Latest Odisha News

BREAKING NEWS

ଛତିଶଗଡ଼ରେ ମାଡୁଛି ମହାମାରୀ, ମାଲକାନଗିରିକୁ ଗୋଡ଼ାଉଛି ଭୟ

ଭୁବନେଶ୍ୱର: ଦେଶରେ କରୋନାର ଲେଉଟାଣି । ପୁଣି ଥରେ ହୁ ହୁ ହୋଇ ବଢୁଛି ସଂକ୍ରମଣ । ଓଡ଼ିଶାରେ ବି ଦୈନିକ କେସ୍ ବଢୁଛି । ପଡ଼ୋଶୀ ଛତିଶଗଡ଼ରେ ସଂକ୍ରମଣ ବୃଦ୍ଧି ପରେ ବଢ଼ିଛି ଓଡ଼ିଶାର ଟେନସନ୍ । ବିଶେଷ କରି ପଡ଼ୋଶୀ ଜିଲ୍ଲା ମାଲକାନଗିରିକୁ ସଂକ୍ରମଣ ଭୟ ଅଧିକ । ବର୍ତ୍ତମାନ ମାଲକାନଗିରି…

ସୁପ୍ରିମକୋର୍ଟ ରାୟ ଦେବାକୁ ମନା କରିବା ପରେ ଆବେଦନ ପ୍ରତ୍ୟାହାର କଲେ ପରମ ବୀର ସିଂ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ହୋଇଥିବା ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ମୁମ୍ବାଇର ପୂର୍ବତନ କମିଶନର ପରମ ବୀର ସିଂଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ବୁଧବାର ଖାରଜ କରିଛନ୍ତି। ବିଚାରପତି ସଂଜୟ କିଶାନ କୌଲ ଏବଂ ଆର ସୁଭାଷ…

ଅମୀର ଖାନ୍‌ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅମୀର ଖାନ୍‌ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଅଭିନେତା କୋଭିଡ-୧୯ ପରୀକ୍ଷା କରିଥିଲେ ଏବଂ ତାଙ୍କ ରିପୋର୍ଟ ସକରାତ୍ମକ ଆସିଥିବା ଜଣାପଡ଼ିଛି। ସେ ଏବେ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି। ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ସମସ୍ତ ସତର୍କତା ଅବଲମ୍ବନ…

ଆଜି ରାଜ୍ୟରୁ ୧୭୦ କରୋନା ପଜିଟିଭ୍, ୪ଜିଲ୍ଲାରେ ଦୈନିକ ସଂକ୍ରମଣ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ବଢୁଛି ଦୈନିକ କରୋନା କେସ୍ । ଆଜି ସଂକ୍ରମଣ ଦେଢ଼ ଶହ ପାର କରିଛି । ଗତ ୨୪ ଘଣ୍ଟାରେ ୨୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୭୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୯୯ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୭୧ଟି । ୪ଟି ଜିଲ୍ଲାରେ ଦୈନିକ ସଂକ୍ରମଣ ୨୦ରୁ…

ଅଡିଓ ଭାଇରାଲ୍ ପ୍ରସଙ୍ଗ: ବିଧାନସଭାରେ ପ୍ରଦୀପ୍ତ-ବ୍ୟୋମକେଶ ମୁହାଁମୁହିଁ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ଚାନ୍ଦବାଲି ବିଧାୟକ ବ୍ୟମୋକେଶ ରାୟଙ୍କ ଅଡ଼ିଓ ଭାଇରାଲ ପ୍ରସଙ୍ଗ । ଏହି ଘଟଣାକୁ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଓ ବ୍ୟୋମକେଶ ରାୟ ମୁହାଁମୁହିଁ ହୋଇଛନ୍ତି । ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ଉଠାଇ ଉଦବେଗ ପ୍ରକାଶ କରିଥିଲେ ପ୍ରଦୀପ୍ତ ନାଏକ । ସେ…

ଚଳିତ ବର୍ଷ ପ୍ରଥମ ଥର ପାଇଁ ହ୍ରାସ ପାଇଲା ପେଟ୍ରୋଲ, ଡିଜେଲ ଦର

ନୂଆଦିଲ୍ଲୀ: ବିଶ୍ବର ଅଶୋଧିତ ତୈଳ ମୂଲ୍ୟରେ ତୀବ୍ର ହ୍ରାସ ପରେ ୨୦୨୧ ରେ ପ୍ରଥମ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ପାଇଛି। ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକ (ଓଏମସି) ବୁଧବାର ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଯଥାକ୍ରମେ ୧୮ ପଇସା ଏବଂ ୧୭ ପଇସା ହ୍ରାସ କରିଛି।…

ବ୍ୟଙ୍ଗ : ପୂଜା ପାଇଁ ଫୁଲ

ଓଁ ଅଭିଜ୍ଞାନ ସାହୁ କେତେ ଯତନରେ ଫୁଲ ଗଛ ଗୁଡାକ ବଢ଼େଇଥିଲି । ରଙ୍ଗ ବେରଙ୍ଗ ଫୁଲ ଗଛ ସାଙ୍ଗକୁ ଘରକୁ ଆସୁଥିବା ଅତିଥିମାନଙ୍କ ଦୃଷ୍ଟି ପ ଡ଼ିବା ଭଳି ସ୍ଥାନରେ ବିଭିନ୍ନ କିସମର ଗୋଲାପ ଗଛ ଲଗେଇଥିଲି । ଗଛରେ ଫୁଲ ଫୁଟିଲେ ଯେତିକି ଆନନ୍ଦ ମିଳେନି ଯଦି କେହି ଅତିଥି ସତ ହେଉ କି ମିଛ ହେଉ…

ଜଷ୍ଟିସ ଏନ୍‌.ଭି. ରମଣା ହୋଇପାରନ୍ତି ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ ଏନ୍. ଭି. ରମଣା ହୋଇପାରନ୍ତି ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ମୁଖ୍ୟ ବିଚାରପତି । ତାଙ୍କ ନାଁ ସୁପାରିସ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ. ବୋବଡେ । କେନ୍ଦ୍ର ଆଇନ ମନ୍ତ୍ରାଳୟକୁ ସେ ଚିଠି ଲେଖି ଜଷ୍ଟିସ ରମଣାଙ୍କ ନାଁ ସୁପାରିଶ କରିଛନ୍ତି । ଜଷ୍ଟିସ…

ସ୍କୁଲ ବନ୍ଦ ଏକ ଭୀଷଣ ଷଡ଼ଯନ୍ତ୍ର

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ରାଜ୍ୟ ସରକାର ପୁଣି ଥରେ ସ୍କୁଲ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥର ଉଚ୍ଚ ବିଦ୍ୟାଳୟ ବନ୍ଦ କରିବା ପାଇଁ ସରକାରୀ ସ୍ତରରେ ଫାଇଲ୍‍ କାମ ଆରମ୍ଭ ହୋଇଛି । ରାଜ୍ୟରେ ୧୦୦୦ରୁ ଅଧିକ ଉଚ୍ଚ ବିଦ୍ୟାଳୟ ବନ୍ଦ…

‘ପୁସ୍-ଅପ୍ ସେଲ୍ଫି’ ପଛର ରାଜ୍‌ ଖୋଲିଲେ ଫିଟନେସ୍ କିଙ୍ଗ୍‌ ମିଲିନ୍ଦ ସୋମନ୍

ନୂଆଦିଲ୍ଲୀ: ମିଲିନ୍ଦ ସୋମନ୍ ଜଣେ ଅଭିନେତା ଏବଂ ସୁପରମଡେଲ୍ ଜଣେ ଫିଟନେସ୍ ଉତ୍ସାହୀ ମଧ୍ୟ। ସେ ଅନେକ ସମୟରେ ତାଙ୍କର ଏହି ଉତ୍ସାହ ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇବାରେ ସାହାଯ୍ୟ କରୁଛି। ସେ ସର୍ବଦା ସୁସ୍ଥ ରହିବାକୁ ଲୋକଙ୍କୁ ପ୍ରେରଣା ଯୋଗାଇଥାନ୍ତି। ମିଲିନ୍ଦ ସୋମନ ଇନଷ୍ଟାଗ୍ରାମରେ…