Latest Odisha News

BREAKING NEWS

ବାରହା ଶିକାର ପାଇଁ ଥିବା ବୋମା ଫୁଟି ମହିଳା ଗୁରୁତର

ଢେଙ୍କାନାଳ: ଗାତ ଖୋଲିବା ବେଳେ ଫୁଟିଲା ବୋମା । ବାରହା ଶିକାର ପାଇଁ ରଖାଯାଇଥିବା ବୋମା ଫୁଟିବାରୁ ଜଣେ ମହିଳା ଗୁରୁତର ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅନ୍ତର୍ଗତ ତଳସାହିରେ ଏହି ଘଟଣା ଘଟିଛି । ଆହତ ମହିଳା ହେଲେ ଗାଁର ନିରୁପମା ବାରିକ । ତାଙ୍କୁ ଉଦ୍ଧାର କରି…

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କଶ୍ମୀରର ଟୁଲିପ୍‌ ଉଦ୍ୟାନ

ଶ୍ରୀନଗର: ୧.୫ ମିଲିୟନ୍ ଟୁଲିପ୍‌ ଫୁଲ ସହିତ ଏସିଆର ବୃହତ୍ତମ ଉଦ୍ୟାନ ଭାବେ ବିବେଚନା କରାଯାଉଥିବା ଶ୍ରୀନଗରର ଟୁଲିପ୍‌ ଉଦ୍ୟାନ ଗୁରୁବାର ଦିନ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଏକ ଟୁଇଟ କରି ପର୍ଯ୍ୟଟକଙ୍କୁ କଶ୍ମୀର ଭ୍ରମଣ ପାଇଁ…

ଅବହେଳିତ କୃଷି ଉଦ୍ୟୋଗ

ଯେଉଁ ଦେଶର କୃଷକ ଯେତେ ସମୃଦ୍ଧ ସେ ଦେଶର ଅର୍ଥନୀତି ସେତେ ସୁରକ୍ଷିତ । କାରଣ ଦେଶର ଅର୍ଥନୀତି ଓ ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି)ର ମୂଳଦୂଆ ହେଉଛି କୃଷି । ଓଡ଼ିଶା ଖଣିଜ ସମ୍ପଦ, ଜଙ୍ଗଲ ସଂରକ୍ଷଣ ଏବଂ କୃଷି ଉତ୍ପାଦନ ପାଇଁ ଜଣାଶୁଣା । ନବରଙ୍ଗପୁର ଏସିଆର ସବୁଠାରୁ ବଡ଼ ମକା…

ଏହି ସମୟରେ ଗଡିବ ଭୁବନେଶ୍ୱର-ଭଦ୍ରକ ମେମୁ ଟ୍ରେନ୍

ଭୁବନେଶ୍ୱର: ପୂର୍ବ ତଟ ରେଳବାଇ ପକ୍ଷରୁ ଭୁବନେଶ୍ୱରରୁ ଭଦ୍ରକ ମଧ୍ୟରେ ମେମୁ ଟ୍ରେନ ସେବା ଆରମ୍ଭ କରିବାକୁ ବୁଧବାର ଦିନ ଘୋଷଣା କରାଯାଇଛି। ଭୁବନେଶ୍ୱର-ଭଦ୍ରକ ମେମୁ ଏପ୍ରିଲ ୭ ତାରିଖ ଅପରାହ୍ନ ୫ଟା ୫୫ରୁ ଭୁବନେଶ୍ୱର ଷ୍ଟେସନ ଛାଡିବା ସହ ରାତି ୯ଟା ୧୫ରେ ଭଦ୍ରକରେ ପହଞ୍ଚିବ। ସେହିପରି…

ନୂଆ ରୂପ ପାଇବ କଳିଙ୍ଗ ଷ୍ଟୁଡିଓ: ପୁନଃନିର୍ମାଣ କାର୍ଯ୍ୟର ଆଜି ଭିତ୍ତିପ୍ରସ୍ତର ପକାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ନୂଆ ରୂପ ପାଇବ କଳିଙ୍ଗ ଷ୍ଟୁଡିଓ । ଏଥିପାଇଁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଉଛି । ଏହାକୁ ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢି ତୋଳିବା…

ସୋସିଆ ମିଡିଆରେ ଭାଇରାଲ ହେଉଛି ତରଳ ଲାଭା ଉପରେ ଖାଦ୍ୟ ପ୍ରସ୍ତୁତିର ବିରଳ ଦୃଶ୍ୟ

ଆଇସଲ୍ୟାଣ୍ଡ: ଆଇସଲ୍ୟାଣ୍ଡର ରାଜଧାନୀ ରେକଜାଭିକ୍ ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ଭୋଲକାନୋ ବିସ୍ଫୋରଣ ହୋଇଛି। ଶହ ଶହ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ବିସ୍ଫୋରଣ ଘଟିଛି ଯାହା ଲୋକଙ୍କୁ ଆକର୍ଷିତ କରିଛି। ଏହି ଅଞ୍ଚଳର ଆଗ୍ନେୟ ଉଦ୍‌ଗୀରଣକୁ ଅଧ୍ୟୟନ କରୁଥିବା ବୈଜ୍ଞାନିକମାନେ…

ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆୱାଡି’କୁ ନେଇ ବଢିଲା ଅଡୁଆ; କୋର୍ଟରେ ହାଜର ହେଇପାରନ୍ତି ଆଲିଆ ଏବଂ…

ନୂଆଦିଲ୍ଲୀ: 'ଗଙ୍ଗୁବାଇ କାଠିଆୱାଡି' ଚଳଚ୍ଚିତ୍ର ପାଇଁ ବାବୁ ରାବଜୀ ଶାହାଙ୍କ ଦ୍ୱାରା ଦାଖଲ ହୋଇଥିବା ଅପରାଧିକ ମାନହାନୀ ମାମଲାରେ ଆଲିଆ ଭଟ୍ଟ, ସଞ୍ଜୟ ଲୀଲା ଭନସାଲୀ ଏବଂ ଦୁଇ ଲେଖକଙ୍କୁ ମୁମ୍ବାଇ କୋର୍ଟ ସମନ ପଠାଇଛନ୍ତି। ଶାହା ଗଙ୍ଗୁବାଇ କାଠିଆୱାଡିଙ୍କ ପୋଷ୍ୟପୁତ୍ର ବୋଲି ଦାବି…

ଦେଶରେ ବଢୁଛି କରୋନା ସଂକ୍ରମଣ; ୫୩ ହଜାର ନୂଆ ପଜିଟିଭ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଗୁରୁବାର ଦିନ ୫୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂଖ୍ୟା ୧,୧୭,୮୭,୫୩୪କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି ।…

ଗଳ୍ପ : ବୋଉକୁ ନେଇ ରଚନା ଟିଏ

ମାନମୟୀ ରଥ  ଆଦୌ ସରୁ ନଥିବା ଗୋଟିଏ ଲମ୍ବା କାନ୍ଦର ରାତି ହେଉଛି ମୋର ବୋଉ । ଯେତେଥର କଲମ ଧରିଛି ତା'ଲାଗି ସେତେଥର ବସେଇ ଦେଇନି ଗୋଟିଏ କହି ନହେଲା ଭଳି ଅଥୟ ଭାବ କାଗଜ କଲମ ପାଖରେ । ଭାବି ହୁଏ ଏଇଟା ଅସ୍ଥିରତା ନା ବୋଉକୁ ବଖାଣି ନପାରିବାର ବ୍ୟାକୁଳତା ନା ବୋଉମୟତାକୁ ଛୁଇଁ…

ଆଜିଠୁ ରାଜଧାନୀର ସବୁ ହଷ୍ଟେଲରେ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଭୁବନେଶ୍ୱରର ସବୁ ହଷ୍ଟେଲରେ ଛାତ୍ରଛାତ୍ରୀଙ୍କର ହେଉଛି କୋଭିଡ୍ ଟେଷ୍ଟ ।  ଜୋନ୍ ସ୍ତରରେ ବିଭିନ୍ନ ହଷ୍ଟେଲରେ କୋଭିଡ୍‌ ପରୀକ୍ଷା ହେବ। ଏଥିପାଇଁ ସବୁ ଜୋନ୍‌ରେ…