Latest Odisha News

BREAKING NEWS

ଭଲ ମଣିଷ ହେବାକୁ ପ୍ରତିଶ୍ରୁତି ଦେଲେ ଆର୍ୟନ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନ୍‌ ଖାନ ଏବେ ଜେଲ୍‌ରେ ଅଛନ୍ତି। ମୁମ୍ବାଇ ସେସନ୍‌ କୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଶୁଣାରିକୁ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଏହାରି ଭିତରେ ଆର୍ୟନ୍‌ଙ୍କୁ…

ମହାଆଳତୀ ମାଧ୍ୟମରେ ସଚେତନତା ସୃଷ୍ଟି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତେନ୍ତୁଳିଘାଟରେ ଲଙ୍କେଶ୍ୱରୀ କମିଟି ପକ୍ଷରୁ ମହାଆଳତୀ କରାଯାଇଛି। ପବିତ୍ର ମହାଳୟାରୁ ଏହି ମହାଆଳତୀ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ପୂର୍ଣ୍ଣମୀ ଦିନ ଏହା ଶେଷ ହେବ। ମହାନଦୀକୁ ସ୍ୱଚ୍ଛ ରଖିବା ସହିତ କରୋନା ମହାମାରୀକୁ ଦୂର କରିବାକୁ ଏକ ଅଭିନବ…

୧୦୦ ଟପିଲା ଟମାଟୋ ଦର

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ, ଇନ୍ଧନ ଗ୍ୟାସ ସହିତ ଏବେ ଟମାଟୋ ଏବଂ ପିଆଜର ମୂଲ୍ୟ ମଧ୍ୟ ଆକାଶଛୁଆଁ ହେଉଛି। ୧୦୦ ଟପିଛି ଟମାଟୋ ଦର। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଖାଉଟି। ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟର ୱେବସାଇଟ୍ ଅନୁଯାୟୀ ଆଜି ଟମାଟୋର ଖୁଚୁରା ମୂଲ୍ୟ କିଲୋଗ୍ରାମ ପିଛା…

ମହିଳା ହକି ଇଣ୍ଡିଆ ପ୍ରତିଯୋଗିତା: ୨୧ରୁ ୩୧ସିନିଅର, ୨୦ରୁ ୨୯ ଜୁନିଅର

ଭୁବନେଶ୍ୱର: ଏକାଦଶତମ ହକି ଇଣ୍ଡିଆ ବରିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଉତ୍ତର ପ୍ରଦେଶର ଝାନସୀଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହା ଚଳିତ ମାସ ୨୧ରୁ ୩୧ତାରିଖ ପର୍ଯ୍ୟନ୍ତ ହେବ। ସେହିପରି କନିଷ୍ଠ ମହିଳା ଜାତୀୟ ହକି ପ୍ରତିଯୋଗିତା ଝାରଖଣ୍ଡର ସିମଡ଼େଗାରେ ଅନୁଷ୍ଠିତ ହେବାକୁ ଯାଉଛି।…

ରାମଲିଳାରେ ସାଜିଥିଲେ ରାଜା ଦଶରଥ, ଅଧା ନାଟକରେ ଚାଲିଗଲା ଜୀବନ

ଓଡିଶା ସମ୍ବାଦ ବ୍ୟୁରୋ: ମଂଚ ଉପରେ ଚାଲିଗଲା କଳାକାରଙ୍କ ଜୀବନ । ରାମଲିଳାରେ ସାଜିଥିଲେ ରାଜା ଦଶରଥ । ନାଟକ ମଝିରେ ହିଁ ସେହି କଳାକାରଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଲୋକେ ଏହାକୁ ଅତି ଉଚ୍ଚକୋଟିର ଅଭିନୟ ଭାବି କରତାଳି ଦେବାକୁ ପଛାଇନଥିଲେ । ଉତ୍ତରପ୍ରଦେଶ ବିଜନୌରର ହସନପୁର ଗାଁରେ…

କେରଳ ବର୍ଷା ବିତ୍ପାତ; ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

କୁଟିକାଲ: ଦକ୍ଷିଣ ଏବଂ ମଧ୍ୟ କେରଳରେ ବର୍ଷା ବିପର୍ଯ୍ୟୟ ଯୋଗୁ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ରବିବାର ଦିନ କୋଟିକଲରୁ ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। କୁଟିକାଲରେ ୧୨ ଜଣ ଏବଂ ଇଡୁକିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ନ୍ୟୁଜ୍ ୧୮ ରିପୋର୍ଟରେ ପ୍ରକାଶ ପାଇଛି। କେରଳ ସିଏମ…

ସରିଲା ମହାକାଶରେ ଫିଲ୍ମ ସୁଟିଂ; ପୃଥିବୀ ଫେରିଲେ ଋଷୀୟ ଟିମ୍‌

ନୂଆଦିଲ୍ଲୀ: ସରିଲା ମହାକାଶରେ ପ୍ରଥମ ଫିଲ୍ମ ସୁଟିଂ। ପୃଥିବୀ ଫେରିଲେ ଋଷୀୟ ଟିମ୍‌। ଏହି ଟିମ୍‌ରେ ଜଣେ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ମଧ୍ୟ ସାମିଲ ଅଛନ୍ତି। ଏହି ଫିଲ୍ମର ଶୁଟିଂ ପାଇଁ କର୍ମଚାରୀମାନେ ୧୨ ଦିନ ମହାକାଶରେ ରହିଥିଲେ। ‘ଦି ଚାଲେଞ୍ଜ୍‌’ ଚଳଚ୍ଚିତ୍ରର ସୁଟିଂ ପାଇଁ ଚଳିତ ମାସ…

ତୈଳ ଦର ବୃଦ୍ଧି ନେଇ ବଢ଼ିଲା ଲୋକଙ୍କ ଚିନ୍ତା

ମାଲକାନଗିରି: ଉପାନ୍ତ ଅଞ୍ଚଳ ମାଲକାନଗିରିରେ ପୁଣି ବଢ଼ିଲା ତୈଳ ଦର। କାଲିମେଳା ଅଞ୍ଚଳରେ ତେଲ ଦର ସେଞ୍ଚୁରି ମାରିଥିବାବେଳେ ଏବେ ୧୧୩ଟଙ୍କା ବୃଦ୍ଧି ପାଇ ପୁଣି ରେକର୍ଡ଼ ସୃଷ୍ଟି କରିଛି। ହେଲେ ମାଲକାନଗିରି ଭଳି ଏକ ପଛୁଆ ଜିଲ୍ଲାରେ ତୈଳ କମ୍ପାନୀର ବୃଦ୍ଧି ପାଉଥିବା ଦର ସମସ୍ତଙ୍କ ଚକିତ…

ଠେକୁଆ ମାଂସ ପାଇଁ ସ୍ତ୍ରୀହନ୍ତା ସାଜିଲା ମାତାଲ ସ୍ୱାମୀ

ପାଟଣାଗଡ: ଛୋଟଛୋଟ କଥାରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କଳିଝଗଡା ଲାଗିବା କିଛି ନୂଆ କଥା ନୁହେଁ । ହେଲେ ସେହି ସାମାନ୍ୟ ଝଗଡା ଯଦି ହତ୍ୟାକାଣ୍ଡର ରୂପ ନିଏ, ତେବେ କ’ଣ କରିବେ ଆପଣ ? ବଲାଙ୍ଗୀର ଜିଲ୍ଲାରେ ଠେକୁଆ ମାଂସ ଖାଇବାକୁ ନେଇ ଜଣେ ସ୍ୱାମୀ ନିଜ ସ୍ତ୍ରୀକୁ ହତ୍ୟା କରିବାକୁ ପଛାଇନଥିଲା ।…

ଶୋ’ ଅଫ୍‌ ଏୟାର୍‌କୁ ନେଇ ମୁହଁ ଖୋଲିଲେ କପିଲ୍‌

ମୁମ୍ବାଇ: କପିଲ ଶର୍ମା ପୁଣିଥରେ ତାଙ୍କ ସୋ ଜରିଆରେ ଦର୍ଶକଙ୍କ ମନ ଜିଣିବାରେ ଲାଗିଛନ୍ତି। ଶୋ’କୁ ଦର୍ଶକମାନେ ଜବରଦସ୍ତ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। କପିଲ ଏହାକୁ ନେଇ ବେଶ୍‌ ଖୁସି ମଧ୍ୟ ଅଛନ୍ତି। ନିକଟରେ ତାଙ୍କ ଶୋ ବନ୍ଦ ହେବା ପରେ ପ୍ରଶଂସକମାନେ ନିରାଶ ହୋଇଥିଲେ। ଯଦିଓ କପିଲଙ୍କ…