Latest Odisha News

BREAKING NEWS

କେମିତି ହେଲେ ବଲିଉଡ ଟେକ୍ନିସିଆନରୁ ଜଣେ ମୋମୋ ବିକ୍ରେତା; ଜାଣନ୍ତୁ କଟକର ଏହି ନିଆରା ବ୍ୟକ୍ତିତ୍ୱଙ୍କ…

କଟକ: କରୋନା ମହାମାରୀ ଅନେକ ଲୋକଙ୍କ ଜୀବନକୁ ବଦଳାଇ ଦେଇଛି। ସେଥିମଧ୍ୟରୁ କଟକଙ୍କ ସୁଚିସ୍ମିତା ରାଉତ ହେଉଛନ୍ତି ଜଣେ। ମହାମାରୀ ପୂର୍ବରୁ ଏହି ୨୨ ବର୍ଷୀୟା ସୁଚିସ୍ମିତା ବଲିଉଡରେ ଏବଂ ମୁମ୍ବାଇରେ ଟିଭି ମନୋରଞ୍ଜନ ଶିଳ୍ପରେ ନିଜର ସ୍ୱପ୍ନ ପୂରଣ କରିବାରେ ବ୍ୟସ୍ତ ଥିଲେ, କିନ୍ତୁ…

ଲାଞ୍ଚ ନେଇ ଧରାପଡିବା ଭୟରେ ଗ୍ୟାସରେ ୨୦ ଲକ୍ଷ ଟଙ୍କା ଜାଳିଦେଲେ ତହସିଲଦାର, ଜାଣନ୍ତୁ କ’ଣ ହେଲା ତାପରେ …

ରାଜସ୍ଥାନ: ରାଜସ୍ଥାନର ସିରୋହି ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟକଲା ଭଳି ଘଟଣା ସାମ୍ନାକୁ ଆସିଛି । ଲାଞ୍ଚ ନେଇ ଧରାପଡିବା ଭୟରେ ଗ୍ୟାସରେ ୨୦ ଲକ୍ଷ ଟଙ୍କା ଜାଳି ଦେଲେ ତହସିଲଦାର । ରେଡ୍ ପାଇଁ ତହସିଲଦାରଙ୍କ ଘରେ ପହଞ୍ଚିଥିଲେ ଆଣ୍ଟି କରପସନ୍ ବ୍ୟୁରୋ ଅଧିକାରୀ । ପିଣ୍ଡଓ୍ୱାଡାର ତହସିଲଦାର କଳ୍ପେଶ…

ଘୁଞ୍ଚିଲା ‘ବଣ୍ଟି ଔର୍‌ ବବ୍ଲି‌ ୨’ର ରିଲିଜ୍ ଡେଟ୍‌

ମୁମ୍ବାଇ: ସାରା ଦେଶରେ କରୋନାଭାଇରସ୍ ମାମଲା ବୃଦ୍ଧି ହେତୁ ରାନୀ ମୁଖାର୍ଜୀ, ସୈଫ ଅଲ୍ଲୀ ଖାନ୍, ସିଦ୍ଧାନ୍ତ ଚତୁର୍ବେଦୀ, ଶର୍ଭରୀ-ଅଭିନୀତ 'ବଣ୍ଟି ଔର୍‌ ବବଲି ୨' ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ବଣ୍ଟି ଔର୍‌ ବବଲି ୨ ନିର୍ମାତା ଆଦିତ୍ୟ ଚୋପ୍ରା ଫିଲ୍ମ ରିଲିଜକୁ ସ୍ଥଗିତ…

ନଦୀରେ ଗାଧୋଉଥିବା ବେଳେ ଅଘଟଣ: ଏକାସଙ୍ଗେ ଚାଲିଗଲା ଦୁଇ ଭାଇଙ୍କ ଜୀବନ, ଅଞ୍ଚଳରେ ଶୋକାକୂଳ ପରିବେଶ 

ଯାଜପୁର: ଗୋଟିଏ ଘରୁ ଏକାସଙ୍ଗେ ଲିଭିଗଲା ଦୁଇଟି ଜୀବନ ଦୀପ । ଗାଧୋଇବା ବେଳେ ଖରସ୍ରୋତା ନଦୀରେ ବୁଡି ପ୍ରାଣ ହରାଇଛନ୍ତି ୨ ଭାଇ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଚିନ୍ତାପଲ୍ଲୀ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତ ୨ ଭାଇ ଚିନ୍ତାପଲ୍ଲୀର କାହ୍ନୁଚରଣ ଚନ୍ଦଙ୍କ ବଡ଼ପୁଅ ଦୀନବନ୍ଧୁ ଓ…

ଗୋଟିଏ ଫିଲ୍ମ ମାଧ୍ୟମରେ କ୍ୟାରିୟର ଆରମ୍ଭ କରିବେ ୩ ଷ୍ଟାର କିଡ୍ସ !

ମୁମ୍ବାଇ: ୩ ଷ୍ଟାର କିଡ୍ସ ଗୋଟିଏ ଫିଲ୍ମ ମାଧ୍ୟମରେ ସେମାନଙ୍କ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ସେମାନେ ହେଲେ ସଲମାନ ଖାଁଙ୍କ ଭାଣିଜୀ ଅଲିଜେହ ଅଗ୍ନିହୋତ୍ରୀ, ସନୀ ଦେଓଲଙ୍କ ସାନ ପୁଅ ରାଜବୀର ଦେଓଲ ଓ ସୁରଜ ବଡଜାତ୍ୟାଙ୍କ ପୁତ୍ର ଅବନୀଶ । ରାଜବୀର ଓ ଅଲିଜେହ ଫିଲ୍ମର ହିରୋ ଏବଂ…

ଇଡି ଆଗରେ ହାଜର ହେଲେ ମେହବୁବା ମୁଫତି

ଶ୍ରୀନଗର: ଅର୍ଥ ହେରଫେର ମାମଲାରେ ପିଡିପି ସଭାପତି ମେହବୁବା ମୁଫତି ଗୁରୁବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ବୋଲି ଅଧିକାରୀମାନେ କହିଛନ୍ତି। ଏହି ମାମଲାରେ ପଚରାଉଚୁରାର ସମ୍ମୁଖୀନ ହେବା ପାଇଁ ମୁଫତି ସକାଳ ୧୧ ଟାରେ ରାଜବାଗରେ ଥିବା ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ।…

ଉଧାର କରି ପ୍ରାର୍ଥୀପତ୍ର ଦାଖଲ କିନ୍ତୁ ପ୍ରତିଶ୍ରୁତିରେ ୩ ମହଲା ଘର, କୋଟିଏ ଟଙ୍କା ଦେବେ

ଚେନ୍ନାଇ: ତାମିଲନାଡୁର ମଦୁରାଇ ବିଧାନସଭା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଥୁଲମ ସରବରନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ସାଙ୍ଗମାନଙ୍କଠାରୁ ଉଧାର କରି ନାମାଙ୍କନ ପତ୍ର ଦାଖଲ କରିଥିଲେ ମଧ୍ୟ ତାଙ୍କ ନିର୍ବାଚନ ପ୍ରତିଶ୍ରୁତି ଏବେ ସୋସିଆଲ ସାଇଟରେ ଝଡ ସୃଷ୍ଟି କରିଛି । ନିର୍ବାଚନ…

ରେଲୱେର ୬୮୦ ପଦବୀ ପାଇଁ ବିଜ୍ଞପ୍ତି ଜାରି, ମାଟ୍ରିକ ମାର୍କସିଟ୍‌ ଅନୁଯାୟୀ ହେବ ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ 

ନୂଆଦିଲ୍ଲୀ: ମାଟ୍ରିକ୍‌ ପାସ୍‌ ବ୍ୟକ୍ତିଙ୍କ ପାଇଁ ବଡ ସୁଯୋଗ । ରେଲୱେରେ ଚାକିରି ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ପଶ୍ଚିମ କେନ୍ଦ୍ରୀୟ ରେଲୱେ ଏକ ବଡ ସୁଯୋଗ ଆଣିଛି । ବିଭିନ୍ନ କ୍ୟାଟେଗୋରୀରେ ୬୮୦ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି ରେଲୱେ । ଏଥିପାଇଁ ଆବେଦନ ପ୍ରକ୍ରିୟା…

ଭୁବନେଶ୍ୱରରୁ ଗଞ୍ଜେଇ ଜବତ, ୩ ମହିଳା ଗିରଫ

ଭୁବନେଶ୍ୱର: ରାଜଧାନୀର ବରମୁଣ୍ଡା ବସଷ୍ଟାଣ୍ଡରେ ଗୁରୁବାର ଦିନ ପୋଲିସ ତିନି ଜଣ ମହିଳାଙ୍କଠାରୁ ପ୍ରାୟ ୩୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ସମ୍ପୃକ୍ତ ତିନି ମହିଳାଙ୍କୁ ଗିରଫ ପରେ ପଚରାଉଚରା କରାଯାଉଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ। ସୂଚନା ଅନୁଯାୟୀ କୌଣସି ସୁତ୍ରରୁ ଖବର ପାଇ…

ଏଥର ହୋଲିରେ ଲୋକଙ୍କ ପ୍ରଥମ ପସନ୍ଦ ସାଜିଛି ରଙ୍ଗିନ ‘ମୋଦୀ ମାସ୍କ ଏବଂ ପିଚ୍‌କାରି’

ନୂଆଦିଲ୍ଲୀ: ହୋଲିକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛବି ସହିତ ମାସ୍କ ଏବଂ ପିଚକାରି ପାଟନାରେ ବଜାରରେ ଛାଇ ଯାଇଛି। ଚାହିଦା ଏପରି ଯେ ଏହି ଜିନିଷଗୁଡ଼ିକ ଅନେକ ଦୋକାନରେ ଉପଲବ୍ଧ ହୋଇପାରୁନି। ପାଟଣାର ଜଣେ ଦୋକାନୀଙ୍କ କହିବାନୁସାରେ, ରଙ୍ଗୀନ…