Latest Odisha News

BREAKING NEWS

ଯାଁଳା ଫାଣ୍ଡିରେ କାର୍‌ରୁ ନରକଙ୍କାଳ ମିଳିବା ଘଟଣା: ମହିଳାଙ୍କ ସ୍କେଚ୍‌ ଜାରି କରିଛି କମିଶନରେଟ୍‌ ପୋଲିସ 

ଭୁବନେଶ୍ବର: ଖୋର୍ଦ୍ଧା ଯାଁଳା ଫାଣ୍ଡିରୁ ଜବତ କାର ଭିତରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣା । ଘଟଣାରେ ପୋଲିସ ଛାନଭିନ୍‌ ଜୋରଦାର କରିଛି । ମହିଳାଙ୍କ ସ୍କେଚ୍‌କୁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ଜାରି କରାଯାଇଛି । ବେଙ୍ଗାଲୁରୁର ଏକ ଫୋରେନସିକ୍‌ ଲ୍ୟାବ୍‌ ପକ୍ଷରୁ ମହିଳାଙ୍କ ସ୍କେଚ୍‌…

କେନାଲ ହୁଡା ଭୁଶୁଡି ୪୦ ହେକ୍ଟର ଚାଷ ଜମି ଜଳମଗ୍ନ

କୋକସରା: ଘାଇ ସୃଷ୍ଟି ହୋଇ ଭାଙ୍ଗିଗଲା କେନାଲ ହୁଡା । କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ବାମ କେନାଲ କୁସୁମଖୁଣ୍ଟି ଡିଭିଜନ ଗୁନଗୁନିଆ ଡିଷ୍ଟିବୁଟାରୀ ନିକଟରେ ଘାଇ ସୃଷ୍ଟି ହୋଇ କେନାଲ ହୁଡା ଭୁଶୁଡି ପଡିଛି । ଫଳରେ ରେଙ୍ଗାଳପାଲି ଗାଁର ପ୍ରାୟ ୪୦ ହେକ୍ଟର ଚାଷ ଜମିରେ ପାଣି ମାଡ଼ି ଜଳମଗ୍ନ…

କୋଭିଡ ମହାମାରୀର ପ୍ରମୁଖ ଉତ୍ସ ହୋଇପାରେ ଦକ୍ଷିଣ ଚାଇନାର ୱାଇଲ୍ଡଲାଇଫ୍‌ ଫାର୍ମ ; ‘ହୁ’ ବିଶେଷଜ୍ଞ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଜଣେ ବିଶେଷଜ୍ଞ କୋଭିଡ-୧୯ ଉହାନ ଏକ ଲ୍ୟାବରେ ଉଭା ହେବାର ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ଚାଇନାରେ ୱାଇଲ୍ଡଲାଇଫ୍‌ ଫାର୍ମ କରୋନାଭାଇରସ୍ ମହାମାରୀର ଉତ୍ସ ହୋଇପାରେ। କୋଭିଡ-୧୯ ର ଉତ୍ପତ୍ତିର ଅନୁସନ୍ଧାନ ପାଇଁ ଚୀନ୍…

ଆଜି ଭାରତ ଆସୁଛନ୍ତି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟିନ: ଚାଇନା, ଆତଙ୍କବାଦ ଉପରେ ହେବ ଆଲୋଚନା, ପ୍ରତିରକ୍ଷା…

ନୂଆଦିଲ୍ଲୀ: ଆଜି ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଅଷ୍ଟିନ । ଏହା ହେଉଛି ତାଙ୍କର ପ୍ରଥମ ବିଦେଶ ଗସ୍ତ । ଗସ୍ତ ସମୟରେ ଅଷ୍ଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ । ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟର ପେଣ୍ଟାଗନ୍ ମୁଖପାତ୍ର…

ସମସ୍ତ ପଞ୍ଜିକୃତ ଚାଷୀଙ୍କ ଠାରୁ ମାର୍ଚ୍ଚ ୩୧ ସୁଦ୍ଧା ଧାନ କିଣାଯିବ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ୬ ଦିନ ପରେ ଚାଲିଛି ଗୃହ ଆଲୋଚନା ହୋଇଛି । ସର୍ବଦଳୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଧାନକିଣା ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ । ଗତବର୍ଷ ଅପେକ୍ଷା ୧୮ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଥିବା ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।…

ଟିକାକରଣ ପରେ ୮ ଜଣ ହୋଇଛନ୍ତି କରୋନା ଆକ୍ରାନ୍ତ; ପଞ୍ଜାବ

ନୂଆଦିଲ୍ଲୀ: ଜାନୁଆରୀରେ ଦେଶରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ତେବେ ପଞ୍ଜାବରେ ହିତାଧିକାରୀଙ୍କ ଟିକାକରଣ ପରେ ଆଠଟି ନୂଆ ପଜିଟିଭ ମାମଲା ସାମ୍‌ନାକୁ ଆସିଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଟିକାକରଣ ପରେ ପଜିଟିଭ୍ ପରୀକ୍ଷା କରିଥିବା ଆଠ ଜଣ…

ଅପକମିଂ ଫିଲ୍ମକୁ ନେଇ ଚର୍ଚ୍ଚାରେ ପରିଣୀତି, ସାଇନା ନେହୱାଲଙ୍କ ଲୁକରେ ସେୟାର କଲେ ଫଟୋ 

ମୁମ୍ବାଇ: ସାଇନା ନେହୱାଲଙ୍କ ଲୁକରେ ଫଟୋ ସେୟାର କରିଛନ୍ତି ପରିଣୀତି ଚୋପ୍ରା ।  ଏକଦମ୍ ସାଇନାଙ୍କ ଲୁକ୍ ଓ ଷ୍ଟାଇଲରେ ସେ ଫଟୋ ପୋଷ୍ଟ କରିଛନ୍ତି । ପରିଣୀତି ଦୁଇଟି ଫଟୋ ପୋଷ୍ଟ କରିଛନ୍ତି । ଗୋଟିଏ ଫଟୋ ସାଇନାଙ୍କର ଏବଂ ଅନ୍ୟଟି ପରିଣୀତିଙ୍କର । ଟ୍ବିଟର ୟୁଜର୍ସ ଏହି ଫଟୋରେ ପରିଣୀତିଙ୍କ…

ପିପିଲିରୁ ପ୍ରାର୍ଥୀ ହେବେ କି ସୁଜାତା କାର୍ତ୍ତିକେୟନ ? ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ଜୋର୍ ଧରିଲା ଚର୍ଚ୍ଚା

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ରାଜନୀତି ଉଷ୍ଣ ହୋଇଥିବା ବେଳେ ମିଶନ ଶକ୍ତି ନିର୍ଦ୍ଦେଶିକା ତଥା କମିଶନର ଥିବା ବରିଷ୍ଠ IAS ଅଫିସର ସୁଜାତା କାର୍ତ୍ତିକେୟନ୍ ଚାକିରିରୁ ସ୍ୱେଚ୍ଛାକୃତ ପାଇଁ ଆବେଦନ କରିଥିବା ନେଇ ଚର୍ଚ୍ଚା ବଢ଼ୁଛି । ସୁଜାତା ହେଉଛନ୍ତି 5T ସଚିବ ଭି.କେ ପାଣ୍ଡିଆନଙ୍କ…

ରାତି ୯ ଟାରୁ ସକାଳ ୫ଟା ଯାଏ ଲୁଧିଆନାରେ ରାତ୍ରି କର୍ଫ୍ୟୁ ଲାଗୁ

ଲୁଧିଆନା: କୋଭିଡ୍‌-୧୯ ସଂକ୍ରମଣ ପ୍ରସାରକୁ ରୋକିବା ପାଇଁ ଲୁଧିଆନା ଜିଲ୍ଲା ପ୍ରଶାସନ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାତି ୯ ଟାରୁ ୫ ଟା ମଧ୍ୟରେ ରାତ୍ରି କର୍ଫ୍ୟୁ ଲାଗୁ କରିଛି। ଲୁଧିଆନା ଡେପୁଟି କମିଶନର ଭରିନ୍ଦର ଶର୍ମା ସୂଚନା ଦେଇ କହିଛନ୍ତି, "ଆମେ ରାତି ୯ ଟାରୁ ସକାଳ ୫ ଟା…

ଉତ୍ତରାଖଣ୍ଡ ସିଏମଙ୍କ ‘ରିପ୍‌ଡ ଜିନ୍ସ’ ଉପରେ ମନ୍ତବ୍ୟକୁ ନେଇ କଡା ଜବାବ ଦେଲେ ସାଂସଦ ଜୟା ବଚ୍ଚନ

ନୂଆଦିଲ୍ଲୀ: ଭେଟେରାନ୍ ଅଭିନେତ୍ରୀ ତଥା ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ବର୍ତ୍ତମାନ ସୋସିଆଲ ମିଡିଆରେ ଚାଲିଥିବା 'ରିପ୍‌ଡ ଜିନ୍ସ' ବିବାଦକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ନିକଟରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତିରଥ ସିଂ ରାୱତ 'ରିପ୍‌ଡ ଜିନ୍ସ' ପିନ୍ଧିଥିବା ମହିଳାମାନଙ୍କୁ…