Latest Odisha News

BREAKING NEWS

ଘୁଞ୍ଚିଲା ଫିଲ୍ମ ‘ଚେହ୍‌ରେ’ର ରିଲିଜ ଡେଟ୍‌

ନୂଆଦିଲ୍ଲୀ: ଘୁଞ୍ଚିଲା ଫିଲ୍ମ 'ଚେହ୍‌ରେ'ର ରିଲିଜ ଡେଟ୍‌। ସମଗ୍ର ଦେଶରେ କୋଭିଡ-୧୯ ମାମଲା ସଂଖ୍ୟା ବୃଦ୍ଧି ହେତୁ ଅମିତାଭ ବଚ୍ଚନ, ଇମ୍ରାନ ହାସମି ଏବଂ ରିୟା ଚକ୍ରବର୍ତ୍ତୀଙ୍କ ଅଭିନୀତ ଫିଳ୍ମ 'ଚେହ୍‌ରେ' ରିଲିଜ ତାରିଖ ସ୍ଥଗିତ ରଖାଯାଇଛି। ଏହି ଫିଲ୍ମର ନିର୍ମାତାମାନେ ଏକ ବିବୃତ୍ତି…

ଶୋଇବା ଘରୁ ଉଦ୍ଧାର ହେଲା ୧୦ ଫୁଟ ଲମ୍ବର ଅହିରାଜ, ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ୍

ଗଞ୍ଜାମ: ଶୋଇବା ଘରେ ପଶିଥିଲା ଏକ ଅହିରାଜ ସାପ । ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ୍ । ଗଞ୍ଜାମ ଜିଲ୍ଲାର ଖଲିକୋଟ ବେଗୁନିଆ ପଡା ଅନ୍ତର୍ଗତ ଗୁରୁଝରି ଗାଁର ଧନୁର୍ଦ୍ଧର ମହାନ୍ତିଙ୍କ ଶୋଇବା ଘରେ ୧୦ ଫୁଟ ଲମ୍ବର ଏକ ଅହିରାଜ ସାପ ପଶିଯାଇଥିଲା । ସାପଟି ଘରର କାନ୍ଥରେ ଥିବା କଣା ଭିତରେ ପଶିଥିଲା…

ଟ୍ରକକୁ ପଛରୁ ପିଟିଲା ବାଇକ, ଚାଳକ ମୃତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ଜଟାବହାଲ ନିକଟ ପେଟ୍ରୋଲ ପମ୍ପ ଠାରେ ଏକ ଚାଉଳ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଛି ବାଇକ। ବାଇକରେ ଦୁଇଜଣ ବସିଥିବା ବେଳେ ଚାଳକ ସମ ଭତରାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ସମ ଭତରା ଓ ନବୀନ ଭତରା କୌଣସି…

ପୁଣି ଥରେ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମକୁ ଫେରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପୂର୍ବତନ ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ ସୋମବାର 'ଆମେରିକାର ୪୫ ତମ ରାଷ୍ଟ୍ରପତିଙ୍କ ଅଫିସିଆଲ୍ ୱେବସାଇଟ୍' ଉନ୍ମୋଚନ କରିବାକୁ ଘୋଷଣା କରିଛନ୍ତି। ଟୁଇଟର, ଫେସବୁକ ନିଷେଧ ପରେ ଖୁବ୍‌ ଶୀଘ୍ର ଡୋନାଲ୍ଡ ଟ୍ରମ୍ପ ନିଜର…

କୃଷି କ୍ଷେତ୍ରରେ ଡିଜିଟାଲ ପରାମର୍ଶ ବୋରିଗୁମ୍ମାର ଚାଷୀ ଡମୁଙ୍କୁ ଦେଲା ନୂଆ ପରିଚୟ

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଖଜୁରୀଗୁଡା ଗାଁର ଡ଼ମୁ ଭତରା । ପିଲା ଦିନରୁ ଚାଷ କାମ ପ୍ରତି ଆଗ୍ରହ ଥିବା ଡ଼ମୁ ବାପାଙ୍କ ଦେହାନ୍ତ ପରେ ଏହାକୁ ଜୀବିକା ଭାବେ ଗ୍ରହଣ କଲେ । କିନ୍ତୁ ସଠିକ ସମୟରେ ସଠିକ କୃଷି ସୂଚନାର ଅଭାବରୁ ଚାଷ କାର‌୍ୟ୍ୟରେ ତାଙ୍କର ଅନେକ କ୍ଷତି ହେଲା…

ଡରାଉଛି କରୋନା ସଂକ୍ରମଣ, ରାଜ୍ୟରୁ ଆଜି ନୂଆ ୨୧୮ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ଟେନସନ୍ ଦେଉଛି କରୋନା ସଂକ୍ରମଣ । ପ୍ରତିଦିନ ନୂଆ ନୂଆ ଆକ୍ରାନ୍ତ ଚିହ୍ନଟ ଚିନ୍ତାରେ ପକାଇଲାଣି । ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୨୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୪୦୬୨୦ରେ ପହଞ୍ଚିଛି ।…

ନୂଆ ରୂପରେ ପ୍ରଶଂସକଙ୍କ ମନ ମୋହିଲେ ଅକ୍ଷୟ କୁମାର

ମୁମ୍ବାଇ: ହୋଲିର ଗୋଟିଏ ପରେ ଅକ୍ଷୟ କୁମାରଙ୍କ 'ରାମ ସେତୁ' ସୁଟିଂ ଆରମ୍ଭ କରିଛନ୍ତି। ଏହି ସମୟରେ ଅକ୍ଷୟ କୁମାରଙ୍କ ଭିନ୍ନ ଅବତାର ସାମ୍‌ନାକୁ ଆସିଛି। ଅକ୍ଷୟ କୁମାର ନିଜେ ସୋସିଆଲ ମିଡିଆରେ ଫିଲ୍ମରେ ତାଙ୍କ ଚରିତ୍ରର ପ୍ରଥମ ଲୁକ୍ ପ୍ରକାଶ କରିଛନ୍ତି। ଅକ୍ଷୟ ଏହି ଚଳଚ୍ଚିତ୍ରରେ ଜଣେ…

ଉତ୍କଳ ଦିବସ: କେଉଁ ଜିଲ୍ଲାରେ କେଉଁ ମନ୍ତ୍ରୀ ଯୋଗ ଦେବେ ଜାଣନ୍ତୁ…

ଭୁବନେଶ୍ୱର: ୧୯୩୬ ମସିହା ଏପ୍ରିଲ ୧ ତାରିଖକୁ ଉତ୍କଳ ଦିବସ ଭାବେ ସାରା ରାଜ୍ୟରେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ତଦନୁଯାୟୀ, ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ଉତ୍କଳ ଦିବସ ପାଳନ ଅବସରରେ ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ଦୁଇଜଣ ବିଧାୟକ ଏବଂ ଦୁଇ ମନ୍ତ୍ରୀ ଭାବେ ଅଶୋକ…

ଆଜି ଦିଲ୍ଲୀ ଏମ୍ସରେ ହେବ ରାଷ୍ଟ୍ରପତିଙ୍କର ବାଇପାସ୍ ସର୍ଜରୀ, ଓଡ଼ିଆ ଡାକ୍ତର କରିବେ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କର ହେବ ବାଇପାସ୍ ସର୍ଜରୀ । ଆଜି ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ତାଙ୍କର ସର୍ଜରୀ କରାଯିବ । ଓଡିଆ ଡାକ୍ତରଙ୍କ ଉପରେ ରହିଛି ଗୁରୁଦାୟିତ୍ବ । ବରିଷ୍ଠ ହୃଦ୍‌ରୋଗ ସର୍ଜନ ତଥା ଓଡିଶାର ମୂଳ ବାସିନ୍ଦା ଡକ୍ଟର ଅକ୍ଷୟ କୁମାର ବିଷୋୟୀ ରାଷ୍ଟ୍ରପତି…

ବିଜେପି ନେତାଙ୍କ ସନ୍ଦେହଜନକ ମୃତ୍ୟୁ; ପାର୍କ ଭିତରୁ ମିଳିଲା ଝୁଲନ୍ତା ମୃତଦେହ

ନୂଆଦିଲ୍ଲୀ: ସହରରେ ଥିବା ତାଙ୍କ ବାସଭବନ ନିକଟରେ ଥିବା ଏକ ପାର୍କରେ ନିଜକୁ ଫାଶୀ ଲଗାଇ ବିଜେପି ନେତା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକଙ୍କ ନାମ ପଶ୍ଚିମ ଦିଲ୍ଲୀ ବିଜେପିର ପୂର୍ବତନ ଉପ-ସଭାପତି ଜିଏସ ବାୱା ବୋଲି ଜଣାପଡିଛି। ସୂତ୍ରରୁ ପ୍ରକାଶ ଯେ କିଛି ଘରୋଇ ପ୍ରସଙ୍ଗରେ…