Latest Odisha News

ଯାଆଁଳା ଫାଣ୍ଡିରୁ କଙ୍କାଳ ଜବତ ଘଟଣା: ପରିଚୟ ଜାଣିବାକୁ ୪ ରାଜ୍ୟକୁ ପଠାଇଲା ପୋଷ୍ଟର

ଭୁବନେଶ୍ୱର: ଯାଆଁ ଫାଣ୍ଡିରୁ କଙ୍କାଳ ଜବତ ଘଟଣାରେ ଖୋଳତାଡ ଚାଲିଛି । ମୃତ ମହିଳାଙ୍କ ପରିଚୟ ଏଯାଏ ମିଳିନି । ପରିଚୟ ଜାଣିବାକୁ ପୂର୍ବରୁ କମିଶନରେଟ ପୋଲିସ ଭୁବନେଶ୍ୱର ଉପକଣ୍ଠର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ପୋଷ୍ଟର ମାରିଥିଲା । ଏବେ ରାଜ୍ୟ ବାହାରକୁ ପୋଷ୍ଟର ପଠାଇଛି । ୪ଟି ପଡୋଶୀ…

ରାଜ୍ୟରେ ୫୦୦ ଟପିଲା ଦୈନିକ ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧିକ ୯୬ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ୫୦୦ ଟପିଛି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୫୭୩ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୩୭ଟି ମାମଲା ଆସିଥିବା ବେଳେ ସ୍ଥାନୀୟ ସଂକ୍ରମଣ ହେଉଛି ୨୩୬।…

ଅକ୍ଷୟଙ୍କ ପରେ ‘ରାମସେତୁ’ର ୪୫ ଜୁନିଅର କଳାକାର କରୋନା ପଜିଟିଭ

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ରବିବାର ଦିନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହା ପରେ ୧୦୦ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟରୁ ୪୫ ଜୁନିଅର କଳାକାର କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି। ଯେଉଁଥିପାଇଁ ‘ରାମ ସେତୁ’ ଫିଲ୍ମର ସୁଟିଂ ସ୍ଥଗିତ ରହିଛି। ତେବେ ଫେଡେରେସନ୍ ଅଫ୍…

ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ, ଦିନକରେ ଲକ୍ଷେ ପଜିଟିଭ

ନୂଆଦିଲ୍ଲୀ: ଦେଶରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ଧିରେଧିରେ ବଢୁଥିବା ବେଳେ ଆଜି ୧ ଲକ୍ଷ ଟପିଛି ଦୈନିକ ଆକ୍ରାନ୍ତ ମାମଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ ଲକ୍ଷ ୦୩ ହଜାର ୫୫୮ ଜଣ ନୂଆ…

ଛତିଶଗଡ଼ ଯିବେ ଅମିତ ଶାହ, ଏନକାଉଣ୍ଟର ସ୍ଥଳରେ ସହିଦଙ୍କୁ ଜଣାଇବେ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଛତିଶଗଡ଼ରେ ନକ୍ସଲ ହମଲାରେ ୨୨ ଯବାନ ସହିଦ ହୋଇଛନ୍ତି । ୩୦ ଜଣ ଆହତଙ୍କର ଏବେ ଚିକିତ୍ସା ଚାଲିଛି । ମାଓବାଦୀଙ୍କୁ ମୁହଁତୋଡ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ବ୍ଲୁ-ପ୍ରିଣ୍ଟ । ଗତକାଲି ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଆଜି ଛତିଶଗଡ଼…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ଖସାପଡା ଲାଗି’ ନୀତି, ଆଜି ଅପରାହ୍ନ ୪ଟାରୁ ଦର୍ଶନ ବନ୍ଦ

ପୁରୀ: ଆଜି ଚୈତ୍ର କୃଷ୍ଣ ନବମୀ ତିଥି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ 'ଖସାପଡା ଲାଗି' ନୀତି ଅନୁଷ୍ଠିତ ହେବ। ଏଥିପାଇଁ କିଛି ସମୟ ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନ ଘ. ୪.୩୦ ରୁ ରାତି ଘ ୮.୦୦ ଟା ପର୍ଯ୍ୟନ୍ତ ଆପାତତଃ ଦର୍ଶନ ବନ୍ଦ ରହିବ । ସୂଚନା ଅନୁଯାୟୀ ଏପ୍ରିଲ ୫…

ବୁର୍ଲା ଭୀମସାରରେ ପଶିଲା କରୋନା

ସମ୍ବଲପୁର: ବୁର୍ଲା ଭୀମସାରରେ ପଶିଲା କରୋନା । କାର୍ଡିଓଲୋଜି ବିଭାଗରେ ଚିକିତ୍ସିତ ଜଣେ ରୋଗୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ୱାର୍ଡକୁ ବିଶୋଧନ କରାଯାଇଛି । ସରକରାଙ୍କ ଗାଇଡଲାଇନ ଅନୁସାରେ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଭୀମସାର ସୁପରିଟେଣ୍ଡେଣ୍ଟ । ସଂପୃକ୍ତ ବ୍ୟକ୍ତିଙ୍କ…

ଟିକା ନେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: କୋଭିଡ୍ ଟିକା ନେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଲକ୍ଷ୍ନୌ ସ୍ଥିତ ସିଭିଲ୍ ହସ୍ପିଟାଲରେ ସେ ପ୍ରଥମ ଡୋଜ୍ ନେଇଛନ୍ତି । ଏବେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଭାରତୀୟ ଟିକା ସୁରକ୍ଷିତ ଓ ଟିକା ନେବାକୁ ଆଗେଇ ଆସିବା ପାଇଁ ଅନ୍ୟମାନଙ୍କୁ ଅପିଲ୍ କରିଛନ୍ତି…

ରାଉରକେଲା ଷ୍ଟିଲ ପ୍ଲାଣ୍ଚରେ ଅଗ୍ନିକାଣ୍ଡ

ରାଉରକେଲା: ବିଳମ୍ବିତ ରାତିରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ହୋଇଛି । ଆରଏସପିର SMS-୨ରେ ସ୍ଲାଗ ବଏଲର ଫାଟି ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ ସ୍ଲାଗ ବଏଲର କଣ୍ଟ୍ରୋଲ ରୁମ୍‌ର ଅନେକ ଯନ୍ତ୍ରପାତି, ବିଦ୍ୟୁତ୍ ସରଞ୍ଜାମ ପୋଡ଼ି ଯାଇଛି । ତେବେ ଏଥିରେ କୌଣସି କର୍ମଚାରୀଙ୍କର କିଛି…

ଆଜିଠୁ ଛତିଶଗଡ଼ ସୀମାନ୍ତ ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ, ରାତି ୧୦ରୁ ସକାଳ ୫ଟା କଟକଣା

ନୂଆଦିଲ୍ଲୀ: ଛତିଶଗଡ଼ରେ କାୟା ବିସ୍ତାର କରୁଛି କରୋନା । ଏପଟେ ଓଡ଼ିଶାରେ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ଦୈନିକ ସଂକ୍ରମଣ ବଢୁଛି । ମୁକାବିଲା ପାଇଁ ଆଜିଠୁ ଛତିଶଗଡ଼ ସୀମାନ୍ତ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ ଜିଲ୍ଲାରେ ଲାଗୁ ହେବ ୭ ଘଣ୍ଟିଆ ନାଇଟକର୍ଫ୍ୟୁ । ଏସବୁ ଜିଲ୍ଲାଗୁଡ଼ିକ ହେଲା…