Latest Odisha News

BREAKING NEWS

୬ ଜିବି ଡାଟାର ପ୍ରମାଣ ଗୃହ ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଛି: ଦେବେନ୍ଦ୍ର ଫଡନିବେଶ

ମୁମ୍ବାଇ: ପରମବୀର ସିଂ ଲେଟର ବୋମାରେ ମହାରାଷ୍ଟ୍ର ସରକାର ଏବଂ ଉଦ୍ଧବ ଠାକରେ ସଙ୍କଟରେ ପଡିଯାଇଛନ୍ତି । ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନିବେଶ ଗୃହ ମନ୍ତ୍ରଣାଳୟକୁ ୬ଜିବି ଡାଟାର ପ୍ରମାଣ ଯୋଗାଇଛି । ଫଡନିବେଶ ଅଭିଯୋଗ ଆଣିଛନ୍ତି ଯେ, ପୂର୍ବତନ ଗୋଇନ୍ଦା ଅଧିକାରୀ ରଶ୍ମି ଶୁକ୍ଲାଙ୍କ…

ହୃଦଘାତରେ AIADMK ରାଜ୍ୟସଭା ସାଂସଦ ମହମ୍ମଦ ଜନଙ୍କ ପରଲୋକ

ଚେନ୍ନାଇ : AIADMK ରାଜ୍ୟସଭା ସାଂସଦ ମହମ୍ମଦ ଜନଙ୍କ ପରଲୋକ । ହୃଦଘାତରେ ସାଂସଦ ମହମ୍ମଦ ଜନଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କ ୭୩ ବର୍ଷ ବୟସ ହୋଇଥିଲା । ତାମିଲନାଡୁରୁ ଏଆଇଏଡିଏମକେ ପକ୍ଷରୁ ରାଜ୍ୟସଭାରୁ ପ୍ରତିନିଧିତ୍ବ କରୁଥିଲେ ମହମ୍ମଦ ଜନ । ଗତ ୨୦୧୧…

ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା, ଦରକାର ପଡ଼ିଲେ ମିନି କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ବର : ମହାମାରୀ କରୋନା ସ୍ଥିତିକୁ ଦେଖି ରାଜ୍ୟରେ ଟେଷ୍ଟିଂ ସାଙ୍ଗକୁ ସର୍ଭେଲାନ୍ସ ବଢ଼ାଯିବ । ଏଥିସହ ପୋଲିସ ଯାଞ୍ଚକୁ ମଧ୍ୟ କଡ଼ାକଡ଼ି କରାଯିବ । ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟର ସମସ୍ତ…

ଘରୋଇ ମାଟିରେ ଦ୍ରୁତ ୧୦,୦୦୦ ରନ କଲେ କୋହଲି

ପୁଣେ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ନିଜ ନାମରେ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । କୋହଲି ଘରୋଇ ମାଟିରେ ଦ୍ରୁତ ୧୦୦୦୦ ରନ ସଂଗ୍ରହ କରିଛନ୍ତି । ୧୯୫ ଇନିଂସରେ କୋହଲି ଏହି ସଫଳତା ହାସଲ କରିଛନ୍ତି । ଏଥିସହ ସେ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ଅଜବ ପ୍ରଚାର ପାଇଁ ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଅଜବ ପ୍ରଚାର । ଭାଇରାଲ୍ ହେଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ପୁରୁଣା ଫଟୋ । ଦାବି ହୋଇଛି ମୋଦି ୩୧ ବର୍ଷ ପୂର୍ବେ ପାକିସ୍ତାନରୁ ବିସ୍ଥାପିତ ହିନ୍ଦୁଙ୍କୁ ରାଜସ୍ଥାନରେ ଭେଟିଥିଲେ । ହେଲେ ଛାନ୍‌ଭିନ୍‌ରେ ସାମ୍ନାକୁ ଆସିଛି ଭିନ୍ନ ତଥ୍ୟ ।…

ସରକାରୀ ସ୍କୁଲରେ ପଢୁଥିବା ପିଲାଙ୍କୁ ମିଳିବ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ବିଧାନସଭାରେ ବଡ଼ ସଂକଳ୍ପ ଆଣିଲେ…

ଭୁବନେଶ୍ବର: ମେଡିକାଲ ଓ ଇଞ୍ଜିନିୟରିଂ ନାମଲେଖାରେ ମିଳିବ ୧୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା । ଏନେଇ ବିଧାନସଭାରେ ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାମଲେଖା ସମୟରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ଏହି ସଂରକ୍ଷଣ ବ୍ୟବସ୍ଥା ପାଇପାରିବେ । ବିଧାନସଭାରେ ଆଜି ମାନ୍ୟବର…

ଗବର ଶତକରୁ ବଂଚିତ, ଇଂଲଣ୍ଡ ସମ୍ମୁଖରେ ୩୧୮ ରନର ବିଜୟ ଲକ୍ଷ୍ୟ

ପୁଣେ:ଏଠାରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦଳ ସମ୍ମୁଖରେ ୩୧୮ ରନର ବିଜୟ ଲକ୍ଷ୍ୟ ରଖିଛି । ଭାରତ ୫୦ ଓଭରରେ ୫ ଉଇକେଟ ହରାଇ ୩୧୭ ରନ କରିଥିଲା । ଟସ୍ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ…

କ୍ରିଷ୍ଣାମୂର୍ତ୍ତି ୱାର୍ଲଡ ସ୍କୁଲରେ ପାଳନ ହେଲା ଗାନ୍ଧିଜୀଙ୍କ କଟକ ଆଗମନର ଶତବାର୍ଷିକୀ

କଟକ: ଆଜିକୁ ଠିକ ଶହେ ବର୍ଷ ପୂର୍ବେ କଟକ ଆସିଥିଲେ ମହାତ୍ମାଗାନ୍ଧୀ । ତେବେ ସେହି ଦିନକୁ ଆଜି ମନେ ପକାଇଛନ୍ତି କଟକ ସହରବାସୀ । ଆଜି ମହାତ୍ମା ଗାନ୍ଧୀଙ୍କ କଟକ ଆଗମନର ଶତବାର୍ଷିକି ଉତ୍ସବ ପାଳନ କରୁଛି ସମଗ୍ର ସହର । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ବିଭିନ୍ନ ଦଳର ନେତା,…

ଛତିଶଗଡ଼ ନାରାୟଣପୁରେ ମାଓବାଦୀଙ୍କ ଲାଣ୍ଡମାଇନ ବିସ୍ଫୋରଣ; ୩ ଯବାନ ସହିଦ

ମାଲକାନଗିରି : ଛତିଶଗଡ଼ ରାଜ୍ୟର ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ଲାଣ୍ଡମାଇନ ବିସ୍ଫୋରଣ। ସୂଚନା ମୁତାବକ ନାରାୟଣପୁର ଜିଲ୍ଲାର କଡେନାଡ଼ ଓ ମନ୍ଦଡା ରାସ୍ତାରେ ମାଓବାଦୀଙ୍କ ଲାଣ୍ଡମାଇନ ବିସ୍ପୋରଣରେ ଉଡିଲା ପୋଲିସ ବସ । ସୂଚନା ଅନୁଯାୟୀ ଏହି ବିସ୍ଫୋରଣରେ ୫ରୁ ଅଧିକ ଡିଆରଜି ଯବାନ…

ମାଡି ଆସୁଛି ବିପଦ; ଏକବିଂଶ ଶତାବ୍ଦୀ ଶେଷ ସୁଦ୍ଧା ୧୦୦ ସେମିରୁ ଅଧିକ ବଢିପାରେ ସମୁଦ୍ର ପତ୍ତନ!

ନୂଆଦିଲ୍ଲୀ: ମିଳିତ ଜାତିସଂଘ ପ୍ରତିବର୍ଷ ୨୩ ମାର୍ଚ୍ଚକୁ ୱାର୍ଲ୍ଡ ମେଟ୍‌ ଡେ ଭାବରେ ପାଳନ କରିଥାଏ। ବାସ୍ତବରେ, ପାଗରେ ଅପ୍ରତ୍ୟାଶିତ ଘଟଣା ପ୍ରକୃତରେ ମାନବୀୟ ତ୍ରୁଟି ହେତୁ ହୋଇଥାଏ। ଏହାର ଏକ ମୁଖ୍ୟ କାରଣ ହେଉଛି ଅଙ୍ଗାରକାମ୍ଳ ନିର୍ଗମନର କ୍ରମାଗତ ବୃଦ୍ଧି। ଏହା ପୃଥିବୀର ପାଣିପାଗ ଉପରେ…