Latest Odisha News

BREAKING NEWS

ଝିଅ ହେବା ଖୁସିରେ ବାଣ୍ଟିଲେ ମାଗଣା ପେଟ୍ରୋଲ

ଭୋପାଳ: ଦେଶରେ ଯେଉଁଭଳି ଭାବରେ ତୈଳ ଦର ଦିନକୁ ଦିନ ବୃଦ୍ଧି ହେଉଛି ତାହା ଏବେ ସାଧାରଣ ଜନତାଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏଭଳି ସମୟରେ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ତାଙ୍କ ପରିବାରରେ ଏକ କନ୍ୟା ସନ୍ତାନର ଜନ୍ମ ଯୋଗୁ…

ସ୍ୟାଣ୍ଡଆନିମସେନରେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ୟାଣ୍ଡଆନିମେସନରେ ଜନ୍ମ ଦିନର ଶୁଭଚ୍ଛୋ । ପୁରୀର ଭାସ୍କର୍ଯ୍ୟ ଶିଳ୍ପୀ ଶ୍ରୀଧର ଦାସ ଏକ ଘଣ୍ଟା୨୦ ମିନିଟ ପରିଶ୍ରମ କରି ସ୍ୟାଣ୍ଡଆନିମେସନରେ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୫ ବର୍ଷ ବୟସରେ ପାଦ…

ମିଳିଲା ଟିମ ଇଣ୍ଡିଆକୁ ନୂତନ କୋଚ !

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ମହାନ ଖେଳାଳି ରାହୁଲ ଡ୍ରାଭିଡ ଜାତୀୟ ସିନିୟର ଦଳର ନୂତନ କୋଚ ହେବେ । ଟାଇମ୍ସ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ଡ୍ରାଭିଡ ଏଥିନେଇ ସହମତ ମଧ୍ୟ ହୋଇଛନ୍ତି । ଟି୨୦ ବିଶ୍ୱକପ ପରେ ସେ ଦଳ ସହିତ ଯୋଗ ଦେବେ । ୨୦୨୩ ବିଶ୍ୱକପ ପର୍ଯ୍ୟନ୍ତ ସେ ଏହି…

ଆଜି ବି ଇଡି ଆଗରେ ହାଜର ହେଲେନି ଜ୍ୟାକଲିନ

ନୂଆଦିଲ୍ଲୀ: ପୁଣି ଇଡି ଆଗରେ ହାଜର ହେଲେନି ଜ୍ୟାକଲିନ। ବଲିଉଡ୍‌ ଅଭିନେତା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଶୁକ୍ରବାର ଦିନ ହାଜର ହେବାକୁ ଇଡି ସମନ କରିଥିଲା। କିନ୍ତୁ କିଛି ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଜ୍ୟାକଲିନ ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ। ଏହାପରେ ଇଡି ତାଙ୍କୁ ପୁଣି ଥରେ…

ମନୀଷ ମାଲହୋତ୍ରାଙ୍କ ଏମ୍ଏମ୍‌ ଷ୍ଟାଇଲ୍‌ର ୪୦ ପ୍ରତିଶତ ଅଂଶଧନ କ୍ରୟ କଲା ଆରବିଏଲ୍

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ରିଲାଏନ୍ସ ବ୍ରାଣ୍ଡସ୍ ଲିମିଟେଡ୍ (ଆରବିଏଲ୍) ପ୍ରସିଦ୍ଧ ଡିଜାଇନର୍ ମନୀଷ ମାଲହୋତ୍ରାଙ୍କ ଏମ୍ଏମ୍‌ ଷ୍ଟାଇଲ୍ ପିଭି ଲିମିଟେଡ୍‌ର ୪୦ ପ୍ରତିଶତ ଅଂଶଧନ ହାସଲ କରିଛି। ରିଲାଏନ୍ସ ବ୍ରାଣ୍ଡ ଷ୍ଟେଟମେଣ୍ଟ…

ଆଇପିଏଲ ଖେଳରେ ଟଙ୍କା କାରବାର ଅଭିଯୋଗରେ ୩ ଗିରଫ

ମାଲକାନଗିରି : ଆଇପିଏଲ ଖେଳରେ ଟଙ୍କା କାରବାର ଅଭିଯୋଗ । IPL ଖେଳରେ ଟଙ୍କା କାରବାର କରୁଥିବା ସମୟରେ ପୋଲିସ ହାତରେ ଧରାପଡ଼ିଲେ ମାଲକାନଗିରି ଜିଲ୍ଲାର ୩ ଯୁବକ । ଅଭିଯୁକ୍ତ ଯୁବକ ମାନଙ୍କ ଘର ଖୋଜିଖୋଜି କରି ପୋଲିସ ୫ ରୁ ୧୦ ଲକ୍ଷ  ପାଖାପାଖି ଟଙ୍କା ଜବତ କରିଛି । ଗତକାଲି ଆଇପିଏଲରେ…

ମଞ୍ଚାରୁ ଟାଣି ମାରିଲା ହାତୀ

ଅନୁଗୋଳ: ମଞ୍ଚାରୁ ଟାଣି କଚାଡି ମାରିଲା ହାତୀ । ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା କୋହ୍ଲସର ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ମୃତକ ହେଲେ ପ୍ରକାଶ ସାହୁ । ଧାନ ଜଗିବାକୁ ସେ ଯାଇଥିଲେ । ଶୋଇଥିବା ବେଳେ ରାତିରେ ୩ଟି ହାତୀ…

ନଭେମ୍ବର ୨ରୁ ଭୁବନେଶ୍ୱରରୁ ସିଧା ଜୟପୁରରୁ ଉଡ଼ିବ ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରୁ ସିଧା ଜୟପୁରରୁ ଉଡ଼ିବ ବିମାନ । ମନ୍ଦିର ମାଳିନୀ ସହରରୁ ନଭେମ୍ବର ୨ ତାରିଖରୁ ସିଧାସଳଖ ଗୋଲାପି ସହରକୁ ବିମାନ ସେବା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ପୂର୍ବରୁ କେନ୍ଦ୍ରମନ୍ତ୍ରୀ…

ପାକିସ୍ତାନ ଓ ଚୀନ୍‌ ସମ୍ପର୍କରେ ଫାଟ; ତେଜୁଛି ବିବାଦ

ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନ୍‌ ସମ୍ପର୍କରେ ଫାଟ। ଅନେକ ସମୟରେ ଚୀନ୍‌କୁ ପାକିସ୍ତାନର ସର୍ବକାଳୀନ ବନ୍ଧୁ ଭାବରେ ବିବେଚନା କରାଯାଏ। କିନ୍ତୁ ବାସ୍ତବତା ହେଉଛି ଚୀନ୍ ସେପରି କୌଣସି ମନୋବୃତ୍ତି ନାହିଁ। କିଛି ସମୟ ହେଲା ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କକୁ ନେଇ ବିବାଦ ଦେଖାଦେଇଛି।…

ଲଘୁଚାପ ପ୍ରଭାବ; ୫ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ଶନିବାର ଦିନ ଓଡିଶାର ପାଞ୍ଚଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଆଇଏମଡି କହିଛି। ଲଘୁଚାପ ପ୍ରଭାବରେ ଶନିବାର ଠାରୁ ଉତ୍ତର ଏବଂ ଦକ୍ଷିଣ ଉପକୂଳ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବ ଏବଂ ଆସନ୍ତା ଚାରି…