଦିଦି ତାଙ୍କ ତ୍ରୁଟି ସୁଧାରିବା ବଦଳରେ ନିର୍ବାଚନ…

ରାଜ୍ୟରୁ ସୁସ୍ଥ ହେଲେ ୨୨୮ କରୋନା ପଜିଟିଭ୍

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ଆଜି ସୁସ୍ଥ ହୋଇଛନ୍ତି ଆଉ ୨୨୮ ଜଣ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ନୂଆପଡ଼ାରୁ ସର୍ବାଧିକ ୪୦ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୩୪ ଜଣ, ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ୨୬…

ମିଶନ ଶକ୍ତିକୁ ମିଳିବ ଅବ୍ୟବହୃତ ସରକାରୀ ସମ୍ପତ୍ତି

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ମାନଙ୍କରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା, ବ୍ଳକ ଓ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦିଆଯିବ । ଦୁଇ ମାସ ମଧ୍ୟରେ ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ହସ୍ତାନ୍ତର କରିବା…

ଜ୍ଞାନ ପଟ୍ଟନାୟକ ‘ଓସା’ ର ସଭାପତି ନିର୍ବାଚିତ

ଚିକାଗୋ : ବିଶିଷ୍ଟ ଆଇ. ଟି . ବିଶେଷଜ୍ଞ ଜ୍ଞାନ ପଟ୍ଟନାୟକ 'ଓଡ଼ିଶା ସୋସାଇଟି ଅଫ ଆମେରିକାଜ' ( ଓସା)ର ନୂଆ ସଭାପତି ପଦରେ ନିର୍ବାଚିତ ହୋଇଛନ୍ତି। ଅନଲାଇନରେ ଅନୁଷ୍ଠିତ ଏହି ବହୁ ଚର୍ଚ୍ଚିତ ନିର୍ବାଚନରେ ଶ୍ରୀ ପଟ୍ଟନାୟକ ନିଉ ଇଂଲଣ୍ଡ ସ୍ଥିତ ସୌର ମହାପାତ୍ରଙ୍କୁ ପରାସ୍ତ କରି ବିଜୟୀ…

ଦିନ ଦିପହରରେ ବ୍ୟାଙ୍କ ସମ୍ମୁଖରୁ ଲୁଟ୍‌

ସଇଁତଳା:ବ୍ୟାଙ୍କ୍ ସମ୍ମୁଖରୁ ଲୁଟ୍‌ପାଟ । ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ବେଳେ କିଛି ଦୁର୍ବୃତ୍ତ ଦେଢଲକ୍ଷ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତି । ସିସିଟିଭି ଫୁଟେଜରୁ ସମସ୍ତ ଲୁଟ୍‌ର ଚିତ୍ର ସ୍ପଷ୍ଟ ହୋଇଛି । ଘଟଣା ଘଟିଛି ସଇଁତଳା ଶାସ୍ତ୍ରୀ ଛକ ନିକଟରେ ।…

ପିପିଲି ପାଇଁ ସବୁ ‘ଫୁ’

ଆଗକୁ ପିପିଲି ନିର୍ବାଚନ । ଆଉ ଏପଟେ ରାଜ୍ୟରେ କରୋନାର ଦ୍ୱିତୀୟ ଲହରକାୟା ବିସ୍ତାର କରିବାକୁ ଲାଗିଲାଣି. ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନଗୁଡିକରୁ କରୋନାରେ କବଳିତ ଲୋକଙ୍କ ସଂଖ୍ୟା ବଢ଼ିଲାଣି । ପୁଣି ଥରେ ନିଦ ହଜେଇବାକୁ ସଜବାଜ ହେଇ କରୋନା ଭୁତାଣୁ ଆସିଗଲାଣି ବୋଲି କହିଲେ ଅତ୍ୟୁକ୍ତି…

ବିଚ୍ ବଜାରରେ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା, ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲେ ଯୁବକ

ସଇଁନ୍ତଳା : ଦିବାଆଲୋକରେ ବିଚ୍ ବଜାରରେ ଦେଢ ଲକ୍ଷ ଟଙ୍କା ଲୁଟ । ଟିଟିଲାଗଡ଼ ଶାସ୍ତ୍ରୀ ଛକ ନିକଟସ୍ଥ ଷ୍ଟେଟ ବ୍ୟାଙ୍କ ବଜାର ଶାଖା ସମ୍ମୁଖରେ ଦୁଇ ଜଣ ଦୁର୍ବୁତ୍ତ ଟଙ୍କା ଲୁଟ କରିଛନ୍ତି । ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଇଥିବା ଜଣେ ଯୁବକଙ୍କଠାରୁ ଲୁଟ ହୋଇଛି । ଏନେଇ ଟିଟିଲାଗଡ ଥାନାରେ…

ଜିତେନ୍ଦ୍ର ପଟ୍ଟନାୟକଙ୍କ ପୁସ୍ତକ ‘ଡଙ୍ଗରାନ କୁଆଁ’, ଲୋକାର୍ପିତ କଲେ ରାଜ୍ୟପାଳ

ଭୁବନେଶ୍ୱର: ଜିତେନ୍ଦ୍ର ପଟ୍ଟନାୟକଙ୍କ ଆଦିବାସୀ ପୁସ୍ତକ 'ଡଙ୍ଗରାନ କୁଆଁ' ଲୋକାର୍ପିତ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ପୁସ୍ତକକୁ ଲୋକାର୍ପିତ କରିଛନ୍ତି I ନିୟମଗିରି ପାର୍ବତ୍ୟାଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ଜୀବନ ସଂସ୍କୃତି ଓ ସଂଘର୍ଷ ଉପରେ ଏହି…

ଆଜି ରାଜ୍ୟର ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ବୈଠକ: ସାମିଲ ହେବେନି ମମତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆଜି ସନ୍ଧ୍ୟାରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଡାକିଛନ୍ତି । ଦେଶରେ କରୋନା ମହାମାରୀର ଭୟଙ୍କର ସ୍ଥିତି ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି ଭିଡିଓ କନଫରେନସିଂ ଜରିଆରେ ଆଲୋଚନା କରିବେ । ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

କରୋନାରେ ସଂକ୍ରମିତ ହେଲେ ଅଭିନେତ୍ରୀ ନଗମା, ନେଇଥିଲେ ଭ୍ୟାକ୍ସିନ୍ 

ମୁମ୍ବାଇ: ଅଭିନେତ୍ରୀ ତଥା ରାଜନେତା ନଗମା କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ଏନେଇ ସେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । କିଛି ଦିନ ପୂର୍ବରୁ ନଗମା କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ । କରୋନା ସଂକ୍ରମିତ ହେବା ପରେ ସେ ନିଜକୁ ହୋମ…