Latest Odisha News

BREAKING NEWS

ମୋଦିଙ୍କୁ ଦ୍ବିତୀୟ ଡୋଜ ଟିକା ଦେଇ ଖୁସି ବ୍ୟକ୍ତ କଲେ ନର୍ସମାନେ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟ ଡୋଜ୍‌ ଟିକା ନେଇଛନ୍ତି । ତାଙ୍କୁ ଟିକା ଦେଇଥିବା ନର୍ସମାନେ ନିଜ ଖୁସି ବ୍ୟକ୍ତ କରିଛନ୍ତି । କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଭେଟି ଟିକା ଦେବା ଏକ ସ୍ମରଣୀୟ ମୁହୂର୍ତ୍ତ ।  ଆଜି ନୂଆଦିଲ୍ଲୀ ସ୍ଥିତ ‘ଅଖିଳ ଭାରତୀୟ…

ଟିକାର ଘୋର ଅଭାବ: କୋରାପୁଟ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ଠପ୍

କୋରାପୁଟ: ରାଜ୍ୟରେ ପର୍ଯ୍ୟାପ୍ତ ଟିକା ନାହିଁ । ଲକ୍ଷ୍ୟ ଧାର୍ଯ୍ୟ ହୋଇ ପାରୁନି । ଟିକା ଅଭାବରୁ କୋରାପୁଟ ଜିଲ୍ଲାରେ ଟିକାକରଣ ସମ୍ପୂର୍ଣ୍ଣ ବନ୍ଦ । ଜିଲ୍ଲାରେ କିଛି ବି ଟିକା ମହଜୁଦ ନାହିଁ । ଫଳରେ ସମସ୍ତ ୮୯ଟି ସେଣ୍ଟରରେ ବନ୍ଦ ରହିଛି ଟିକାକରଣ । ଏହି ସୂଚନା ଦେଇଛନ୍ତି କୋରାପୁଟ ସିଡିଏମଓ…

ନିଅଁ ଖୋଳିବା ବେଳେ ବାହାରିଲା ନାଗ ସାପ ଅଣ୍ଡା, ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ୍ 

ଭୁବନେଶ୍ବର: ଘର କାମ ପାଇଁ ନିଅଁ ଖୋଳିବା ବେଳେ ବାହାରିଲା ନାଗ ସାପ ଅଣ୍ଡା । ଭୁବନେଶ୍ୱର ଉପକଣ୍ଠରେ ସୁନ୍ଦରପଦା ଏବରଙ୍ଗ ଅଞ୍ଚଳରେ ଆରାଧନା ନଗରରେ ଗୋଟିଏ ଖାଲି ପଡିଥିବା ପ୍ଲଟରେ ଘର କାମ ଚାଲିଥିଲା । ନିଅଁ ଖୋଳିବା ବେଳେ ମିସ୍ତ୍ରୀ ଓ ମୂଲିଆ ମାନେ ପ୍ରଥମେ ନାଗ ସାପ ଦେଖି ଭୟଭୀତ ହୋଇ କାମ…

ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ କିମ୍ବା ସଟଡାଉନ୍ ହେବ କି ? ଏକଥା କହିଲେ ବିଏମସି କମିଶନର

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଏବେ ଦୈନିକ ସଂକ୍ରମଣ ବଢୁଛି । ସେଥିରୁ ଅଧିକାଂଶ ସଂକ୍ରମିତ ଭୁବନେଶ୍ୱରରୁ ଚିହ୍ନଟ ହେଉଛନ୍ତି । ପ୍ରତିଦିନ ଶହେରୁ ଅଧିକ ପଜିଟିଭ୍ ବିଏମସି ଅଞ୍ଚଳରୁ ଚିହ୍ନଟ ହେଉଛନ୍ତି । ଏଭଳି ସ୍ଥିତିରେ ଏବେ ନାଇଟ କର୍ଫ୍ୟୁ, ସଟଡାଉନ୍ କି ଲଡଡାଉନ୍ କଥା ଚିନ୍ତା କରାଯାଇ…

ଧର୍ମଶାଳାରେ ସୂଚନା ଅଧିକାର କର୍ମୀଙ୍କ ଉପରେ ବୋମାମାଡ଼ ଘଟଣାରେ ୩ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଇମାମନଗର ଅଞ୍ଚଳରେ ସୂଚନାଧିକାର କର୍ମୀ ସର୍ବେଶ୍ୱର ବେଉରାଙ୍କ ଉପରେ ବୋମାମାଡ଼ ଘଟଣା । ବୋମାମାଡ଼ରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଯାଜପୁର ପୋଲିସ । ଗିରଫ ୩ ଅଭିଯୁକ୍ତଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିବ ପୋଲିସ । ୩…

କାଲିଠୁ ଶ୍ରୀମନ୍ଦିର ସେବାୟତଙ୍କ ଟିକାକରଣ

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରର ସେବାୟତମାନଙ୍କ କୋଭିଡ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ ୪୫ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର ସେବାୟତଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍କଳ ହିନ୍ଦୀ ବିଦ୍ୟାପୀଠରେ…

ବଦଳିଲା ରମାଦେବୀ ପରୀକ୍ଷା ତାରିଖ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର +୩ର ତୃତୀୟ ସେମିଷ୍ଟାର ପରୀକ୍ଷା କାର୍ଯ୍ୟ ସୂଚୀରେ ପରିବର୍ତ୍ତନ କରାଯାଇଛି। ଏକ ବିଜ୍ଞପ୍ତି ଅନୁଯାୟୀ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ସରିତା ସୁପକାର କହିଛନ୍ତି ଯେ ତୃତୀୟ ସେମିଷ୍ଟାର ପରୀକ୍ଷା ଏପ୍ରିଲ ୧୯ ପରିବର୍ତ୍ତେ…

ପୁଣି ବିବାଦ ଘେରରେ ବାଂଲାଦେଶୀ ଲେଖିକା ତସଲିମା ନାସରିନ୍

ଭୁବନେଶ୍ୱର: ପୁଣି ବିବାଦ ଘେରକୁ ଚାଲି ଆସିଛନ୍ତି ବାଂଲାଦେଶୀ ଲେଖିକା ତସଲିମା ନାସରିନ୍ । ଇଂଲଣ୍ଡର ଅଲରାଉଣ୍ଡର ମୋଇନ ଅଲୀଙ୍କୁ ଟାର୍ଗେଟ କରି ବିରୋଧର ଶିକାର ହୋଇଛନ୍ତି । ପୂର୍ବରୁ ମଧ୍ୟ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବା ସହ ବିରୋଧୀ ଲେଖା ପାଇଁ ତାଙ୍କୁ ବହୁବାର ହତ୍ୟା ଧମକ ମିଳିଛି ।…

ଅଧିକ ସଂକ୍ରମିତ ରାଜ୍ୟରୁ ଓଡ଼ିଶା ଆସିଲେ RT-PCR ଟେଷ୍ଟ ସହ କ୍ୱାରେଣ୍ଟାଇନ କରାଯିବ, ଖୁବଶୀଘ୍ର ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କଡ଼ାକଡ଼ି ହେଲାଣି କଟକଣା । ଏଣିକି ଅଧିକ ସଂକ୍ରମିତ ରାଜ୍ୟର ଓଡ଼ିଶା ଆସିଲେ ସମସ୍ତଙ୍କର RT-PCR ଟେଷ୍ଟ କରାଯିବ । ସଂକ୍ରମିତ ପଡ଼ୋଶୀ ରାଜ୍ୟରୁ ଫେରିଥିବା ଲୋକଙ୍କୁ କୋଭିଡ୍ ଟେଷ୍ଟ କରାଯିବ । ୭ ଦିନରେ ସଂଗରୋଧରେ ରଖାଯିବ…

ଡ୍ୟାନ୍ସ ଦିୱାନେ୩ର ଜଜ ଧର୍ମେଶଙ୍କୁ କରୋନା

ମୁମ୍ବାଇ: ରିୟଲିଟି ଶୋ ଡ୍ୟାନ୍ସ ଦିୱାନେ୩ର ୩ଜଜ ମଧ୍ୟରୁ ଧର୍ମେଶ ୟେଲାନ୍ଦେ କରୋନା ପଜିଟିଭ ଥିବା ଜଣାପଡିଛି । ପୂର୍ବରୁ ୧୮ କ୍ରୁ ମେମ୍ବର୍ସ ଏବଂ ୩ ପ୍ରତିଯୋଗୀ କରୋନା ସଂକ୍ରମିତ ହୋଇଥିଲେ । ଏବେ ଧର୍ମେଶଙ୍କ ସ୍ଥାନରେ ଶକ୍ତି ମେନନ ଓ ପୁନୀତ ଜେ ପାଠକ ଏହି ଶୋର ଜଜ ଦାୟିତ୍ୱ ତୁଲାଇବେ ।…