ଗୋଟିଏ ସ୍କୁଲର ୨୬ ଛାତ୍ର କରୋନା ପଜିଟିଭ
କର୍ଣ୍ଣାଟକ: ଶନିବାର ଦିନ କର୍ଣ୍ଣାଟକର ଗୋଟିଏ ସ୍କୁଲରେ ୨୬ ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଦାଭାନାଗେରର ବାସଭାନାହଲ୍ଲୀ ହାଇସ୍କୁଲ ଏବଂ କଲେଜରେ ଅଫଲାଇନ୍ କ୍ଲାସ୍ ସ୍ଥଗିତ ରଖାଯାଇଛି।
ରାଜ୍ୟରେ ଭାଇରସ ବ୍ୟାପିବା ବୃଦ୍ଧି ଯୋଗୁ କର୍ଣ୍ଣାଟକ ସରକାର ଶୁକ୍ରବାର ଦିନ…