Latest Odisha News

BREAKING NEWS

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ବାପୁଙ୍କ ପାଇଁ ବିବାଦରେ ରାହୁଲ୍ ଗାନ୍ଧୀ !

ଭୁବନେଶ୍ୱର: ଜାତିର ପିତା ବାପୁ ତଥା ମହାତ୍ମା ଗାନ୍ଧୀଙ୍କୁ ନେଇ ଅଡୁଆରେ କଂଗ୍ରେସ୍ ନେତା ରାହୁଳ ଗାନ୍ଧୀ । ବାପୁ କୁଆଡେ ଇସଲାମ୍‌ରୁ ଅହିଂସା ଧର୍ମ ଆପଣାଇଥିଲେ । ହେଲେ ଏହି କଥା ଆମେ ନୁହେଁ ବରଂ ଏକ ଭିଡିଓ ବାରମ୍ବାର ଏହାକୁ ସତ ବୋଲି କହୁଛି ।

ବିନା ମାସ୍କରେ ବିମାନକୁ ପ୍ରବେଶ ମନା

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ବୃଦ୍ଧି ପାଇବାରେ ଲାଗିଛି। ଅନେକ ରାଜ୍ୟରେ ଲକଡାଉନ୍ ଏବଂ ନାଇଟ୍ କର୍ଫ୍ୟୁ ପୁଣି ଥରେ ଲାଗୁ କରାଯାଇଛି। ଏଭଳି ପରିସ୍ଥିତିରେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ସରକାର କଠୋର ନିଷ୍ପତ୍ତି ନେଇଛନ୍ତି। ଏହି ନିୟମ ଅନୁଯାୟୀ, ଯଦି ଆପଣ ମାସ୍କ ନ ପିନ୍ଧି…

ଆଇନ ଓ ମହିଳା

ଆଜି ନୁହେଁ ଯୁଗେ ଯୁଗେ ଆମ ମହିଳା ସମାଜ ଅସୁରକ୍ଷିତ ଏକଥା ପ୍ରତି ସମୟରେ ପ୍ରମାଣିତ ହୋଇଛି । ଯୁଗ ଯୁଗରୁ ନାରୀଙ୍କ ସୁରକ୍ଷାକୁ ନେଇ ବହୁତ ପ୍ରଶ୍ନ । ମାଆ ସୀତାଙ୍କଠାରୁ ଆରମ୍ଭ କରି ଦ୍ରୌପଦୀ ସମସ୍ତଙ୍କ ପ୍ରତି ଏ ପୁରୁଷ ସମାଜ ଅଙ୍ଗୁଳି ନିର୍ଦେଶ କରିଛି । ତାହେଲେ ତା ପର ପିଢ଼ିର ନାରୀ…

ଶ୍ରୀଲଙ୍କାର ନୂଆ ନିୟମ; ବୁର୍ଖା ପିନ୍ଧିବେନି ମହିଳା, ବନ୍ଦ କରାଯିବ ଇସଲାମିକ ବିଦ୍ୟାଳୟ

କଲମ୍ବୋ: ବର୍ତ୍ତମାନ ଶ୍ରୀଲଙ୍କାରେ ମୁସଲମାନ ମହିଳାମାନେ ବୁର୍ଖା ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଯିବ ଏବଂ ୧ ହଜାରରୁ ଅଧିକ ଇସଲାମ ବିଦ୍ୟାଳୟ ବନ୍ଦ ରହିବ। ଶନିବାର ଦିନ ଜଣେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପ ଏଠାରେ ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟକୁ…

ଚନ୍ଦ୍ରଶେଖର ହୋତା ପାଇବେ ଯୁବ ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର : ଦିଲ୍ଲୀରେ ଅନୁଷ୍ଠିତ କେନ୍ଦ୍ର ସାହିତ୍ୟ ଏକାଡେମୀର କାର୍ଯ୍ୟକାରିଣୀ ପରିଷଦ ବୈଠକରେ ୨୦୨୦ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ବାଲ୍ ସାହିତ୍ୟ ପୁରସ୍କାର ଓ ଯୁବ ପୁରସ୍କାର ଘୋଷିତ ହୋଇଯାଇଛି ।ଓଡ଼ିଆ ଭାଷାର ବିଶିଷ୍ଟ ସାହିତ୍ୟିକ ରାମଚନ୍ଦ୍ର ନାୟକ ତାଙ୍କ ପୁସ୍ତକ 'ବଣ…

ଶତାଦ୍ଦୀ ଏକ୍ସପ୍ରେସର କୋଚ୍‌ରେ ନିଆଁ

ଉତ୍ତରାଖଣ୍ଡ: ଦିଲ୍ଲୀରୁ ଡେରାଡୁନ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସର ଏକ କୋଚରେ ନିଆଁ । ସର୍ଟ ସର୍କିଟ ପାଇଁ ଟ୍ରେନରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଏଥିରେ କେହି ମୃତାହତ ହୋଇ ନ ଥିବାର ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଶତାଦ୍ଦୀ ଏକ୍ସପ୍ରେସର ସି-୪ କୋଚରେ ଏହି…

ପଦ୍ମଶ୍ରୀ କିଣିବା ଅଭିଯୋଗକୁ ଖଣ୍ଡନ କରି ଏମିତି କହିଥିଲେ ସୈଫ ଅଲ୍ଲୀ ଖାନ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ୨୦୧୦ ଭାରତର ଚତୁର୍ଥ ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହାସହିତ ତାଙ୍କ ଉପରେ ପଦ୍ମଶ୍ରୀ କିଣିବା ଅଭିଯୋଗ ମଧ୍ୟ ହୋଇଥିଲା। ସୈଫ ଅଲି ଖାନ କହିଛନ୍ତି ଯେ ପଦ୍ମଶ୍ରୀ କିଣିବା ଅଭିଯୋଗ ଭୁଲ ଏବଂ ସେ ଭାରତ ସରକାରଙ୍କୁ…

ଦେଶରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟିକାକରଣ

ନୂଆଦିଲ୍ଲୀ: ୨୦ ଲକ୍ଷରୁ ଅଧିକ କରୋନା ଟିକା ଡୋଜ ସହିତ ଶୁକ୍ରବାର ଦିନ ଭାରତ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ଟିକାକରଣ ରେକର୍ଡ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଶନିବାର ସୂଚନା ଦେଇଛି। ୩୦,୫୬୧ ଅଧିବେଶନ ମାଧ୍ୟମରେ ଟିକାକରଣ ଅଭିଯାନର ୫୬ ଦିନରେ ପ୍ରାୟ ୨୦,୫୩,୫୩୭ ଟିକା…

କଂଗ୍ରେସ ସବୁଠାରୁ ଦୁର୍ନୀତିଗ୍ରସ୍ତ ଦଳ; ଯୋଜନାର ଲାଭ ପାଇବାକୁ ବିଜେପିକୁ ଭୋଟ୍ ଦିଅ: ସ୍ମୃତି ଇରାନୀ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଶନିବାର ଦିନ କଂଗ୍ରେସକୁ ସବୁଠାରୁ ଦୁର୍ନୀତିଗ୍ରସ୍ତ ଦଳ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ବିଭିନ୍ନ କେନ୍ଦ୍ରୀୟ ତଥା ରାଜ୍ୟ ଯୋଜନାର ଲାଭ ପାଇବାକୁ ବିଜେପିକୁ ଭୋଟ୍ ଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଆସାମରେ ନିଜର ପ୍ରଥମ ନିର୍ବାଚନ…

ଅନ୍ତର୍ଜାତୀୟ ମହିଳା ଦିବସରେ ସଶସ୍ତ୍ର ମାଓବାଦୀଙ୍କ ପ୍ରଜାମେଳି, ପୋଲିସକୁ ଚ୍ୟାଲେଞ୍ଜ

ମାଲକାନଗିରି: ଆଦିବାସୀ ଅଞ୍ଚଳରେ ମାଓବାଦୀଙ୍କ ପ୍ରଜାମେଳି । ମହିଳାଙ୍କୁ ସଶସ୍ତ୍ର ଓ ମଜଭୁତ୍ ଲାଗି ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ପାଳୁଥିବା ବେଳେ ପ୍ରଜାମେଳି କରି ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ମାଓବାଦୀ । ଯାହାର ଭିଡିଓ ଏବେ ଭାଇରାଲ୍ ହୋଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ…